ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇଁ ଦୂତୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ।

410

କନକ ବ୍ୟୁରୋ : ରାଷ୍ଟପତି ଭବନରେ ଓଡିଆ ଧାବିକା ଦୂତୀ ଚାନ୍ଦ । ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ପରେ ଦୂତିଙ୍କୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ରାଷ୍ଟ୍ରପତି ଭବନରେ ଓଡିଶାରୁ ଦୂତୀ ଏବଂ ମେଡାଲ ପାଇଥିବା ଭାରତୀୟ ଖେଳାଳୀ ମାନେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ସେପଟେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଖୁସିଥିବା କହିଛନ୍ତି ଦୂତି ଚାନ୍ଦ । ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ସହ ଦେଶ ପାଇଁ ଗୌରବ ଆଣିଥିଲେ ଓଡିଆ ଝିଅ ଦୂତୀ ଚାନ୍ଦ ।