Daily Archives

February 28, 2021

ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ନେଇପାରିବେ ଟିକା । ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ଟିକା…

କନକ ବ୍ୟୁରୋ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ କାଲିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ହେଉଛି, ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ…

କାଲି ହାତକୁ ଦି’ହାତ ହେବେ ହୃଦୟର ହିରୋ । ଓଲିଉଡ କ୍ୱିନ ଅର୍ଚ୍ଚିତାଙ୍କ ହାତ ଧରିବେ ସୁପରଷ୍ଟାର ସବ୍ୟସାଚୀ ।

କନକ ବ୍ୟୁରୋ: କାଲି ହାତକୁ ଦି’ହାତ ହେବେ ହୃଦୟର ହିରୋ । ଓଲିଉଡ କ୍ୱିନ୍ ଅର୍ଚ୍ଚିତାଙ୍କୁ ବିବାହ କରିବେ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ତେବେ ଆସନ୍ତାକାଲି ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଏହି ସୂଚନା ଦେଇ୍ଛନ୍ତି ଖୋଦ୍ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ଏପରିକି ସୋସିଆଲ…

ବାହାହେବେ ପାଗଳପ୍ରେମୀ । କାଲି ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା ।

କନକ ବ୍ୟୁରୋ: ବାହାହେବେ ସବ୍ୟ- ଅର୍ଚ୍ଚିତା । ଆସନ୍ତାକାଲି ବାହା ହେବେ ଓଲିଉଡର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଦୁହେଁ ଦୁହିଁଙ୍କୁ ବିବାହ କରିବା ନେଇ ସୂଚନା ଦେଲେ । ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ ଉଭୟ ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା । ନୂଆ…

ଭୁବନେଶ୍ୱର ପରେ ଅନୁଗୁଳ ଭାଙ୍ଗିଲା ୧୦ ବର୍ଷର ରେକର୍ଡ । ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଅନୁଗୁଳ । 

କନକ ବ୍ୟୁରୋ: ଭୁବନେଶ୍ୱର ପରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ସହର । ଆଜି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । କାରଣ ଅନୁଗୁଳର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଲଗାତାର…

ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ…

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସରୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ…

ମତ୍ସ୍ୟଜୀବୀଙ୍କୁ ରୋଜଗାର ଯୋଗାଇଛି ଗଂଜାମର ଶାଳିଆ ଡ଼୍ୟାମ୍ । ସରକାରଙ୍କ ପକ୍ଷରୁ ଡ଼୍ୟାମରେ ହେଉଛି ଜଳଙ୍ଗ ମାଛ ଚାଷ ।

କନକ ବ୍ୟୁରୋ: ଜୀବିକା ଯୋଗାଇଛି ଶାଳିଆ ଡ଼୍ୟାମ । ଗଂଜାମ ଜିଲ୍ଲାର ଶାଳିଆ ଡ଼୍ୟାମରେ ଗତ ୫ ବର୍ଷ ହେଲା ଜଳଙ୍ଗ ମାଛ ଚାଷ କରାଯାଉଛି । ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୮ଟି କେଜରେ ଏହି ମାଛ ଚାଷ କରାଯାଉଛି । ୨୦୧୫-୧୬ରେ ଡ୍ୟାମର ମଧ୍ୟ ଭାଗରେ ୨୮ଟି ଭାସମାନ…