Daily Archives

December 21, 2020

ଆଜି ବର୍ଷର ସବୁଠୁ ଛୋଟ ଦିନ । ଆଜିଠୁ ମହାକାଶରେ ହେବ ଅନେକ ପରିବର୍ତ୍ତନ

କନକ ବ୍ୟୁରୋ : ପ୍ରତିବର୍ଷ ଏହି ଦିନଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ତେବେ ଗତବର୍ଷ ଏହି ଦିନ ଡିସେମ୍ବର ୨୨ ତାରିଖରେ ପଡିଥିବା ବେଳେ ଚଳିତ ବର୍ଷ ଏହି ଦିନଟି ଆଜି ତଥା ଡିସେମ୍ବର ୨୧ତାରିଖରେ ପଡିଛି । ସେହିଭଳି ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ ।…

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନ ବାତିଲ କଲା ଭାରତ ।

କନକ ବ୍ୟୁରୋ: କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନକୁ ବାତିଲ କଲା ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି । ଏନେଇ ଭାରତ ସରକାର…

ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ ଜାରି: ବୋଥ୍ରା କହିଲେ, ଅଭିଯୁକ୍ତ ବିରୋଧରେ ମିଳିଛି ଯଥେଷ୍ଟ ପ୍ରମାଣ; ଯୌନ…

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ଆଜି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଯୈ÷ାନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ଅପରାଧ । ଅଭିଯୁକ୍ତ ବିରୋଧରେ ଯାହା ବି ତଥ୍ୟ ମିଳିବ ମିଡିଆ ସହ ସେୟାର କରାଯିବ ବୋଲି ସୂଚନା…

କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ : ବ୍ରିଟେନରୁ ସବୁ ବିମାନ ରଦ୍ଦ କଲା ବେଲଜିୟମ ଓ ନେଦରଲ୍ୟାଣ୍ଡ;…

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି କରୋନାର ଭୟ ଦେଖାଦେଇଛି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ବିମାନ ସେବା ଉପରେ ରୋକ ଲଗାଇଛନ୍ତି । ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି ।…

ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ: ପ୍ରମାଣ ପାଇଁ ପରୀ ମୃତଦେହ ମିିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ପ୍ରମାଣ ପାଇଁ ପରୀ ମୃତଦେହ ମିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ । ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି । ନୟାଗଡର…

ବରମୁଣ୍ଡା ବସଷ୍ଟାଣ୍ଡରେ ଉଚ୍ଛେଦ କାମ ଆରମ୍ଭ: ଜମି ଜବରଦଖଲ କରି ରହିଥିବା ଦୋକାନକୁ ବିଡିଏ ଓ ବିଏମସି ଉପସ୍ଥିତିରେ…

କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଜମି ଜବରଦଖଲ କରି ରହିଥିବା ଦୋକାନ ଓ ବଜାରକୁ ବିଡିଏ ଓ ବିଏମସି ଉପସ୍ଥିତିରେ ଉଚ୍ଚେଦ କରାଯାଉଛି । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୋକାନ କରି ଆସୁଥିବା ଦୋକାନୀ ମାନେ ଏହାକୁ ବିରୋଧ କରିଛନ୍ତି । ଜବରଦଖଲ…