କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଜମି ଜବରଦଖଲ କରି ରହିଥିବା ଦୋକାନ ଓ ବଜାରକୁ ବିଡିଏ ଓ ବିଏମସି ଉପସ୍ଥିତିରେ ଉଚ୍ଚେଦ କରାଯାଉଛି । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୋକାନ କରି ଆସୁଥିବା ଦୋକାନୀ ମାନେ ଏହାକୁ ବିରୋଧ କରିଛନ୍ତି । ଜବରଦଖଲ ଉଚ୍ଚେଦ ବେଳେ ଦୋକାନୀ ମାନେ ଆତ୍ମହୂତି ଦେବାକୁ ଚେତାବନୀ ଦେଇଛନ୍ତି ।
ବରମୁଣ୍ଡା ବସଷ୍ଟାଣ୍ଡରେ ଉଚ୍ଛେଦ କାମ ଆରମ୍ଭ: ଜମି ଜବରଦଖଲ କରି ରହିଥିବା ଦୋକାନକୁ ବିଡିଏ ଓ ବିଏମସି ଉପସ୍ଥିତିରେ କରାଯାଉଛି ଉଚ୍ଛେଦ
/kanak/media/post_attachments/wp-content/uploads/2020/12/18-23.jpg)