Daily Archives

February 14, 2021

କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା । ଫେବୃଆରୀ ୧୫ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡିବ ଦୁଇଗୁଣା ଟୋଲ୍ ।

କନକ ବ୍ୟୁରୋ: ଫାସ ଟ୍ୟାଗ ନଥିଲେ ଏଣିକି ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ପଇସା । କେନ୍ଦ୍ର ପରିବହନ ମନ୍ତ୍ରାଳୟା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବୃୟାରୀ ୧୫ ମଧ୍ୟ ରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର…

ଲାଜେଇ ଆଖି, ଲାଜମିଶା ଲଭ ଲେଟର । ଚୋରା ଚାହାଣୀରୁ ଚକଲେଟ ଦିଆନିଆ । ପ୍ରେମର ପଣକିଆ ଡାକୁଥିବା ପ୍ରେମୀ ପାଇଁ ଶୀତ,…

କନକ ବ୍ୟୁରୋ: ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ, ପ୍ରେମ ଅମର । ପ୍ରେମ ପ୍ରେମିକର ଭାବନା... ପ୍ରେମିକାର ଆନମନା... ପ୍ରେମ ଆଖିରେ ହୁଏ, ଛାତିରେ ହୁଏ... ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ... କିଏ କୁହେ ପ୍ରେମ ଅଢେଇ ଅକ୍ଷର ତ ... ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ.. ଦୁଇ ପ୍ରେମ…

ପୋଲିସ କିଭଳି ଜନତାଙ୍କ ସେବା କରିଥାଏ ତାକୁ କାମରେ କରି ଦେଖାଇଛନ୍ତି ଜଣେ ହାବିଲଦାର । ନିଷ୍ଠାପର କର୍ତ୍ତବ୍ୟ କରି ୩…

କନକ ବ୍ୟୁରୋ : ହୃଦୟ ଜିଣିଲେ ହାବିଲଦାର । ଜଣେ ସୁରକ୍ଷାକର୍ମୀ କିଭଳି ଜନତାଙ୍କ ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ଶପଥ କରିଥାଏ । ଆଉ ସେହି ନିଷ୍ଠାପର କର୍ତ୍ତବ୍ୟ କରି ଦେଖାଇଛନ୍ତି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଏହି ହାବିଲଦାର । ଜଣେ ସାଧାରଣ ହାବିଲଦାର ନରେନ୍ଦ୍ରନାଥ ସୋରେନଙ୍କ ଯୋଗୁଁ…

ଆସାମରେ ରାହୁଲ ଗାନ୍ଧୀଙ୍କ ରାଲି । ସରକାରକୁ ଆସିଲେ ସିଏଏ ଲାଗୁ ନକରିବାକୁ ଦେଲେ ପ୍ରତିଶୃତି ।

କନକ ବ୍ୟୁରୋ: ଆସାମରେ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରବିବାର ଶିବସାଗରରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ରାହୁଲ ସିଏଏ ବିରୋଧରେ ଗର୍ଜିବା ସହିତ ମୋଦୀ ସରକାରକୁ ନିନ୍ଦା କରିଛନ୍ତି । ରାହୁଲ କହିଛନ୍ତି , ଆସାମରେ ଯଦି କଂଗ୍ରେସ ସରକାର ଆସିବ…

ଯେବେ ପୁଲୱାମାରେ ପାଶବିକତା ରଚିଥିଲା ସୈତାନ ପାକିସ୍ତାନ । ଭାରତ ମାତାର କୋଳ ହୋଇଥିଲା ଶୂନ୍ୟ । ୪୦ ଯବାନ ସହିଦ ହେବା…

କନକ ବ୍ୟୁରୋ: ବିତିଛି ଦିନ, ରହିଛି ଚିହ୍ନ । ଦୁଇ ବର୍ଷ ତଳେ ଦେଶ ଦେଖିଥିଲା ପାକିସ୍ତାନର ପୁଲୱାମା ପାପ । ସୈତାନ ପାକିସ୍ତାନର ଷଡଯନ୍ତ୍ର ସାମ୍ନାରେ ଦୋହଲିଯାଇଥିଲା ଦେଶ । ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଥିଲେ ବୀର ଯବାନ । ଭାରତ ମାତା କୋଳରୁ ତା ସାହସୀ ପୁଅଙ୍କୁ ଛଡାଇ ନେଇଥିଲା ପାପୀ…

ଚମୋଲି ଜଳ ପ୍ରଳୟ: ଗୋଟିଏ ଦିନରେ ୧୨ ଶବ ଉଦ୍ଧାର । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା । ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : କିଛିଦିନ ତଳେ ଉତ୍ତରାଖଣ୍ଡର ଚମୋଲି ଠାରେ ହୋଇଥିବା ହିମସ୍କଳନ ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଛୁଇଁଛି । ଆଜି ଗୋଟିଏ ଦିନରେ ଉଦ୍ଧାରକାରୀ ଦଳ ସୁଡଙ୍ଗ ଭିତରୁ ୧୨ ଜଣଙ୍କ ଶବ ଉଦ୍ଧାର କରିଛି । ଚମୋଲି ଜିଲ୍ଲାପାଳ ସ୍ୱାତୀ ଭଦୋରିଆ କହିଛନ୍ତି କି ସୁଡଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ…