ଭୁବନେଶ୍ୱର କିଟ କ୍ୟାମ୍ପସରେ ଉତେଜନା : ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ କିଟ୍ କର୍ମଚାରୀଙ୍କ ଆକ୍ରମଣ ଅଭିଯୋଗ

30

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର କିଟ କ୍ୟାମ୍ପସରେ ଉତେଜନା। ନିଫ୍ଟ ଛାତ୍ରୀଙ୍କୁ ଦୁର୍ଷ୍କମ ଅଭିଯୋଗ । ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ କିଟ୍ କର୍ମଚାରୀଙ୍କ ଆକ୍ରମଣ ଅଭିଯୋଗ । କ୍ୟାମେରା ଛଡାଇବାକୁ ଉଦ୍ୟମ ।  ଘଟଣାକୁ ଘଂଟ ଘୋଡାଉଥିବା ଅଭିଯୋଗ । କିଟ୍ କ୍ୟାମ୍ପସରେ ରହିଛି ନିଷ୍ଟ ।