Daily Archives

February 7, 2021

ଏବେ ବି କୁହେଳିକା ଭିତରେ ଝରାଫୁଲ ମୃତ୍ୟୁ ମାମଲା । ସ୍ଥିତିକୁ ଦେଖି, ରମାଦେବୀ ଛାତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା…

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା? ସ୍ଥିତିକୁ ଦେଖି ମୁଖ୍ୟ ଅଭିଯୁକ୍ତ ରାକେଶ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପୋଲିସ ଏକପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି । ଏପରିକି ଜଣେ ପେଶାଦାର ଅପରାଧୀ ଭଳି ତଥ୍ୟା, ପ୍ରମାଣ ନଷ୍ଟ…

ଆଦିବାସୀଙ୍କ ପାତ୍ର ଭାବେ ବ୍ୟବହାର ଲାଉତୁମ୍ବାର ନୂଆ ଅବତାର । କାରୁକାର୍ଯ୍ୟ ଭରା ତୁମ୍ବାର ବଢିଛି ଆଦର ।

କନକ ବ୍ୟୁରୋ: ଆଦିବାସୀଙ୍କ ପ୍ରିୟ ଲାଉତୁମ୍ବା ଏବେ ଦେଶ ତଥା ବିଦେଶରେ ନିଜ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉତୁମ୍ବାରେ ବିଭିନ୍ନ କାରୁକାଯ୍ୟଁ ଲୋକଙ୍କ ମନ ମୋହୁଥିବା ବେଳେ ଏହାକୁ ଦେଶବିଦେଶରେ ପହଁଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଭଳି ଉଦ୍ୟମ ଆରମ୍ଭ କରିଛି ରାୟଗଡ଼ାର ପ୍ରେରଣା…

ରହସ୍ୟ ବଢ଼ାଇଲା ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । କୁଳମଣୀ ବରାଳଙ୍କ…

କନକ ବ୍ୟୁରୋ : ଯାହାଙ୍କ ନାଁରେ ହତ୍ୟାଭଳି ସଙ୍ଗୀନ ମାମଲା ଥିଲା, ଯିଏ ଗିରଫଦାରୀ ଭୟରେ ମାସେରୁ ଅଧିକ ସମୟ ଧରି ଘୁରିବୁଲୁଥିଲା, ସେହି ବ୍ୟକ୍ତିର ଅଚନାକ୍ ମୃତ୍ୟୁ ହୋଇଯିବା ଯେତିକି ବଡ଼ ଦ୍ୱନ୍ଦ ସୃଷ୍ଟି କରିଛି, ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି, ଯାହାଙ୍କୁ ହତ୍ୟା କରାଯାଇଛି, ତାଙ୍କ ପୁଅକୁ…

ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ…

କନକ ବ୍ୟୁରୋ : ୨୦୧୩ ପରେ ଉତ୍ତରାଖଣ୍ଡରେ ପୁଣି ଆସିଛି ପ୍ରଳୟ । ସେତେବେଳେ ବାଦଳ ଫଟା ବର୍ଷା ଆଣିଥିଲା ଜଳପ୍ରଳୟ, ଏବେ ହିମସ୍ଖଳନ ଆଣିଛି ଭୟାନକ ଚିତ୍ର । ପ୍ରକୃତିର ତାଣ୍ଡବ ଦେବଭୂମି ଉତ୍ତରାଖଣ୍ଡରେ ଭୟାବହତା ସୃଷ୍ଟି କରିଛି । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସିଥିଲା ।…

ପୁରୀ ଶ୍ରୀ ମନ୍ଦିର ପାଇଁ କେନ୍ଦ୍ର ସରକାର ଆଣିଲେ ବାଇ-ଲ’ । ସବୁଆଡେ ହେଲା ବିରୋଧ । ଜାଣନ୍ତୁ, କଣ କହୁଛି ଏହି ବାଇ-ଲ?

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ କେମିତି ବାସଗୃହ ଓ ବ୍ୟବସାୟିକ ଅନୁଷ୍ଠାନ ଘେରି ରହିଛି । ଆଉ ଏଭଳି ସ୍ଥିତିରେ ନ୍ୟାସନାଲ ମନ୍ୟୁମେଂଟ ଅଥରିଟି ବା ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ନୂଆ ବାଇ-ଲ’ ପୁରୀ ପାଇଁ ଚଡକ ଭଳି ପଡିଛି । ବାଇ-ଲ ବା ଉପ ନିୟମ ଜାରି କରିବା ପରେ ସବୁଠାରୁ…

ସମ୍ବଲପୁରୀ ଗୀତ ଗାଇଲେ ଦୁଇ ଆସାମୀ ଭଉଣୀ । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦିଙ୍କ ଡାଲଖାଇ ଓ ରଙ୍ଗବତୀ ଗାଇ ଚର୍ଚ୍ଚାରେ…

କନକ ବ୍ୟୁରୋ: ଆସାମୀ ଝିଅ ଗାଉଛନ୍ତି ସମ୍ବଲପୁରୀ ଗୀତ । ଆଉ ଯାହାର ତାଲେ ତାଲେ ଝୁମୁଛନ୍ତି ଦର୍ଶକ । ସମ୍ବଲପୁରୀ ଶାଢୀ ସାଙ୍ଗକୁ ଡାଲଖାଇ ଓ ରଙ୍ଗବତୀ ଗୀତ ଗାଇ ଏବେ ଚର୍ଚ୍ଚାରେ ଦୁଇ ଭଉଣୀ ଅନ୍ତରା ଏବଂ ଅଙ୍କିତା । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦି । ଓଡିଆ ଲୋକଙ୍କ ପାଇଁ ଏ ନାଁ ବୋଧ ହୁଏ…