Daily Archives

August 31, 2020

ଭୁବନେଶ୍ୱରରେ ହେବ ନିରାଡମ୍ବର ଦୁର୍ଗା ପୂଜା । ବିନା ତୋରଣ ଓ ସାଜସଜାରେ କେବଳ ମଣ୍ଡପରେ ପୂଜା ପାଇବେ ମାଆ । ସାମିଲ…

କନକ ବ୍ୟୁରୋ: ଭୁବନେଶ୍ୱରରେ ହେବ ନିରାଡମ୍ବର ପୂର୍ଣ୍ଣ ଦୁର୍ଗା ପୂଜା । ମହାମାରୀ କରୋନା ଯୋଗୁଁ ଏଥର କଟକଣା ଯୁକ୍ତି ପୂଜା ପାଇଁ ନିଷ୍ପତି ହୋଇଛି । ବିନା ତୋରଣ ଓ ବିନା ସାଜସଜାରେ କେବଳ ମଣ୍ଡପରେ ମାଆ ଦୁର୍ଗତୀନାସିନ ଦୁର୍ଗାଙ୍କ ପୂଜା କରାଯିବ । ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ…

ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ? ଆପଣଙ୍କ ଆଧାରକୁ କେହି ଅପବ୍ୟବହାର କରୁଛନ୍ତି କି !! ତେବେ ଚିନ୍ତା କରନ୍ତୁ…

କନକ ବ୍ୟୁରୋ : ଆଧାର କାର୍ଡ । ବର୍ତମାନ ସମୟରେ ଦେଶରେ ଏହାକୁ ମୁଖ୍ୟ ପ୍ରମାଣ ପତ୍ର ଭାବରେ ଗ୍ରହଣ କରାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପ୍ରତ୍ୟେକ ସମୟରେ ଏହା ଆମ ସମସ୍ତଙ୍କର ଆବଶ୍ୟକତା ରହିଛି । ଆଧାର ଆପଣଙ୍କ ପରିଚୟ । କାର୍ଡରେ ଥିବା ୧୨ ଅଙ୍କ ବିଶିଷ୍ଟ ବ୍ୟକ୍ତିଗତ ପରିଚୟର…

ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରୁଛି…

କନକ ବ୍ୟୁରୋ : ଆପଣଙ୍କ ମୋବାଇଲର ଲୋକେସନ ବନ୍ଦ ରହିଲେ ବି ଗୁଗୁଲ ଆପଣଙ୍କ ଉପରେ ରଖିଛି ନଜର । ଅଧିକାଂଶ ସମୟରେ ଆପଣମାନେ ନିଜ ମୋବାଇଲର ଲୋକେସନ ବନ୍ଦ ରଖନ୍ତି କିନ୍ତୁ ସେହି ସମୟରେ ବି ଗୁଗୁଲ ଆପଣଙ୍କ ଉପରେ ପୂରା ନଜର ରଖିଛି । ତେବେ ଏମିତି ଖବର ଗୁଗୁଲର ଇଂଜିନିୟର ମାନେ ଦେଇଛନ୍ତି ।…

କରୋନା ବେଳେ ୟୁରିଆ ସାର ପାଇଁ ଲମ୍ବା ଲାଇନ : ଭଂଜନଗରେ ଧାଡି ଧାଡିରେ ଛିଡା ହୋଇଛନ୍ତି ଶହ ଶହ ଚାଷୀ; ୨୨୫ ପ୍ୟାକେଟ…

କନକ ବ୍ୟୁରୋ : ସାର ପାଇଁ ଲାଗିଛି ଲଂବା ଲାଇନ୍ । ଧାଡିରେ ଠିଆ ହୋଇଛନ୍ତି ଶହ ଶହ ଚାଷୀ । ଏ ଚିତ୍ର ଆସିଛି ଭଂଜନଗରର ଅଗଝୋଳ ଗାଁରୁ । ବ୍ରହ୍ମପୁର-ଭଂଜନଗର ଜାତୀୟ ରାଜପଥର ଅଗଝୋଳ ଗାଁ ନିକଟରେ ରାସ୍ତା ଉପରେ ଠିଆ ହୋଇଛନ୍ତି ଶହ ଶହ ଚାଷୀ । ସମସ୍ତେ ଅପେକ୍ଷା କରିଛନ୍ତି ନେବେ ୟୁରିଆ ସାର ।…

ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କାର ଜରିମାନା : ଅନାଦେୟ ରହିଲେ ଭୋଗିବାକୁ ପଡିବ ୩ ମାସ ଜେଲ; ଅବମାନନା ମାମଲାରେ…

କନକ ବ୍ୟୁରୋ : ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ହୋଇଛି ଦଣ୍ଡାଦେଶ । ପ୍ରଶାନ୍ତ ଭୂଷଣଙ୍କୁ ହୋଇଛି ଗୋଟିଏ ଟଙ୍କାର ଜରିମାନା । ଏହାକୁ ପୈଠ ନକଲେ ଭୋଗିବାକୁ ପଡିବ ୩ ମାସର ଜେଲ୍ । ୩ ବର୍ଷ ଯାଏଁ ସୁପ୍ରିମକୋର୍ଟରେ ଆଇନ…

ବାଲିପାଟଣାରେ ବନ୍ୟା । ୫ ପଂଚାୟତ ପ୍ରଭାବିତ, କୃଷ୍ଣପୁର ପୋଲ ଉପରେ ଚାଲିଛି ପାଣି

କନକ ବ୍ୟୁରୋ : ଭାର୍ଗବୀନଦୀରୁ ଅଚ୍ୟୁତପୁର କାଜ ଓ କୁଶଭଦ୍ରା ନଦୀରୁ ପାଣି ଆସିବା ପରେ ବାଲିପାଟଣା ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବାଲିପାଟଣା ବ୍ଲକର ୫ ପଂଚାୟତ ପ୍ରଭାବିତ ହୋଇଛି । ବନ୍ୟାପାଣି ମାଡିଯିବାରୁ ଅନେକ ଅଂଚଳ ଜଳମଗ୍ନ ହୋଇଛି । ବନ୍ୟା ଅଂଚଳରେ ପିଇବା ପାଣି…