ପୁରୀରେ କୂଳ ଲଂଘୁଛି ସମୁଦ୍ର ଜୁଆର : ହାଇ ଆଲର୍ଟ ଜାରି କଲା ପ୍ରଶାସନ

28

ପୁରୀ : ପୁରୀରେ କୂଳ ଲଂଘୁଛି ସମୁଦ୍ର ଜୁଆର । ସମୁଦ୍ର ଜୁଆର କୂଳ ଲଂଘିବା ପରେ ଚିନ୍ତାଜନକ ପରିସ୍ଥିତି । ବେଳା ଭୂମିରେ ହାଇ ଆଲର୍ଟ ଜାରି କଲା ପ୍ରଶାସନ। ସ୍ୱର୍ଗଦ୍ୱାର ଠାରୁ ମାତ୍ର ୫ ମିଟର ଦୂରରେ ଜୁଆର ।