Daily Archives

January 4, 2020

ବନ୍ଧୁ ହେବ ତ ଏମିତି ! ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ କୋରିଆରୁ ସୁନ୍ଦରଗଡ ଛୁଟି ଆସିଲେ ଜେମ୍ସ ଡେଭିଡ୍ । ସାଙ୍ଗ…

କନକ ବ୍ୟୁରୋ : ଆଗରୁ ଆପଣ ପତ୍ର ବନ୍ଧୁଙ୍କ କଥା ଜାଣିଛନ୍ତି । ଅନେକ ସଂପର୍କ ଚିଠିରେ ଚିଠିରେ ତିଆରି ହୋଇଛି । କେତେ ସଂପର୍କ ବନ୍ଧୁଙ୍କ ଶେଷ ଜୀବନ ଯାଏଁ ରହିଛି । ଆଉ କେତେ ସଂପର୍କ ଧୋକ୍କା ବି ଖାଇଛି । ଆଜି ଆମେ ଆପଣଙ୍କୁ କହିବୁ ସୋସିଆଲ ମିଡିଆ ଜରିଆରେ ସୃଷ୍ଟି ହୋଇଥିବା ଏକ ସଂପର୍କର କଥା…

ବାହ୍ୟ ମଳମୁକ୍ତ ଅଂଚଳ ହୋଇ ପାରିନି ମାଲକାନଗିରି । ଜିଲ୍ଲାପାଳଙ୍କ ଅଫିସ ଆଗ ଓ ପଛରେ ମଳତ୍ୟାଗ କରୁଛନ୍ତି ଲୋକେ, ତାଲା…

କନକ ବ୍ୟୁରୋ : ଆଜିଠୁ ଦେଶରେ ଆରମ୍ଭ ହେଉଛି ସ୍ୱଚ୍ଛତା ସର୍ଭେକ୍ଷଣ ୨୦୨୦ । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଜୋରଦାର ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଗାଁ ଗଣ୍ଡା ସହର, ସବୁ କିଛି ପରିଷ୍କାର ରଖିବା ଲାଗି ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହେଲା । ସରକାରୀ ଅନୁଦାନ ବି ଆସିଲା ।…

ମାତ୍ର ୩ଶହ ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ : ଭାଇ ଅଭିଯୋଗ କରିବାରୁ ୨ ଦିନ ପରେ ମୃତଦେହ ଖୋଳି…

କନକ ବ୍ୟୁରୋ : ମାତ୍ର ୩ଶହ ଟଙ୍କା ପାଇଁ ପତ୍ନୀଙ୍କୁ ପିଟିପିଟି ମାରିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜୟପୁର ଅଂଚଳରେ । ସତ ଲୁଚାଇବାକୁ ସ୍ତ୍ରୀକୁ ମାରିବା ପରେ ମୃତ ଦେହକୁ ମାଟି ତଳେ ପୋତି ଦେଇଥିଲା ସ୍ୱାମୀ । ଏନେଇ ମୃତକଙ୍କ ଭାଇ ଅଭିଯୋଗ କରିବାରୁ ୨ ଦିନ ପରେ ଆଜି…

ପିକନିକ୍ ଋତୁରେ ଦେଓମାଳିରେ ଜମୁଛି ଭିଡ଼ : ଥର ଥର କୋହଲା ପବନ ସାଙ୍ଗକୁ ପ୍ରକୃତି କୋଳରେ ବଣଭୋଜିର ମଜା ନେଉଛନ୍ତି…

କନକ ବ୍ୟୁରୋ : ଚାଲିଛି ପର୍ଯ୍ୟଟନ ଋତୁ । ବୁଲାବୁଲି କରିବା ସହ ବଣଭୋଜି ପାଇଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି  । ଏପରିସ୍ଥଳରେ ନୂଆବର୍ଷ ଅବସରରେ ରାଜ୍ୟର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଦେଓମାଳି ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ…

ରହସ୍ୟରୁ ହଟିଲା ପରଦା : ସାମ୍ନାକୁ ଆସିଲା ଦିବଂଗତ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ । 

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାଥଟବ୍ ରେ ବୁଡ଼ି ମୃତ୍ୟୁ ହେବା ଖବରକୁ ନେଇ ସେ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନିକଟରେ ଶ୍ରୀଦେବୀଙ୍କ ମୃତ୍ୟୁ କିପରି ହୋଇଥିଲା ତାହାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଶ୍ରୀଦେବୀଙ୍କ ଜୀବନୀ ଉପରେ ‘ଶ୍ରୀଦେବୀ : ଦ ଏଟର୍ନାଲ ଗଡେସ୍’ ଶୀର୍ଷକ…

ଉତ୍ତରପ୍ରଦେଶ ଝାନ୍ସୀରୁ ଆସିଲା ବଡ ଖବର : କାନ୍ଥ ପଡି ମାଟି ତଳେ ପୋତି ହେଲେ ୧୫ ଜଣ ଶ୍ରମିକ , ୫ ମୃତ

ଉତ୍ତରପ୍ରଦେଶର ଝାନ୍ସୀରେ କାନ୍ଥ ପଡି ୧୫ ଜଣ ଶ୍ର୍ରମିକ ଚାପି ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି । ସୁଚନା ମୁତାବକ , ବରୁଆସାଗର ଥାନା ଲକ୍ଷ୍ମଣପୁରା ଗାଁରେ ଷ୍ଟୋନ୍ କ୍ରଶର୍ କାନ୍ଥ କାମରେ କିଛି ଶ୍ରମିକ ପ୍ଲାଷ୍ଟର କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା…