Daily Archives

September 28, 2020

ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଆଗାମୀ ତିନି ବର୍ଷରେ…

କନକ ବ୍ୟୁରୋ : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସେ କହିଛନ୍ତି ଯେ ସହରର ବିକାଶ ଠାରୁ ଆରମ୍ଭ କରି…

ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ସହ ବଢିବ ତାପମାତ୍ରା । ୩୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବା କରିବା ପାଇଁ ଆହୁରି ଦୁଇ ସପ୍ତାହରୁ ଅଧିକ ସମୟ ବାକି ରହିଛି । ଚଳିତବର୍ଷ ନିର୍ଦ୍ଧାରିତ ସମୟ ଠାରୁ ୨ରୁ ୩ ଦିନ ବିଳମ୍ବରେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ । ତେବେ, ରାଜ୍ୟରେ ଏବେ ମୌସୁମୀର ସ୍ଥିତି…

ତିର୍ତ୍ତୋଲ ଅଞ୍ଚଳରେ ୨ଟି ସେତୁର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ…

କନକ ବ୍ୟୁରୋ : ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ହାଇଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ…

ଆଜି ବିରାଟ ବାହିନୀକୁ ଟକ୍କର ଦେବେ ରୋହିତ । ଜାଣନ୍ତୁ, କେତେ ପ୍ରସ୍ତୁତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ…

କନକ ବ୍ୟୁରୋ : ଆଜି ଦେଖିବାକୁ ମିଳିବ ଆଇପିଏଲର ହାଇଭୋଲଟେଜ ମ୍ୟାଚ । ଆଜିର ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ଟକ୍କର ଦେବେ ରୋହିତ ଶର୍ମା । ଅର୍ଥାତ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଉଭୟ ଦଳଙ୍କ ପାଖରେ ମ୍ୟାଚ ଜିତିବାର ଦକ୍ଷତା ରହିଛି ।…

ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ପାଇଁ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

କନକ ବ୍ୟୁରୋ : ବିଧାନସଭା ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ବିଧାନସଭା ଅଧିବେସନ ପାଇଁ ପାସ୍ ମିଳିଥିବା ସାମ୍ବାଦିକ ଓ କ୍ୟାମେରା ମ୍ୟାନ ମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଛି । ଏଥିରେ ମୋଟ ୭୫୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୭…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା । ଖବର ପ୍ରକାଶ ପ୍ରତିବନ୍ଧକଙ୍କୁ କୋର୍ଟଙ୍କ ଆଗ୍ରାହ୍ୟ । ତଦନ୍ତ ରିପୋର୍ଟ…

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଖବର ପ୍ରକାଶ ପ୍ରତିବନ୍ଧକଙ୍କୁ କୋର୍ଟଙ୍କ ଆଗ୍ରାହ୍ୟ । ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଖବର ପ୍ରକାଶ ନକରିବାକୁ ନିର୍ଦ୍ଦିଷ୍ଟ…