Daily Archives

June 10, 2024

୧୨ ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳରେ କିଏ ପାଇବ ସ୍ଥାନ? କାହାକୁ ମିଳିବ ମନ୍ତ୍ରୀପଦ?

କନକ ବ୍ୟୁରୋ: ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ, ଏବେ ଚର୍ଚ୍ଚା କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ । ନୂଆ ମନ୍ତ୍ରିମଣ୍ଡଳରେ କିଏ? କାହାକୁ ମିଳିବ ମନ୍ତ୍ରୀପଦ? ଓଡିଶାରେ ପ୍ରଥମ ଥର…

ବିଜେଡି ପରାଜୟର ପୋଷ୍ଟମର୍ଟମ । ବୀଭିଷଣକୁ ଖୋଜୁଛି ବିଜେଡି । କିଏ କରିଥିଲା ଅନ୍ତର୍ଘାତି କାମ ?

କନକ ବ୍ୟୁରୋ: ବିଜେଡି ପରାଜୟକୁ ନେଇ ପ୍ରତ୍ୟେକ ଦିନ ନବୀନ ନିବାସରେ ଚାଲିଛି ମାନସମନ୍ଥନ । ନିର୍ବାଚନ ଫଳାଫଳ ଆସିବା ପରଠାରୁ, ୭ ଦିନ ହେଲା କାରଣ ଖୋଜୁଛନ୍ତି ବିଜେଡି ସୁପ୍ରିମୋ । ଏଥିପାଇଁ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ ହୋଇସାରିଛି । ଏହି…

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ସମୟ ଗଡୁଛି, ସସ୍ପେନ୍ସ ବଢୁଛି

କନକ ବ୍ୟୁରୋ: ନିର୍ବାଚନ ଫଳାଫଳକୁ ୬ ଦିନ ହୋଇଗଲାଣି । କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା, ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି । ବିଜେପିର ଶୀର୍ଷ ନେତୃତ୍ୱ ହାତରେ ସବୁକିଛି ରହିଛି । ହେଲେ ଏପର୍ଯ୍ୟନ୍ତ କେଉଁ ନେତାଙ୍କୁ ମିଳିନି ସବୁଜ ସଙ୍କେତ । ଫଳରେ ଭିନ୍ନ ଭିନ୍ନ ନାଁକୁ…

ମୋଦୀ କ୍ୟାବିନେଟର ବିଭାଗ ବଣ୍ଟନ । ଜାଣନ୍ତୁ କାହାକୁ ମିଳିଲା ରାଜ୍ୟାପାହ୍ୟା ମନ୍ତ୍ରୀପଦ

କନକ ବ୍ୟୁରୋ : ରାଜ୍ୟପାହ୍ୟା ମନ୍ତ୍ରୀ ଜିତିନ ପ୍ରସାଦ- ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯ୍ୟୁକ୍ତି ଶ୍ରୀପଦ ୟେସୁ ନାଇକ୍- ଶକ୍ତି, ନୂଆ ଓ ରିନୁୃ୍ୟଏବୁଲ ଶକ୍ତି ପଙ୍କଜ ଚୌଧୁରୀ - ଅର୍ଥ କିଷାନ ପାଲ- ଯୋଗାଯୋଗ ଋାମଦାଶ ଅଠାୱଲେ- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ…

ମୋଦୀ କ୍ୟାବିନେଟରେ ବିଭାଗ ବଣ୍ଟନ । ଜାଣନ୍ତୁ କେଉଁମାନଙ୍କ ମିଳିଲା କେଉଁ ବିଭାଗ

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଆଜି ବିଭାଗ ବଣ୍ଟନ ହୋଇଛି । କ୍ୟାବିନେଟ ମନ୍ତ୍ରୀ ବ୍ୟତୀତ ରାଜ୍ୟ (ସ୍ୱତନ୍ତ୍ର ପ୍ରଭାର) ସହ ରାଜ୍ୟ ପାହ୍ୟା ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ ଦେଖିବା କାହାକୁ କେଉଁ ବିଭାଗ ରାଜ୍ୟ (ସ୍ୱତନ୍ତ୍ର ପ୍ରଭାର) ରାଓ ଇନ୍ଦ୍ରଜିତ୍…

ମୋଦୀ ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ । ଜାଣନ୍ତୁ, କାହାକୁ ମିଳିଲା କେଉଁ ବିଭାଗ? ଦେଖନ୍ତୁ , ପୂରା ଲିଷ୍ଟ…

କନକ ବ୍ୟୁରୋ: ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ । ଆଜି କ୍ୟାବିନେଟ୍ ବୈଠକ ପରେ ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହେଇଛି । ନଜର ପକାନ୍ତୁ, କାହାକୁ ମିଳିଛି କେଉଁ ବିଭାଗର ମନ୍ତ୍ରୀ ପଦ.. କାହାକୁ ମିଳିଛି କେଉଁ ବିଭାଗର ମନ୍ତ୍ରୀ ପଦ?  ରାଜନାଥ ସିଂହ -…