Daily Archives

May 27, 2021

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ଆଖୁଆପଦାରେ ଟପିଲା ବିପଦ ସଂକେତ, ଆନନ୍ଦପୁରରେ ଜଳସ୍ତର ୩୯ମିଟର

କନକ ବ୍ୟୁରୋ : ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଏହି ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ତମାନ ବୈତରଣୀ…

ପ୍ରବଳ ବର୍ଷା ପରେ ଯୋଡା ବାହ୍ୟ ଜଗତରୁ ବିଚ୍ଛିନ୍ନ : ଗତକାଲି ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଖଣି ଅଂଚଳ ଯୋଡା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ପାଣି ଖାଲି କରିବାକୁ ପ୍ରଶାସନ ପକ୍ଷରୁ ବିଲେଇପଦା ନିକଟରେ ଜାତୀୟ ରାଜପଥକୁ କାଟିବାକୁ ପଡ଼ିଥିଲା ।…

ଦେବଗଡ଼ ଜିଲ୍ଲାରେ ଲାଗିରହିଛି ଝିପିଝିପି ବର୍ଷା : ବାତ୍ୟା ପ୍ରଭାବରେ ଘର ଉପରେ ପଡ଼ିଛି ଗଛ , ଚାଲିଛି ଗଛକଟା କାମ

କନକ ବ୍ୟୁରୋ : ବାତ୍ୟା ୟାସ୍ର ପ୍ରଭାବରେ ଦେବଗଡ ଜିଲ୍ଲାରେ ଗତକାଲି ପୂର୍ବାହ୍ନରୁ ବର୍ଷା ସହ ପବନ ବୋହୁଥିବା ଦେଖିବାକୁ ମିଳିଛି । ଗତକାଲି ପୂର୍ବହ୍ନରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ହାଲିକା ପବନ ବୋହିବା ସହ ଝିପିଝିପ ବର୍ଷା ଲାଗି ରହିଛି । ଲାଗି ରହିଥିବା ବର୍ଷା ପବନ ପୈାରଂଚଳର ୬ନଂ…

ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବର୍ତମାନ ୩୮ଦଶମିକ ୩୬ ମିଟର ସହ ବିପଦ ସଂକେତ ଉପରେ ରହିଛି । ଆଗକୁ ଏଠାରେ ୪୦ ଦଶମିକ ୮୫ ମିଟର ଜଳ…

ବାତ୍ୟା ଉଡାଡି ଦେଲା ଫସଲ : ସମ୍ବଲପୁରରୁ ଆସିଲା ଧାନ ଫସଲ ନଷ୍ଟ ହୋଇଥିବାର ଚିତ୍ର

କନକ ବ୍ୟୁରୋ : ବାତ୍ୟା ଉଡାଡି ଦେଲା ଫସଲ । ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ଫଳରେ ଖଳାରେ ଓ କ୍ଷେତରେ ଧାନ ଫସଲ ନଷ୍ଟ ହୋଇଥିବାର ଚିତ୍ର ଆସିବାରେ ଲାଗିଛି । ସମ୍ବଲପୁର ଜିଲ୍ଲାରେ ବାତ୍ୟା ୟାସ ପ୍ରଭାବରେ ବର୍ଷା ଫଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହୋଇଛି । ଜିଲ୍ଲାରେ ଏବେ ରବି ଧାନ…

ରାଜନଗରରେ ଥମୁନି ବର୍ଷା : ପ୍ରାୟ ୨ଶହ ପରିବାର ଏବେ ଜଳବନ୍ଦୀ

କନକ ବ୍ୟୁରୋ : ବାତ୍ୟା ବିପଦ ଟଳିଥିଲେ ମଧ୍ୟ ଏବେ ରାଜନଗର ଅଂଚଳରେ ଥମୁନି ବର୍ଷା । ରାଜନଗର ତାଳଚୁଆ ଅଂଚଳରେ ବର୍ଷା ଲାଗି ରହିବା ଦ୍ୱାରା ବନ୍ୟା ପୀଡ଼ିତ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ତଳିଆ ଅଂଚଳରେ ଜଳବନ୍ଦୀ ହେବାର ସମ୍ଭାବନା…