Daily Archives

January 16, 2020

ଟିକଟକ ନେଲା ଜୀବନ ! ତାରା ତାରିଣୀରୁ ଫେରିବା ବେଳେ ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର । ଭାଇରାଲ ହେଲା ମୃତ୍ୟୁ…

କନକ ବ୍ୟୁରୋ: ଦୁର୍ଘଟଣାରେ ଭିଣୋଇଙ୍କ ଜୀବନ ଚାଲିଗଲା, ଶଳାର ଜୀବନ ଅଳ୍ପକେ ବର୍ତ୍ତିଗଲା । ତାରା ତାରିଣୀ ଦର୍ଶନ ସାରି ଗୋଟିଏ ବାଇକରେ ଫେରିବା ବେଳେ ରାସ୍ତାରେ ହୋଇଥିଲା ଦୁର୍ଘଟଣା । ଯେଉଁଥିରେ ବାଇକ ଚଳାଉଥିବା ଭିଣୋଇର ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଶଳା ଗୁରୁତର ହୋଇଛନ୍ତି ।…

ବାକି ନଦେଲେ ବିଦ୍ୟୁତ୍ ସଂଯୋଗ କାଟୁଛି ସେସୁ । ବର୍ତ୍ତମାନ ସୁଦ୍ଧା କଟିଲାଣି ୧୦୦୫ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ,…

କନକ ବ୍ୟୁରୋ : ବକେୟା ବିଦ୍ୟୁତ ଉପଭୋକ୍ତାଙ୍କ ବିଜୁଳି କାଟିଛି ସେସୁ । ଆଜି ବିଭିନ୍ନ ଜିଲ୍ଳାରେ ବିଜୁଳି କାଟ କରାଯାଇଛି । ବର୍ତମାନ ସୁଦ୍ଧା ୧୦୦୫ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ବକେୟା ବିଲ ଅର୍ଥ ବାବଦରେ ଆଜି ୪ କୋଟି ଆଦାୟ ହୋଇଛି । ବିଳମ୍ବିତ ସନ୍ଧ୍ୟା ଯାଏ ବିଜୁଳି ବକେୟା…

ବକେୟା ବିଦ୍ୟୁତ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ । ପ୍ରଥମ ଦିନରେ କଟାଗଲା ୮ଶହ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ।…

କନକ ବ୍ୟୁରୋ: ବକେୟା ବିଦ୍ୟୁତ ଉପଭୋକ୍ତାଙ୍କ ବିଜୁଳି କାଟିଛି ସେସୁ । ଆଜି ବିଭିନ୍ନ ଜିଲ୍ଳାରେ ବିଜୁଳି କାଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୮୦୦ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ବକେୟା ବିଲ ଅର୍ଥ ବାବଦରେ ଆଜି ୩ କୋଟି ଆଦାୟ ହୋଇଛି । ବିଳମ୍ବିତ ସନ୍ଧ୍ୟା ଯାଏ ବିଜୁଳି ବକେୟା…

କନକ ନ୍ୟୁଜ ମହାପ୍ରଭାବ । ଅସୁସ୍ଥ ପବିତ୍ରଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ, ସହାୟତାର…

କନକ ବ୍ୟୁରୋ : ମାର୍ଶାଘାଇର ଅସୁସ୍ଥ ପବିତ୍ରଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଘରୁ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ ପଠାଇଛନ୍ତି ଉପଜିଲ୍ଲାପାଳ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲ ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଲୋକଙ୍କ ସମସ୍ୟା…

ମଣ୍ଡିରେ ରାତ୍ରୀ ଜଗୁଆଳୀ ଚାଷୀ । ବିକ୍ରୀ ଅପେକ୍ଷାରେ ଧାନ ବସ୍ତାକୁ ଜଗି ରହିଛନ୍ତି ଅନ୍ନଦାତା

କନକ ବ୍ୟୁରୋ: ହୀନସ୍ତା ହେଉଛି ଚାଷୀ । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି ତ ଅନ୍ୟ କେତେବେଳେ ଧାନ ବିକିବା ପାଇଁ ନୟାନ୍ତ ହେଉଛି । ରକ୍ତକୁ ପାଣି କରି ସୁନାର ଧାନ ଅମଳ କରିବା ପରେ ବି ଦୁଃଖ ସରୁନାହିଁ । ବିକିବା ପାଇଁ ମଣ୍ଡିରେ ଶୀତ କାକରରେ ଜଗି ରହୁଛି ଚାଷୀ । କ୍ଷେତରେ ଖଟିବ,…

ବିସିସିଆଇ ଗ୍ରେଡେସନରୁ ଧୋନୀ ବାଦ୍ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ଖେଳାଳି ଚୁକ୍ତି ତାଲିକାରୁ ବାଦ ପଡିଲେ…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗୁରୁବାର ଦିନ ଆଗାମୀ କ୍ରିକେଟ ଋତୁ ଲାଗି ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଖେଳାଳି ସୂଚୀରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସାମିଲ…