Daily Archives

February 18, 2021

ଶାହାଙ୍କ ଫୋକସରେ ପଶ୍ଚିମବଙ୍ଗ । ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ । ଭୋଟରଙ୍କୁ ନିର୍ବାଚନୀ ଥୋପ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେତିକି ହିଂସା ବଢୁଛି ସେହି ପରିମାଣରେ ବିଜେପି ତାର ପ୍ରଭାବ ବିସ୍ତାର କରିଚାଲିଛି । ଏହି କ୍ରମରେ ପ୍ରତିମାସ ବିଜେପିର କେହି ନା କେହି ବରିଷ୍ଠ ନେତା ପଶ୍ଚିମବଙ୍ଗ ଗସ୍ତ କରି ଦଳକୁ ତୃଣମୂଳ ସ୍ଥରରୁ ମଜଭୂତ କରିବାକୁ…

ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳୀ ଭାବେ ବିକ୍ରି ହେଲେ କ୍ରିସ୍ ମୋରିସ୍ । ୧୬.୨୫ କୋଟି ଟଙ୍କାରେ କିଣିଲା…

କନକ ବ୍ୟୁରୋ : ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି ଦକ୍ଷିଣଆଫ୍ରିକାର ଷ୍ଟାର ପ୍ଲେୟାର କ୍ରିସ୍ ମୋରିସ୍ । ଯୁବରାଜ ସିଂହଙ୍କୁ ପଛରେ ପକାଇ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳୀ ବନିଛନ୍ତି ମୋରିସ୍ । ୧୬.୨୫ କୋଟି ଟଙ୍କାରେ ମୋରିସଙ୍କୁ କିଣିଛି ରାଜସ୍ଥାନ…

ଆରସିବିକୁ ଆସିଲେ ଗ୍ଲେନ୍ ମ୍ୟାକ୍ସୱେଲ । ୧୪.୨୫କୋଟିରେ କିଣିଲା ବାଙ୍ଗାଲୋର ।

କନକ ବ୍ୟୁରୋ : ଏଥର ଆରସିବି ଟିମରେ ଜଲୱା ଦେଖାଇବେ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ । ମ୍ୟାକ୍ସୱେଲଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୪.୨୫ କୋଟି ଟଙ୍କାରେ ବିକ୍ରି ହେଲେ ମ୍ୟାକ୍ସୱେଲ୍ । ତେବେ ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଥିଲା…

ମହିଳା ହିଂସାର ପେଣ୍ଠସ୍ଥଳୀ ପାଲଟିଛି ଉନାଓ । ବିଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ୩ ଭଉଣୀ । ୨ ଜଣ ମୃତ, ଜଣେ ଗୁରୁତର…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଉନାଓ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଉତ୍ତରପ୍ରଦେଶର ଉନାଓସ୍ଥିତ ଆଶୋହା ପୁଲିସ୍ ଷ୍ଟେସନ୍ ଅଧୀନରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ୩ ଜଣ ଯୁବତୀ ନିଜ ବିଲକୁ କାମ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର…

ପାଣି ମାଗିବା ବାହାନାରେ ଘରେ ବୁଲାଇଲେ କଳାକନା । ସମ୍ବଲପୁର ତୁମ୍ବେସିଙ୍ଗା ଅଞ୍ଚଳରୁ ଆସିଲା ଲୁଟର ନୂଆ ତରିକା । 

କନକ ବ୍ୟୁରୋ: ସମ୍ବଲପୁରରେ ମାତିଛନ୍ତି ଚୋର । ଏବେ ଚୋରି କରିବାର ନୂଆ ତରିକା ବାହାର କରିଛନ୍ତି ଏହି ଚୋରମାନେ । ପାଣି ମାଗିବା ବାହାନାରେ ଘରେ ପଶି ଚୋର ବୁଲାଉଛନ୍ତି କଳାକନା । ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ପାଣି ପିଇବାକୁ ମାଗି ଘରେ ପଶିଲେ କିଛି ଲୋକ । ଆଉ ବାହାରିବା ସମୟରେ ଲୁଟି…

କୃଷକଙ୍କ ରେଳ ରୋକ୍ । ରେଳ ଧାରଣାରେ ଶୋଇ ରେଳ ଅଟକାଇଲେ ଚାଷୀ । ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ

କନକ ବ୍ୟୁରୋ : ଟ୍ରାକ୍ଟର ରାଲି, ଚକା ଜାମ୍ ଓ ଏବେ ରେଳ ରୋକ୍ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ମାନେ ରେଳ ରୋକ କରିଛନ୍ତି । ଗୁରୁବାର କୃଷକ ସଂଗଠନ ମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ଏହି ରେଳ ରୋକ୍…