ନିଫ୍ଟ ଛାତ୍ରୀଙ୍କୁ ଦୁର୍ଷ୍କମ ଅଭିଯୋଗ : ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

20

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ନିଫ୍ଟ ଛାତ୍ରୀଙ୍କୁ ଦୁର୍ଷ୍କମ ଅଭିଯୋଗ । ଛାତ୍ରଛାତ୍ରୀଙ୍କ ସଂଗିନ ଅଭିଯୋଗ ହଷ୍ଟେଲରୁ ଉଠାଇନେଇ ଦୁର୍ଷ୍କମ। ପ୍ରତିବାଦରେ ତାତିଲେ ଛାତ୍ରଛାତ୍ରୀ । ହଷ୍ଟେଲ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଛାତ୍ରୀଙ୍କୁ ଉଠାଇନେଲେ। ବିଳମ୍ବିତ ରାତିରେ ପାଟିଶୁଣିଥିଲେ ହଷ୍ଟେଲ ଅନ୍ତେବାସୀ। ୱାଡେନଙ୍କୁ ଏହା ବିଷୟରେ ଅବଗତ କରିବାରୁ ଶୁଣିନଥିଲେ କିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି।