Daily Archives

July 11, 2020

ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ । ମଦ୍ୟପାନ କରି ସାମାନ୍ୟ ବଚସାକୁ ହତ୍ୟାକାଣ୍ଡ । ଅଭିଯୁକ୍ତ ଥାନାରେ ଅଟକ

କନକ ବ୍ୟୁରୋ : ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଉପରଗଡି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ୍ୟପାନ କରି ସାମାନ୍ୟ ବଚସାକୁ ନେଇ ହୋଇଛି ହତ୍ୟାକାଣ୍ଡ । ନିଜ ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି…

ଭୁବନେଶ୍ଵରରେ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୨୬ ଓ ସ୍ଥାନୀୟ ଅଞ୍ଚଳରୁ ୧୨; ରାଜଧାନୀରେ ମୋଟ୍…

କନକ ବ୍ୟୁରୋ: ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛି । ୨୬ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ପହଂଚିଛି । ସେହିପରି ୬ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ୬ଜଣ ସୁସ୍ଥକୁ ମିଶେଇ…

ଚୀନକୁ ଆଉ ଏକ ଝଟକା… ମାତ୍ର ଏକ ମିନିଟରେ ଫାଟିଲା ମହାକାଶକୁ ପଠାଯାଉଥିଲା ରକେଟ୍ । ନଷ୍ଟ ହେଲା ୨ ସାଟେଲାଇଟ୍

କନକ ବ୍ୟୁରୋ: ଚୀନକୁ ଗୋଟିଏ ପରେ ଗୋଟିଏ ବଡ ଝଟକା ଲାଗୁଛି । ସୀମାରେ ଭାରତ ସହ ତିକ୍ତତା ପରେ ୫୯ଟି ଆପ ଉପରେ ଲାଗିଲା ପ୍ରତିବନ୍ଧକ । ଟିକଟକ୍ ବି ଏବେ ଚୀନ ଠାରୁ ଅଲଗା ହେବାକୁ ଚାହୁଁଛି । ଏହାରି ମଧ୍ୟରେ ଚୀନକୁ ଆଉ ଏକ ବଡ ଝଟକା ଲାଗିଛି । ମହାକାଶକୁ ପଠାଯାଉଥିବା ଏକ ରକେଟ୍ ସ୍ଥଳଭାଗ…

ପ୍ରେମିକର ପ୍ରେମ ଆଗରେ ହାରିଗଲା ମା’ର ମମତା : ୩ ବର୍ଷର କୁନିଝିଅକୁ ଘରେ ଭୋକ ଉପାସରେ ଛାଡ଼ି ୮ ଦିନ ପାଇଁ ପ୍ରେମିକ ସହ…

ମମତାର ପରିଭାଷା ଏବଂ ସ୍ନେହର ସାଗରକୁ ବୁଝାଉଥିବା ଏକମାତ୍ର ଶବ୍ଦ ହେଉଛି ମା’ । ଛୁଆଟିକେ ଛିଙ୍କିଦେଲେ ସବୁ କାମ ଛାଡ଼ି ପିଲାପାଖକୁ ଦୌଡିଆସୁଥିବା ମଣିଷ ହେଉଛି ମା’ । ହେଲେ ମା’ କ’ଣ ଏତେ ନିର୍ଦ୍ଦୟ ହୋଇପାରେ ! ପ୍ରେମିକର ପ୍ରେମ ଆଗରେ କ’ଣ ଅନ୍ଧ ହୋଇଯାଏ ତା ମା’ମନ । ଆଜ୍ଞା ହଁ ଏଭଳି ଏକ…

ସୁନା ମାସ୍କ ପରେ ଆସିଲା ହୀରା ମାସ୍କ: ସୁରଟରେ ଜଣେ ଅଳଙ୍କାର ବ୍ୟବସାୟୀ ତିଆରି କଲେ ହୀରା ଖଚିତ ମାସ୍କ; ଗୋଟିକର ଦାମ୍…

କନକ ବ୍ୟୁରୋ: ଗୋଟିଏ ମାସ୍କ କିଣିବା ପାଇଁ ଆପଣ କେତେ ଟଙ୍କା ଖର୍ଚ କରିପାରିବେ । ମାସ୍କ କିଣିବା ପାଇଁ ଆପଣଙ୍କ ବଜେଟ୍ କେତେ ରହିଛି । ଆମେ ଏକଥା ଏଥିପାଇଁ କହୁଛୁ କାରଣ ଏହା ମଧ୍ୟରେ ବଜାରକୁ ଆସିଛି ହୀରା ଖଚିତ ମାସ୍କ । ଯାହାର ଦାମ ରହିଛି ପ୍ରାୟ ଏକ ଲକ୍ଷ ୪୦ ହଜାରରୁ ୨ ଲକ୍ଷ ଟଙ୍କା ।…

ଡାକ୍ତରଙ୍କ ନମୂନା ପଜିଟିଭ୍ ପରେ ବନ୍ଦ ହେଲା ସୁନ୍ଦରଗଡ ବଣେଇ ଉପଖଣ୍ଡ ଚିକିତ୍ସାଳୟ ଓପିଡି: ବିଶୋଧନ ହେଉଛି ମେଡିକାଲ,…

କନକ ବ୍ୟୁରୋ: ବନ୍ଦ ହେଲା ସୁନ୍ଦରଗଡ ବଣେଇ ଉପଖଣ୍ଡ ଚିକିତ୍ସାଳୟର ଓପିଡି । ଚିକିତ୍ସାଳୟର ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଓପିଡି ସେବାକୁ ବନ୍ଦ କରାଯାଇଛି । ମେଡିକାଲର ସାନିଟାଇଜ କରାଯିବା ପରେ ଓପିଡି ଓ ଜରୁରୀକାଳୀନ ସେବା ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ…