Daily Archives

February 17, 2021

ପୁଣି କଡ଼ ଲେଉଟେଇବ କି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧୧ ହଜାର ୮ ଶହ ଟପିଲା ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ମାସକ ଭିତରେ ପ୍ରାୟ ୯୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । ଜନଜୀବନ ସ୍ୱାଭାଭିକ ହୋଇ ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଉଛି ସଂକ୍ରମଣ । କିଛି ଦିନ ଧରି ଦେଶରେ ୧୦ ହଜାର ତଳକୁ ନୂଆ…

ଲଗାମ ଛଡ଼ା ହେଉଛି ତେଲ ଦର । ଦେଶର କିଛି ସ୍ଥାନରେ ସେଞ୍ଚୁରୀ ମାରିଲା ପେଟ୍ରୋଲ । ଏପଟେ ମାଲକାନଗିରିର କାଲିମେଳାରେ ୯୫…

କନକ ବ୍ୟୁରୋ : ସେଂଚୁରୀ ମାରିଲା ପେଟ୍ରୋଲ ଦର । ରାଜସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଯାଇଛି । ଏପଟେ ଓଡିଶାର ଅଧିକାଂଶ ସ୍ଥାନରେ ୯୦ ଉପରେ ରହିଛି ଦର । ସେପଟେ କାଲିମେଳାରେ ପେଟ୍ରୋଲ ୯୫ ଟଙ୍କା ୭୩ ପଇସାରେ ପହଁଚିଛି । ଭୁବନେଶ୍ୱରରେ ମଧ୍ୟ ଦାମ୍ ଟପିଲାଣି ୯୦ ଟଙ୍କା । ବଢୁଥିବା ତେଲ…

ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ଜବାବ ଦେଲେ ମାନସ ମଙ୍ଗରାଜ । କହିଲେ, ମିଥ୍ୟା ତଥ୍ୟ ଦ୍ୱାରା ଓଡିଶା ଲୋକଙ୍କୁ…

କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମିନଥିବା ବେଳେ ଏହାକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ…

ଚାଷୀ ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କ ଉପରେ ଚାପ ପକାଇବାକୁ କାଲି ଦେଶସାରା ରେଳରୋକ କରିବେ ଚାଷୀ ସଂଗଠନ । ମଧ୍ୟାହ୍ନ ୧୨…

କନକ ବ୍ୟୁରୋ : ସଂଯୁକ୍ତ କିଷାନ ମୋର୍ଚ୍ଚା କାଲି ସାରା ଦେଶରେ ରେଳରୋକ୍ ଆନ୍ଦୋଳନ କରିବ ବୋଲି ଡାକରା ଦେଇଛି । କାଲି ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଦେଶର ସମସ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ରୋକ୍ କରିବ କୃଷକ ସଂଗଠନ । ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକ ନେତା ମଞ୍ଜିତ୍…

କଳିଙ୍ଗ ଷ୍ଟୁଡିଓରେ ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ସିନେମା ଷ୍ଟୁଡିଓ । ଖର୍ଚ୍ଚ ହେବ ପ୍ରାୟ…

କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଦିଆଯିବ ନୂଆ ରୂପ । ଯେଉଁଠି ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ବୁଧବାର ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ପୁନଃର୍ବିନ୍ୟାସ…

ମା ସମଲେଶ୍ୱରୀ ମନ୍ଦିର ପାଇଁ ସରକାରଙ୍କ ବଡ ଘୋଷଣା । ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

କନକ ବ୍ୟୁରୋ : ପୁରୀର ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରେ ୫-ଟି ଉପକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ…