କନକ ବ୍ୟୁରୋ : ଆଜି ଦିବଂଗତ ନେତା ପ୍ୟାରୀମୋହନ ମହାପାତ୍ରଙ୍କ ଏକାଦଶାହ । ରାଜଧାନୀ ଭୁବନେଶ୍ୱରର କେନ୍ଦ୍ର ସ୍ଥଳ ରାଷ୍ଟ୍ରଭାଷା ପ୍ରଚାର ସମିତିରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ବ୍ୟତୀତ ବହୁ ବିଜେଡି ମନ୍ତ୍ରୀ ଓ ନେତା ମଧ୍ୟ ଏହି ଏକାଦଶାହରେ ସାମିଲ ହୋଇଛନ୍ତି । ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ମଧ୍ୟ ଏଥିରେ ସାମିଲ ହୋଇ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp