Daily Archives

April 22, 2021

ମହାମାରୀ ବେଳେ ମୋଦିଙ୍କ ସହ କଥା ହେଲେ ନବୀନ । କହିଲେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି କରୋନା, ସମସ୍ତ ପ୍ରକାର…

କନକ ବ୍ୟୁରୋ : ଦେଶରେ କୋଭିଡ ସଂକ୍ରମଣ ସାଂଘାତିକ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତି ନେଇ ମୋଦିଙ୍କ ସହ ଆଲୋଚନା କରିଛନ୍ତି ନବୀନ । କୋଭିଡ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି ନବୀନ । ମହାମାରୀ…

ଜଗଦଲପୁର ଠାରୁ ଭୁବନେଶ୍ୱରକୁ ଗଡିଲା ହିରାଖଣ୍ଡ ଏକ୍ସପ୍ରେସ୍ : ବର୍ଷେ ପରେ ରେଳ ଯାତ୍ରାର ସୁବିଧା ପାଇଲେ ଲୋକେ

କନକ ବ୍ୟୁରୋ : ଦୀର୍ଘ ଏକ ବର୍ଷ ପରେ ଜଗଦଲପୁର ଠରୁ ଭୁବନେଶ୍ୱରକୁ ଗଡ଼ିଲା ହିରାଖଣ୍ଡ୍ ଏସ୍କପ୍ରେସ୍ । ରେଳଯାତ୍ରାର ସୁବିଧା ପାଇଲେ ଲୋକେ । ପଡ଼ୋଶୀ ରାଜ୍ୟରେ କରୋନାର ପରିସ୍ତିତି ଯେଭଳି ଲାଗିରହିଛି ତାକୁ ଆଖି ଆଗରେ ରଖି ସମସ୍ତ ସୀମାକୁ ସିଲ କରାଯାଇଥିବା ବେଳେ ଜଗଦଲପୁର ଠାରୁ ଭୁବନେଶ୍ୱରକୁ…

ଓଡିଶାରୁ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ : ଫୋନ ଯୋଗେ ନବୀନ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ କୋଟାର ଅକ୍ସିଜେନ ଯୋଗାଣରେ ସହାୟତା କରିଥିବାରୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନରେ କଥା ହୋଇଥିଲେ । ଦିଲ୍ଲୀକୁ…

ଏହି ସବୁ ରାଜ୍ୟରେ ମିଳିବ ମାଗଣା ଟିକା । ମୁଖ୍ୟମନ୍ତ୍ରୀମାନେ କଲେ ଘୋଷଣା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ଟିକା ଦେବା ନେଇ ନିଷ୍ପତ୍ତି ହେବାପରେ କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ଏହି ଟିକା ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ…

ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁବ କରୋନାର ସଂକ୍ରମଣ : ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି…

କନକ ବ୍ୟୁରୋ : ଓଡିଶାରେ ମେ’ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁପାରେ କରୋନାର ସଂକ୍ରମଣ । ଏଭଳି ଆକଳନ କରିଛନ୍ତି ଆଇଆଇଟି କାନପୁରର ବିଶେଷଜ୍ଞ ଦଳ । ଏକ ଗାଣିତିକ ମଡେଲ ଆଧାରରେ ଏହିଭଳି ପୂର୍ବାନୁମାନ କରାଯାଇଛି । ବର୍ତମାନ ରାଜ୍ୟ ତଥା ଦେଶରେ କରୋନାର ସଂକ୍ରମଣ ଯେଭଳି ହୁ ହୁ ହୋଇ ବଢିଚାଲିଛି,…

ପଶ୍ଚିମବଙ୍ଗରେ ଚିହ୍ନଟ ହେଲା କରୋନାର ନୂଆ ରୂପ : ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ । ଅର୍ଥାତ ଏହା କରୋନା ଭୂତାଣୁର ଏକ ନୂଆ ପ୍ରକାର । ବିଶେଷ କରି ପଶ୍ଚିମବଙ୍ଗରେ ଏହି ପ୍ରକାର ଭୂତାଣୁ ଅଧିକ ଚିହ୍ନଟ ହୋଇଛି । ଏହାର ନାମକରଣ ହୋଇଛି- ବି-୧- ୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଂଟ ଭୂତାଣୁ…