Daily Archives

July 27, 2020

ଚୀନ ଉପରେ ଭାରତର ଦ୍ୱିତୀୟ ଡିଜିଟାଲ ଷ୍ଟ୍ରାଇକ୍! ଟିକଟକ, ୟୁସି ବ୍ରାଉଜର ପରେ ପୁଣି ୪୭ ଆପ ବ୍ୟାନ କଲେ ମୋଦି ସରକାର ।…

କନକ ବ୍ୟୁରୋ: ହିମାଳୟ ସୀମାରେ ଉତେଜନା ଭିତରେ ଚୀନ ଉପରେ ଭାରତ କରିଛି ଦ୍ୱିତୀୟ ଡିଜିଟାଲ ଷ୍ଟ୍ରାଇକ । ଚୀନର ୪୭ଟି ମୋବାଇଲ ଆପକୁ ବ୍ୟାନ ଘୋଷଣା କରିଛି ଭାରତ । ଗତ ମାସରେ ଭାରତ ସରକାର ୫୯ଟି ଚୀନ ଆପକୁ ବ୍ୟାନ କରିଥିଲେ । ଯେଉଁଥିରେ ରହିଥିଲା ଟିକଟକ, ସେୟାର ଇଟ୍ ଓ ୟୁସି ବ୍ରାଉଜର ଭଳି…

ଏଲଏସିରେ ଚୀନର ନୂଆ ଷଡଯନ୍ତ୍ର । ସାକ୍ସଗାମ ଭ୍ୟାଲିରେ ୩୬ କିମି ରାସ୍ତା ତିଆରି କରିଛି ଡ୍ରାଗନ ସେନା, ଭାରତର ସାମରିକ…

କନକ ବ୍ୟୁରୋ: ଗଲୱାନ ଘାଟି ସଂଘର୍ଷ ଓ ଏହାକୁ ନେଇ ଜାରି ଉତେଜନା ଭିତରେ ସୀମାରୁ ଆସିଛି ବଡ ଖବର । ଏଲଓସିରେ ଉତେଜନାକୁ କମାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଚୀନ ସକ୍ସଗାମ ଭ୍ୟାଲିରେ ନିର୍ମାଣ କରିଛି ୩୬ କିଲୋମିଟର ଲମ୍ବର ରାସ୍ତା । ଭାରତର ସାମରିକ ବିଶେଷଜ୍ଞ ଆକଳନ କରିଛନ୍ତି, ୧- ପିପୁଲସ…

୧୫ ଦିନ ପରେ ଆସିବ କି ଭଲ ଖବର? ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଲେ, ୧୫ ଦିନପରେ ଦିଲ୍ଲୀ ଭଳି ଓଡିଶାରେ କମିପାରେ…

କନକ ବ୍ୟୁରୋ: ରାଜ୍ୟରେ ଲଗାତର ଉପରମୁହାଁ ହେଉଥିବା କରୋନାର ଏହି ଗ୍ରାଫ ଆହୁରି ୧୫ ଦିନ ଲାଗି ରହିବ । ଭୂତାଣୁ ସଂକ୍ରମଣ ପିକ୍ରେ ରହିବ । ଅର୍ଥାତ୍, ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢିବ । ଜୁନ୍ ମାସରେ ରାଜ୍ୟରେ କରୋନା ଶୀର୍ଷରେ ପହଁଚିବ ବୋଲି ପ୍ରଥମେ ଆକଳନ କରାଯାଇଥିଲା । ହେଲେ ଜୁଲାଇ ମାସରେ…

ଆମେ ଅନ୍ଧାରରେ ରହିବୁ ପଛେ ହେଲେ ଚଢେଇ ଛୁଆକୁ ଦୁନିଆର ଆଲୋକ ଦେଖାଇବୁ… ମହାମାରୀ ବେଳେ ମଣିଷ ଦେଖାଇଲା ମାନବିକତା…

କନକ ବ୍ୟୁରୋ: ପକ୍ଷୀ ପାଇଁ ପୂରା ଗାଁ ଅନ୍ଧାର । ୩୫ ଦିନ ଆଲୁଅ ଦେଖିଲାନି ମଣିଷ । ପିଲାଦିନେ ପକ୍ଷୀକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । କାଉ ବସାରେ କୋଇଲି ଛୁଆ ଦେବା କଥା ହେଉ କିମ୍ବା ଦୂର ତାଳ ବଣେ ବାଇଆ ବସା ମଣିଷକୁ ବଞ୍ଚିବାର କଳା ଶିଖାଇବା ହେଉ... ଚଢେଇକୁ ନେଇ ଏମିତି କେତେ କଣ…

ଚୀନ ଓ ଭାରତ ଉତ୍ତେଜନା ଭିତରେ ଫ୍ରାନ୍ସରୁ ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ରାଫେଲ,…

କନକ ବ୍ୟୁରୋ: ଲାଦାଖ ସୀମାରେ ଚୀନ ସହ ଭାରତ ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି ରାଫେଲ । ରାଫେଲ ହେଉଛି ସେହି ଲଢୁଆ ବିମାନ ଯାହା ଆକାଶରେ ଭାରତର ଶକ୍ତିକୁ ବହୁଗୁଣିତ କରିଦେବ । ଫ୍ରାନ୍ସର ମାରିଗ୍ନାକ୍ ଏୟାରବେସ୍ରୁ ୫ଟି ରାଫେଲ ହରିୟାଣାର…

ଭାରତରେ ଦ୍ରୁତଗତିରେ ମାଡିଚାଲିଛି କରୋନା । ବ୍ଲୁମବର୍ଗ କରୋନା ଭାଇରସ୍ ଟ୍ରାକର କହିଲା, ବିଶ୍ୱରେ ସବୁଠାରୁ ଦ୍ରୁତ…

କନକ ବ୍ୟୁରୋ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୭ଦିନର ତଥ୍ୟ କହୁଛି, ପ୍ରତିଦିନ ପ୍ରାୟ ୫୦ହଜାର ଲୋକ କରୋନାରେ ସଂକ୍ରମିତ  ହେଉଛନ୍ତି । ବ୍ଲୁମବର୍ଗ କରୋନା ଭାଇରସ ଟ୍ରାକର ତଥ୍ୟ ଅନୁସାରେ ଗତ ସପ୍ତାହରେ ପାଖାପାଖି ୨୦ ପ୍ରତିଶତ ହାରରେ ସଂକ୍ରମଣ ବଢୁଛି । ଯାହା ଏବେ ୧୪ଲକ୍ଷ ପାର…