ଓଡ଼ିଶା ବିଜେପିର ଚେହେରା କିଏ? କନକ ନ୍ୟୁଜ୍ ପ୍ରଶ୍ନର ଉତ୍ତର ରଖିଲେ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ।

161

କନକ ବ୍ୟୁରୋ: ଓଡ଼ିଶା ବିଜେପିର ଚେହେରା କିଏ? ସବୁବେଳେ ଏହାକୁ ନେଇ ପ୍ରଶ୍ନ ହୁଏ । ଆଉ ଏହି ପ୍ରଶ୍ନର ଉତର ରଖିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । କନକ ନ୍ୟୁଜକୁ ଏକ ଏକ୍ସକ୍ଳୁସିଭ୍ ସାକ୍ଷତକାର ଦେଇ ପୁରନ୍ଦେଶ୍ୱରୀ କହିଛନ୍ତି-ବିଜେପି କାର୍ଯ୍ୟକର୍ତ୍ତା ଓଡ଼ିଶାର ନେତା । ଲୋକଙ୍କ ଆଶୀର୍ବାଦ ମିଳିଲେ, ଦଳ ନେବ ନିଷ୍ପତି । ସେହିପରି ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ଏବଂ ପିପିଲି ଉପ-ନିର୍ବାଚନ ପ୍ରସଙ୍ଗରେ ମତ ରଖିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ।