Daily Archives

February 5, 2021

କ୍ରିକେଟ୍ ପଡିଆରେ ବିରାଟ କୋହଲି ଦେଖାଇଲେ ବଡପଣ । ଆହତ ଜୋ ରୁଟଙ୍କ କଲେ ସାହାଯ୍ୟ । ଆଇସିସି କଲା ପ୍ରଂଶସା

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ବିରାଟ ଦେଖାଇଲେ ବଡପଣ । ଆଇସିସିଠାରୁ ସାରା କ୍ରିକେଟ୍ ଜଗତ କଲା ପ୍ରଂଶସା । ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି କିଛି କରି ଦେଖାଇଛନ୍ତି ଯାହାକୁ ଦେଖି ସାରା କ୍ରିକେଟ୍ ଜଗତ ତାଙ୍କୁ ପ୍ରଂଶସାରେ ପୋତି…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ପୋଲିସ ନଜରରେ ବାୟୋଟେକ୍ ପାର୍କ, ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ

କନକ ବ୍ୟୁରୋ: ଚନ୍ଦକାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ଘଟଣା କମିସନରେଟ ପୁଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛି । ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳର ଯାଂଚ କରି ରକ୍ତଭିଜା ଛୁରୀ ଓ ଗ୍ଲୋବସ ଜବତ କରିଛି ପୋଲିସ । ତେବେ ତଦନ୍ତ ବେଳେ ଘଟଣାସ୍ଥଳରେ ଥିବା ଡଗସ୍କ୍ବାର୍ଡ ରକ୍ତଭିଜା ଛୁରୀ…

ଭାରତରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ଆବେଦନକୁ କମ୍ପାନୀର ପ୍ରତ୍ୟାହାର । ଭାରତରେ ଫାଇଜର ଟିକାର…

କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋ ଆଣ୍ଡ ଟେକ୍ ଭାରତରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନକୁ ପ୍ରତ୍ୟାହାର କରିନେଇଛି । ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଭାରତରେ ଫାଇଜର ଟିକାର ବ୍ୟବହାର ନେଇ ପରିବେଶ ଅନୁକୂଳ…

ଆରବିଆଇର ନୂଆ କ୍ରେଡିଟ୍ ପଲିସି ଘୋଷଣା । ସୁଧ ହାର ଅପରିବର୍ତ୍ତିତ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ସୂଚନା ।

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ କ୍ରେଡିଡ ପଲିସି ଘୋଷଣା କରିଛି । ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ ୩ .୩୫ ପ୍ରତିଶତ ରହିଛି । ସେହିଭଳି ୨୦୨୧-୨୦୨୨ରେ ଜିଡିପି ୧୦.୫% ରହିବା ଅନୁମାନ କରାଯାଉଛି ।…

ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ପୋଷ୍ଟମୋର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା ଘଟଣା ଉଲ୍ଲେଖ କରାଯାଇଥିବା ସୂଚନା

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଆସାମୀ ରାକେଶ ସ୍ୱାଇଁ ଉପରେ ଏବେ ସବୁଠାରୁ ବଡ ପ୍ରଶ୍ନ । ଝରାଫୁଲକୁ ଭଲ ପାଇ ସବୁଠାରୁ ବଡ ବିଶ୍ୱାସଘାତ କରିଛି କି ଏହି ଧୋକାବାଜ ? ହୋଟେଲ ରୁମ ଭିତରେ ନିରୀହ ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଏଭଳି ଅନେକ…

ରେଳ ବଜେଟକୁ ନେଇ ରାଜନୀତି । ପ୍ରେସମିଟ କରି ବିଜେପିକୁ ବିତର୍କ ପାଇଁ ଆହ୍ୱାନ କଲା ବିଜେଡି ।

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ତେଜିଲା ରାଜନୀତି । ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଲା ବିଜେଡି । ଏଥର ରେଳ ବଜେଟରେ ଓଡ଼ିଶା କେତେ ପାଇଲା, ଏହାର ପୂରା ହିସାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରି ଆଜି କାଉଂଟର ପ୍ରେସମିଟ୍ କରିଛି…