Browsing Category

ସ୍ପେଶାଲ୍ ରିପୋର୍ଟ

ଚଳିତ ବର୍ଷର ସବୁଠୁ ବଡ ହେଟ୍ ଷ୍ଟୋରୀ ! ସ୍ତ୍ରୀକୁ ହତ୍ୟା କରିବା ପରେ ଶବ ଧରି ୨୮୦ କିଲୋମିଟର ଘୂରିବୁଲିଲା ଅଭିଯୁକ୍ତ…

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୌଣସି ଉପାନ୍ତ ଅଂଚଳରେ ନୁହେଁ ବରଂ ଦେଶର ରାଜଧାନୀ ତଥା ଦିଲ୍ଲୀର ଏନସିଆରେ । ଜଣେ ଯୁବକ ତାର ପତ୍ନୀଙ୍କୁ ହାତୁଡିରେ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି ଆଉ ହତ୍ୟା ପରେ ପତ୍ନୀର ଶବକୁ ପାଖାପାଖି ୨୮୦ କିଲୋମିଟର ସାଥିରେ ନେଇ ଘୂରି ବୁଲିଥିଲା ଏବଂ…
Read More...

ଫେସବୁକ୍ ଓ ଟ୍ୱିଟରରେ ଜରିଆରେ ହେବ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଙ୍ଗ ! ଜାଣନ୍ତୁ କିପରି କରିବେ ଗ୍ୟାସ ବୁକିଙ୍ଗ

ଏଣିକି ଫେସବୁକ ଓ ଟ୍ୱିଟରରେ ମଧ୍ୟ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ । ଆଇଓସି (ଇଣ୍ଡିଆନ ଅୟଲ କର୍ପୋରେସନ) ଫେସବୁକ ଓ ଟ୍ୱିଟରରେ ଗ୍ୟାସ ସିଲିଣ୍ଟର ବୁକିଙ୍ଗର ସୁବିଧା ଆରମ୍ଭ କରିଛି । ଆଇଓସିର ଏହି ଯୋଜନା ଅନୁଯାୟୀ, ଗ୍ୟାସ ଉପଭୋକ୍ତା ଫେସବୁକ ଓ ଟ୍ୱିଟର ଦ୍ୱାରା ଗ୍ୟାସ ସିଲିଣ୍ଡର ବୁକ୍…
Read More...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ଯାତ୍ରୀଙ୍କୁ ଦିଆଯିବ ବିମାନ ଭଳି ରିହାତି

କେନ୍ଦ୍ର ସରକାର ରେଳବାଇରେ ଚାଲିଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। କେବଳ ରେଳ ଟିକଟର ମୂଲ୍ୟ ବୃଦ୍ଧି ହେବ ନାହିଁ, ହୋଟେଲ ଓ ଏୟାରଲାଇନ୍ସ ଗୁଡ଼ିକ ଯେଭଳି ଗ୍ରାହକଙ୍କୁ ଟିକଟରେ ରିହାତି ପ୍ରଦାନ କରୁଛନ୍ତି ରେଳଯାତ୍ରୀମାନଙ୍କୁ ମଧ୍ୟ ସେଭଳି ଟିକଟରେ ରିହାତି ଦିଆଯିବାର ଯୋଜନା…
Read More...

‘ସୋଫିଆ’ ନିର୍ମାଣ ପଛର ରହସ୍ୟ ! ଜାଣନ୍ତୁ ସାଉଦି ଆରବକୁ କଣ ମିଳିବ ଫାଇଦା

ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ସାଉଦି ଆରବ ପୂରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଚଳିତ ଅକ୍ଟୋବର ୨୫ ତାରିଖରେ ରୋବଟକୁ ଦେଶର ନାଗରିକତ୍ୱର ମାନ୍ୟତା ଦେଇ ସାଉଦି ରଚିଛି ଇତିହାସ । ରୋବଟକୁ ମାନ୍ୟତା ଦେବା କ୍ଷେତ୍ରରେ ସାଉଦି ଆରବ ବିଶ୍ୱରେ ପ୍ରଥମ ରାଷ୍ଟ୍ର । । ନାଗରିକ…
Read More...

ମାତ୍ର ୮୯୯ଟଙ୍କାରେ କିଣନ୍ତୁ ରେଡମି ନୋଟ୍-୪, ଏମଆଇ ଏ-୧ ! ଗ୍ରାହକଙ୍କୁ କଂପାନୀ ଦେଉଛି ଶସ୍ତାରେ ଆହୁରୀ ଅନେକ…

ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟରେ ଆରମ୍ଭ ହୋଇଯାଇଛି Flipkart New Pinch Days Sale  । ଏହି ସେଲରେ Xiaomi redmi Note 4 ଏବଂ Mi A1କୁ ୮୯୯ ଟଙ୍କାରେ କିଣିବାର ସୁଯୋଗ ଦିଆଯାଉଛି । ଏହାବ୍ୟତୀତ ସାମସଙ୍ଗ ଗୁଗଲ ପିକ୍ସଲ, ଇନଫିନିକ୍ସ, ଏଲଜି, ଲିନୋଭ, ଓପୋ, ହୋନୋର, ମୋଟୋରୋଲା ଏବଂ…
Read More...

ଆପଣ ଗାଡି ଚଲାଉଛନ୍ତି କି ? ଏଣିକି ଆପଣଙ୍କ ନିକଟକୁ ବି ଆସିବ ଆଲର୍ଟ ମେସେଜ, ଯାହାକୁ ବିନା ପଢି ଡିଲିଟ୍ କଲେ ହେବ ଅନେକ…

ଯଦି ଆପଣ ଡ୍ରାଇଭିଂ କରୁଛନ୍ତି ତେବେ ଆପଣଙ୍କର ମୋବାଇଲକୁ ଏକ ଏସଏମଏସ ଆସିପାରେ । କିନ୍ତୁ ଉକ୍ତ ମେସେଜଟିକୁ ବିନା ପଢି ଡିଲିଟ୍ କରିବାର ଭୁଲ କରନ୍ତୁ ନାହିଁ । ତେବେ କାହିଁକି ପଢନ୍ତୁ ପୂରା ଖବର । ସୂଚନା ମୁତାବକ, ଗାଡିର ଇନସ୍ୟୁରାନ୍ସ , ଫିଟନେସ କେବେ ଶେଷ ହେବ , ପଂଜିକରଣ ଏବଂ ଟାକ୍ସ…
Read More...

ଟ୍ରାକ୍ଟରରେ ବସି ସଂସଦ ଗଲେ ସାଂସଦ ! ହେଲେ ଗେଟ ପାଖରୁ ଅଟକାଇଦେଲେ ସୁରକ୍ଷାକର୍ମୀ, ଜାଣନ୍ତୁ କାହିଁକି ?

ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ସଂସଦ ପରିସରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ…
Read More...

ଆପଣଙ୍କର ଚେକ୍ ବାଉନ୍ସ ହୋଇଯାଇଛି କି ? ତେବେ ଜାଣି ରଖନ୍ତୁ କଣ ରହିଛି ନୂଆ ନିୟମ

ଖୁବ୍ ଶୀଘ୍ର ଚେକ୍ ବାଉନ୍ସ ସହ ଜଡିତ ନିୟମଗୁଡିକ କଠୋର ହେବାର ସମ୍ଭାବନା ରହିଛି । କ୍ୟାବିନେଟ୍ ବୈଠକରେ ନେଗୋସିଏବୁଲ ଇଷ୍ଟ୍ରୁମେଂଟ ଆକ୍ଟ ୧୮୮୧ରେ ପରିବର୍ତ୍ତନ କରିବାର ମଂଜୁରୀ ମିଳିପାରେ । ଏହି ନୂଆ ନିୟମ ମୁତାବକ ବ୍ୟାଙ୍କରେ ବାଉନ୍ସ ହୋଇଥିବା ଚେକ୍ ଉପରେ ବି ଗ୍ରାହକଙ୍କୁ ଟଙ୍କା ମିଳିବ…
Read More...

ମାତ୍ର ୧ ଟଙ୍କାରେ ବୋହି ନିଅନ୍ତୁ ସୁନା । ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୁବିଧା

ଦେଶର ପ୍ରମୁଖ ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟର ସ୍ୱାମିତ୍ୱ ଥିବା ୟୁପିଆଇ ପେମେଂଟ ଆପ୍ ‘ଫୋନପେ’ ଦ୍ୱାରା ଏବେ ଆପଣ ସୁନା ବି କିଣିପାରିବେ । ତେବେ ପୂର୍ବରୁ ଏହି ସୁବିଧା ଦେଶର ସବୁଠାରୁ ବଡ ଡିଜିଟାଲ କଂପାନୀ ପେଟିଏମରେ ମଧ୍ୟ ଉପଲବ୍ଧ ରହିଛି । ସୂଚନା ମୁତାବକ, ଡିଜିଟାଲ ପେମେଂଟ…
Read More...

ମୋବାଇଲ ଜରିଆରେ ଆଧାର ଲିଙ୍କ କରୁଛନ୍ତି କି ? ତେବେ କରନ୍ତୁ ନାହିଁ ଏହି ଦୁଇଟି ଭୁଲ , ନଚେତ୍ ଅସୁବିଧାରେ ପଡିପାରନ୍ତି…

ବର୍ତ୍ତମାନ ସମୟରେ ଆଧାର ନା ହିଁ କେବଳ ଜଣେ ବ୍ୟକ୍ତି ପାଇଁ ପରିଚୟ ପତ୍ର ପାଲଟିଛି ବରଂ ସୋସିଆଲ ସୁକ୍ୟୁରିଟି ସ୍କିମମାନଙ୍କର ଲାଭ ଉଠାଇବା ପାଇଁ ବି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । କେନ୍ଦ୍ରସରକାରଙ୍କ ଦ୍ୱାରା ଚଳିତ ବର୍ଷ ଆରମ୍ଭରେ ଘୋଷଣା କରାଯାଇଥିଲା କି ଗ୍ରାହକମାନେ ନିଜ ନିଜର ମୋବାଇଲ…
Read More...