Daily Archives

January 8, 2020

ଆଇଏଏସ୍ ଅଧିକାରୀ ବିଜୟ କେତନଙ୍କ ବ୍ୟାଙ୍କ ଆକାଉଂଟକୁ କେଉଁଠୁ ଆସିଲା ଏତେ ଟଙ୍କା । ୭୦ ଲକ୍ଷ ଟଙ୍କାର ନଗଦ କାରବାର…

କନକ ବ୍ୟୁରୋ : ଆଇଏଏସ ଅଧିକାରୀଙ୍କ ପାଖରେ କେଉଁଠୁ ଆସିଲା ନଗଦ ଟଙ୍କା । ଭିଜିଲାନ୍ସ ଜାଲରେ ଫଶିଥିବା ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବ୍ୟାଙ୍କ ଆକାଉଂଟକୁ ଗତ ୮ବର୍ଷରେ ଜମା ହୋଇଛି ୭୦ ଲକ୍ଷ ଟଙ୍କା । ୩ଟି ବ୍ୟାଙ୍କ ଆକାଉଂଟରେ ଜମା ହୋଇଥିବା ଏହି ଅର୍ଥରାଶି ତାଙ୍କୁ ସନ୍ଦେହ ଘେରକୁ…

ବନ୍ଦ ପାଳନ ବେଳେ ଦେଖିବାକୁ ମିଳିଲା ଜେଏନୟୁ ଷ୍ଟାଇଲ । ଛିନ୍ କେ ଲେଙ୍ଗେ ଆଜାଦି ନାରାରେ କମ୍ପିଲା ରାଜଧାନୀ, ମୋଦି…

କନକ ବ୍ୟୁରୋ : ଭୁବନେଶ୍ୱରରେ ଜେଏନୟୁ ଷ୍ଟାଇଲରେ ଆଜାଦିର ନାରା ଶୁଭିଛି । ମୋଦି ସରକାରଙ୍କ ଠାରୁ ଆଜାଦି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଅତ୍ୟାଚାରରୁ ସ୍ୱାଧୀନତା ଦାବି କରିଛନ୍ତି ଛାତ୍ରଛାତ୍ରୀ । ଲାଠି, ଗୁଳିର ସରକାର ଚଳିବ ନାହିଁ ବୋଲି ନାରା ଦେଇଛି ଏଆଇଏସଏଫ । ଜେଏନୟୁ ହିଂସା…

ମନ୍ତ୍ରୀ କହିଲେ ମହାରାଜ ଧରିଲେ ! ଧନୁଯାତ୍ରାରେ ‘ବାଲିଯାତ୍ରା’ ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ମଞ୍ଚ ଉପରେ କୈଫିୟତ…

କନକ ବ୍ୟୁରୋ: ଧନୁଯାତ୍ରା ମଞ୍ଚରେ ଛିଡାହେଲେ ବାଲିଯାତ୍ରା ପାଇଁ ଘୋଷଣା କଲେ । ଗୋଟିଏ ଯାତ୍ରାରେ ଛିଡା ହୋଇ ଅନ୍ୟଏକ ଯାତ୍ରାର ପ୍ରସାର ପ୍ରଚାର ପାଇଁ ଘୋଷଣା କଲେ ମନ୍ତ୍ରୀ । କରିଥିବା ଭୁଲକୁ ଥରକେ ସୁଧାରି ପାରିଲେନି ଯେ କଂସ ଦରବାରରେ ଛିଡା ହୋଇ ବି ବାରମ୍ବାର ସେ ଭୁଲକୁ ଦୋହରାଉଥିଲେ…

ପୱନ ଜହ୍ଲାଦର ଏମିତି ଏକ ସତ, ଯାହା ବୋଧହୁଏ ଆପଣ ଜାଣିନାହାନ୍ତି । ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ…

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି ହେବା ପରେ ସେମାନଙ୍କୁ ଫାଶୀ ଦେବାକୁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଜାନୁଆରୀ ୨୨ରେ ଏହି ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ମୃତ୍ୟୁ ପରୱାନା ଜାରି କରାଯାଇଛି । ଆଉ ଏହି ଖବର ସାମ୍ନାକୁ ଆସିବା…

ଭୋକରେ ରଖିଲା ଭାରତ ବନ୍ଦ ? ୧୨ ଘଣ୍ଟିଆ ବନ୍ଦ କାହା ପାଇଁ ପୁଷମାସ, କାହା ପାଇଁ ହେଲା ସର୍ବନାଶ…!

କନକ ବ୍ୟୁରୋ: ଭାରତ ବନ୍ଦ କରି କିଏ ପାଉଛି ଫାଇଦା ? ରାଜନୈତିକ ଦଳ ନା ସାଧାରଣ ଲୋକେ ? ୧୨ ଘଣ୍ଟା ଧରି ଜନଜୀବନ ଠପ କରି କି ଲାଭ ମିଳୁଛି? କିଏ କ୍ଷତି ସହୁଛି ? ଆଜି ଭାରତ ବନ୍ଦ ବେଳେ ବହୁତ ଲୋକ ହନ୍ତସନ୍ତ ହେବା ପରେ ଆନ୍ଦୋଳନକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି ହଇରାଣ ହୋଇଥିବା…

ଆଇସିସି ଟେଷ୍ଟ Rankings : ପୁଣି ଶୀର୍ଷରେ ବିରାଟ, ୯୨୮ ଅଙ୍କ ସହ ପ୍ରଥମ ସ୍ଥାନ ବଜାୟ ରଖିଲେ କୋହଲି ।

କନକ ବ୍ୟୁରୋ : ପୁଣି ୧ ନମ୍ବରରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ବୁଧବାର ଆଇସିସି ଟେଷ୍ଟ Ranking ତାଲିକା ପ୍ରକାଶ ପାଇଛି । ଆଉ ଏହି ତାଲିକାରେ ପୁଣି ଥରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି କ୍ୟାପଟେନ୍ କୋହଲି । ଅନ୍ୟପଟେ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ନିଜ ସ୍ଥାନରୁ ତଳକୁ…