Daily Archives

January 4, 2020

ଲମ୍ବି ଲମ୍ବି ଚାଲିଛି ଗ୍ୟାଙ୍ଗଷ୍ଟରର ଗର୍ଲଫ୍ରେଣ୍ଡ ତାଲିକା । ଶିକ୍ଷିତ ଯୁବତୀଙ୍କୁ ଫସାଇ ଅପରାଧର ନେଟୱର୍କ ଚଲାଉଥିଲା…

କନକ ବ୍ୟୁରୋ: ଗର୍ଲଫ୍ରେଣ୍ଡ ନମ୍ବର ୧, ଗର୍ଲଫ୍ରେଣ୍ଡ ନମ୍ବର ୨ ଆଉ ଏବେ ଗର୍ଲଫ୍ରେଣ୍ଡ ନମ୍ବର ୩ । ସାମ୍ନାକୁ ଆସୁଛି ଗ୍ୟାଙ୍ଗଷ୍ଟର ସକିଲର ଜଣେ ପରେ ଜଣେ ଗର୍ଲଫ୍ରେଣ୍ଡଙ୍କ ଗୁମର । ତା ସହ ଫିଟୁଛି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗଷ୍ଟର ସକିଲର ରଂଗୀନ ମିଜାଜର କାହାଣୀ । ମାଳ ମାଳ ପ୍ରେମିକାଙ୍କ…

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇଁ ଦୂତୀଙ୍କୁ ପ୍ରଶଂସା…

କନକ ବ୍ୟୁରୋ : ରାଷ୍ଟପତି ଭବନରେ ଓଡିଆ ଧାବିକା ଦୂତୀ ଚାନ୍ଦ । ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ପରେ ଦୂତିଙ୍କୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ରାଷ୍ଟ୍ରପତି ଭବନରେ ଓଡିଶାରୁ ଦୂତୀ ଏବଂ ମେଡାଲ ପାଇଥିବା ଭାରତୀୟ ଖେଳାଳୀ ମାନେ ରାଷ୍ଟ୍ରପତିଙ୍କୁ…

ନିଆରା ଶିକ୍ଷକଙ୍କ ନିଆରା କାହାଣୀ । ସଫଳ ହେଲା ୧୫ ବର୍ଷର ପରିଶ୍ରମ, ବିଦ୍ୟାଳୟ ପରିସରରେ ଫୁଲ ବଗିଚା କରି ସବୁଜିମାର…

କନକ ବ୍ୟୁରୋ: ନିଜର ଦୃଢ ଇଚ୍ଛା ଶକ୍ତି ମଣିଷକୁ ସବୁ ବେଳେ ଶୀର୍ଷରେ ପହଂଚାଇ ଦେଇଥାଏ । ଏହିଭଳି ଜଣେ ଦୃଢ ଇଚ୍ଛା ଶକ୍ତି ଓ ଉତ୍ସର୍ଗୀକୃତ ଶିକ୍ଷକ ହେଉଛନ୍ତି ବିଭୀଷଣ ବାରିକ । ଯିଏ ନିଜର ଦୃଢ ମନୋବଳ ଯୋଗୁଁ ଆଜି ସାରା ରାଜ୍ୟରେ ସେ ପରିଚିତ । ଗଛ ଲଗାଇ ଗୋଟିଏ ବିଦ୍ୟାଳୟକୁ ଏକ ସୁନ୍ଦର…

ସରିଲା ବଉଳା କୁମ୍ଭୀର ଗଣନା । ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଜାତୀୟ ଉଦ୍ୟାନ ଭିତରକନିକା ।

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଜାତୀୟ ଉଦ୍ୟାନ ଭିତରକନିକା । ଆଜି ଶେଷ ହୋଇଛି ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ଗଣନା । ବଉଳା କୁମ୍ଭୀର ଗଣନା ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଗତ ୨୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା । ଡ଼ିସେମ୍ବର ୨୬…

ପୋଲ ପାଇଁ ପରିବହନ ମନ୍ତ୍ରୀ ଅଟକ ! ସମସ୍ୟା ଶୁଣାଇବାକୁ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ରାଣୀତାଲ ରାସ୍ତା ଉପରେ ରୋକିଲେ…

କନକ ବ୍ୟୁରୋ: ପୋଲ ପାଇଁ ପରିବହନ ମନ୍ତ୍ରୀଙ୍କୁ ଅଟକ ରଖିଲେ ଲୋକେ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଓ ବାଲେଶ୍ୱର ସୀମା ନିକଟରେ ଥିବା ରାଣୀତାଲ ଛକରେ ଏକ ଉଚ୍ଚପୋଲ ନିର୍ମାଣ ଦାବିରେ ଆନ୍ଦୋଳନକାରୀମାନେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକ…

କୁମ୍ବଲେଙ୍କ ମୁହଁରେ ଓଡିଶା କଥା । କହିଲେ, ୨୦୨୦ ହେବ ସଫଳତାର ବର୍ଷ, ଓଡ଼ିଶାରୁ ବାହାରିବେ ବହୁ ଚାମ୍ପିଅନ୍‌ ଖେଳାଳି ।

କନକ ବ୍ୟୁରୋ : ଓଡ଼ିଶା ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କାମ କରୁଛନ୍ତି ସରକାର । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ରହିଛି । ତେଣୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପ୍ରତିଭା ଚମ୍ପିଅନ୍‌ ହେବାର ଆଶା ଦେଖାଯାଉଛି ।…