Daily Archives

January 16, 2020

ଓଲଟିଲା ତେଲ ବୋଝେଇ ମିନି ଟ୍ରକ । ତେଲ ପ୍ୟାକେଟ ବୋହିନେଲେ ଲୋକ । ଦେବଗଡରୁ କୁଚିଣ୍ଡା ଆସୁଥିବା ବେଳେ ଡିଭାଇଡରକୁ ପିଟି…

କନକ ବ୍ୟୁରୋ: ଓଲଟିଲା ତେଲ ବୋଝେଇ ଟ୍ରକ । ଦେବଗଡରୁ କୁଚିଣ୍ଡା ଅଭିମୁଖେ ଆସୁଥିବା ଏକ ତେଲ ବୋଝେଇ ମିନିଟ୍ରକ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇ ସିରିଡଠାରେ ଓଲଟିପଡିଥିଲା । ଫଳରେ ଗାଡିରେ ଥିବା  ରିଫାଇନ ତେଲ ପ୍ୟାକେଟକୁ ଲୋକେ ବୋହିନେଇଥିଲେ । ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଅଧାରୁ…

ନୂଆବର୍ଷରେ ନୂଆ ମଙ୍ଗୁଆଳ ପାଇଲା ରାଜ୍ୟ ବିଜେପି । ସହମତିରେ ସଭାପତି ହେଲେ ସମୀର ମହାନ୍ତି । ୨୦୧୬ରୁ ତୁଲାଇ ଆସୁଥିଲେ…

କନକ ବ୍ୟୁରୋ: ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ସହମତି ଭିତ୍ତିରେ ସମୀର ହେଲେ ରାଜ୍ୟ ବିଜେପିର ମୁଖିଆ । ୨୦୧୬ରୁ ରାଜ୍ୟ ବିଜେପିର ଉପ ସଭାପତି ପଦରେ ଥାଇ ବିଭିନ୍ନ ଦାୟିତ୍ୱ ତୁଲାଇ ଆସୁଥିଲେ ସମୀର । ୧୯୭୭ରେ ଏବିଭିପିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର ୧୯୮୪ର…

ସକାଳୁ ଏପର୍ଯ୍ୟନ୍ତ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ପୈଠ କଲେଣି ଉପଭୋକ୍ତା, ସହଯୋଗ ପାଇଁ ଉପଭୋକ୍ତାଙ୍କୁ ସେସୁର…

କନକ ବ୍ୟୁରୋ: ସଚେତନ ହେଲେ ଉପଭୋକ୍ତା । ଭରୁଛନ୍ତି ବକେୟା ବିଦ୍ୟୁତ ବିଲ୍ । ସକାଳୁ ଏପର୍ଯ୍ୟନ୍ତ ବକେୟା ବିଲ୍ ବାବଦକୁ ସେସୁ ଆଦାୟ କଲାଣି ୩ କୋଟି ଟଙ୍କା । ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ସୁଦ୍ଧା ୮ଶହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସେସୁ କହିଛି । ସେେଟେ ବକେୟା ବିଦ୍ୟୁତ୍…

ଓଡିଶା ଆସିବ ବିଜୁବାବୁଙ୍କ ‘ଡାକୋଟା’ ବିମାନ । ବେସାମରିକ ବିମାନ ମନ୍ତ୍ରାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର । ଏନେଇ…

କନକ ବ୍ୟୁରୋ:  ଓଡିଶା ଆସିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଲୋକସେବା ଭବନରେ ବିମାନ ଚଳାଚଳ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ  ବେସାମରିକ ଚଳାଚଳ ବିଭାଗକୁ ଚିଠି ଲେଖାଯିବ । ୧୯୪୭ ମସିହାରେ ଏହି ବିମାନରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ…

ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ ! ପାରିଶ୍ରମିକ ସଂଶୋଧନ ଦାବି ନେଇ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ୍ ।

କନକ ବ୍ୟୁରୋ: ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ଜାନୁଆରି ୩୧ ଓ ଫେବ୍ରୁଆରୀ ୧ ତାରିଖ ଦୁଇ ଦିନ ଧରି ଦେଶବ୍ୟାପୀ ଧର୍ମଘଟ ହେବ । ଏନେଇ ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ’ ନିଷ୍ପତ୍ତି ନେଇଛି। ‘ଇଣ୍ଡିଆନ୍ ବ୍ୟାଙ୍କସ ଆସୋସିଏସନ୍’ ସହ ପାରିଶ୍ରମିକ ସଂଶୋଧନ ଆଲୋଚନା ବିଫଳ…

ଚଣ୍ଡିଖୋଲର ଚର୍ଚ୍ଚିତ ଚଣ୍ଡିମନ୍ଦିର…ବାରୁଣାବନ୍ତ ପାହାଡ ଖୋଲରେ ବିରାଜମାନ ଚଣ୍ଡିମାତା…ଦୀର୍ଘ ୮୫ବର୍ଷ…

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଚଣ୍ଡିଖୋଲର ଅନ୍ୟତମ ଶକ୍ତିପୀଠ ଚଣ୍ଡିମନ୍ଦିର । ପର୍ଯ୍ୟଟକମାନଙ୍କ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ପ୍ରାକୃତିକ ପରିବେଶ ସାଙ୍ଗକୁ ଘଂଚ ଜଙ୍ଗଲରେ ଶୋଭା ପାଉଛି ମା’ ଚଣ୍ଡିଙ୍କ ପୀଠ । ମା’ ଚଣ୍ଡିଙ୍କ ନାମରେ ନାମିତ ଚଣ୍ଡିଖୋଲ ଛକର ହୋଇଛି ନାମକରଣ । ଏ…