Daily Archives

April 16, 2021

ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ଟିକାକରଣ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାପାଳ ଓ ୨ ମ୍ୟୁନିସିପାଲ କମିଶନରଙ୍କୁ…

କନକ ବ୍ୟୁରୋ: ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ । ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାପାଳ ଓ ସମ୍ବଲପୁର, ରାଉରକେଲା ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ଚିଠି ଲେଖି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ୧୦ ଜିଲ୍ଲାର…

ବିଖ୍ୟାତ ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ’ରେ ରିପୋର୍ଟ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ…

କନକ ବ୍ୟୁରୋ: ସାରା ଦେଶରେ ଆତଙ୍କ  ସୃଷ୍ଟି କରିଛି କରୋନା । ଆଉ ଏହି ସମୟରେ  ମେଡିକାଲ  ଜର୍ଣ୍ଣାଲ ଲାନସେଟ୍  କରୋନାକୁ ନେଇ ଏକ ରିପୋର୍ଟ ଜାରି କରିିଛି । ରିପୋର୍ଟରେ କୁହାଯାଇଛି , କରୋନା ଭୂତାଣୁ ବାୟୁ ମାଧ୍ୟମରେ ବି ସଂକ୍ରମିତ ହୋଇଥାଏ । କୋଭିଡ ୧୯ ଭୂତାଣୁକୁ ନେଇ ଅଧିକ ଅନୁଧ୍ୟାନ…

କଟକରେ ହାଇଦରର ହେଲା ସ୍ୱାସ୍ଥ୍ୟ ପରୀକ୍ଷା । ଏସଡିଜେଏମ କୋର୍ଟରେ ହାଜର ପରେ ରିମାଣ୍ଡରେ ନେଇ ଗୁମର ଖୋଲିବ ପୁଲିସ ।

କନକ ବ୍ୟୁରୋ: ପୋଲିସ କବଜାରେ ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ କଟକ ଏସଡିଜେଏମ କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯିବ । କୋର୍ଟରେ ହାଜର କରିବା ପୂର୍ବରୁ ହାଇଦରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋର୍ଟରେ ହାଜର ହେବା ପରେ ହାଇଦରକୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିବ ।…

ରାଜଧାନୀରେ ଆହୁରି କଡାକଡି ହେବ କରୋନା କଟକଣା । ଆସନ୍ତାକାଲି କମିଶନରେଟ୍ ପୁଲିସ ଆଣିବ କୋଭିଡ ଗାଇଡଲାଇନ୍ ।

କନକ ବ୍ୟୁରୋ: ଟ୍ୱିନ ସିଟିରେ ଆହୁରି କଡାକଡି ହେବ କୋଭିଡ କଟକଣା । ନାଇଟ କର୍ଫ୍ୟୁକୁ କଡାକଡି କରିବା ଲାଗି ପାଟ୍ରୋଲିଂକୁ ବ୍ୟାପକ କରାଯିବ । ଖାଲି ସେତିକି ନୁହେଁ ଆସନ୍ତାକାଲି କୋଭିଡ କଟକଣା ନେଇ ଗାଇଡଲାଇନ ମଧ୍ୟ ଆଣିବ ପୁଲିସ । ସେପଟେ ସନ୍ଧ୍ୟା ୮ଟାରୁ ଦୁଇ ସହରରେ ବ୍ୟବସାୟ ପ୍ରତିଷ୍ଠାନ…

କୋଟିଆ ପାଇଁ ମେଳି କଲେ ଆଦିବାସୀ ଓ କୁଇ ସଂଘ । ଆଦିବାସୀ ନେତା କହିଲେ, ଓଡ଼ିଶା ମାଟି ମାଡି ପାରିବେନି ଆନ୍ଧ୍ର ଅଧିକାରୀ

କନକ ବ୍ୟୁରୋ : କୋଟିଆକୁ ନେଇ ଓଡିଶା ତଥା କୋରାପୁଟ ଜିଲ୍ଲାର ଅଧିବାସୀଙ୍କ ମଧ୍ୟରେ ବଢୁଛି ସଚେତନତା । ଆନ୍ଧ୍ର ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି. । ପ୍ରଶାସନିକ ଅଧିକାରୀ. ଜିଲ୍ଲାର ସମସ୍ତ ଦଲକର ନେତାଙ୍କ ପରେ ଏବେ କୋଟିଆ ମାଟିର ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି ଜିଲ୍ଲାର…

ଏଥର ସାବାଡ ହେବେ ମଦୁଆ । ଘଂଟ ବାଡେଇ ଗ୍ରାମବାସୀଙ୍କ ସତର୍କବାଣୀ । ମଦ ପିଇ ଗାଁକୁ ଆସିଲେ ଗଣିବେ ୨୦ ହଜାର ଟଙ୍କା…

କନକ ବ୍ୟୁରୋ :  ମଦ ମଣିଷକୁ ନଷ୍ଟ କରିବାର ଏକ ସୁଗମ ପଥ । ନିଶାସକ୍ତ ବ୍ୟକ୍ତି କେବଳ ନିଜର କ୍ଷତି କରିନଥାଏ । ସମାଜକୁ ବି ବିଶୃଙ୍ଖଳିତ କରିବାର ପ୍ରମୁଖ ଭୁମିକା ନିଭାଇଥାଏ । ଏହାସହ ପରିବାର ଭିତରେ କଳହର କାରଣ ମଦ ହୋଇଥାଏ । ଏସବୁରୁ ମୁକ୍ତି ପାଇବାକୁ କେତେ ଯେ ସଚେତନ କେତେ ଉପଦେଶ । ହେଲେ…