Browsing Category

ଜୀବନଚର୍ଯ୍ୟା

ଗର୍ଭାବସ୍ଥାରେ ନବରାତ୍ରି ବ୍ରତ କରୁୁଛନ୍ତି କି ? ଜାଣନ୍ତୁ କେମିତି ସାବଧାନତା ଅବଲମ୍ବନ କରିବେ

ଗର୍ଭାବସ୍ଥାରେ ଉପବାସ ବ୍ରତ । ଏହାକୁ ଚିକିତ୍ସକମାନେ ଖୁବ୍ ଗମ୍ଭୀରତାର ସହ ନେଇ କହିଛନ୍ତି . ନବରାତ୍ରିରେ ମହିଳାମାନେ ବ୍ରତ ଉପବାସ ରଖିଥାନ୍ତି । ତାହେଲେ ପ୍ରଶ୍ନ ଉଠେ , ଗର୍ଭାବସ୍ଥାରେ ଥିବା ମହିଳା ଏହି ବ୍ରତ କରିପାରିବେ କି ? ଡାକ୍ତରଙ୍କ କହିବାନୁସାରେ ଏହି ବ୍ରତ ସମୟରେ ଭଲ ମନ୍ଦର…
Read More...

ଯୁବା ଦେଖାଯିବା ପାଇଁ କିପରି କରିବେ ରସୁଣର ବ୍ୟବହାର . . . . . ଜାଣନ୍ତୁ ?

ରସୁଣ କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ । ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗ ଭଲ କରେ ରଶୁଣ । ଆପଣଙ୍କୁ ରସୁଣର ଗନ୍ଧ ଭଲ ଲାଗିନପାରେ ତଥାପି ଏହା ସ୍ୱାସ୍ଥ୍ୟ ପାଇଁ ହିତକର । ଏହା ଆମକୁ ଅନେକ ରୋଗରୁ ରକ୍ଷା କିରବା…
Read More...

କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନଠାରୁ କିପରି କରିବେ ଆଖିର ସୁରକ୍ଷା ?

କମ୍ପ୍ୟୁଟର,ମୋବାଇଲ ସ୍କ୍ରିନରେ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ୱାରା ଏହାର ଅଧିକ ପ୍ରଭାବ ଆଖି ଉପରେ ହିଁ ପଡିଥାଏ । ଯାହା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ତଥ୍ୟ ଜଣାଇବୁ ଯାହା…
Read More...

ଦହିର ଔଷଧୀୟ ଗୁଣ ଆପଣ ଜାଣନ୍ତି କି ! ପ୍ରତିଦିନ ଖାଇଲେ ପାଖ ମାଡିବ ନାହିଁ ଏହି ୭ ଟି ଗମ୍ଭୀର ରୋଗ

ଭାରତୀୟ ଖାଦ୍ୟରେ ଲୋକପ୍ରିୟ ହେଉଛି ଦହି । ଏହା କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ସ୍ୱସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ତେଣୁ ସକାଳ ହେଉ ବା ଦିନ ବେଳା ଭୋଜନ । ପ୍ରତିଦିନ ଦହି ଖାଇବା ଉଚିତ୍ । ଏବେ ନଜର ପକାନ୍ତୁ…
Read More...

କଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ? ଯୋଗ ନା ଜିମ୍

ଲୋକେ ଅଧିକାଂଶ ସମୟରେ ଏହି ଦ୍ୱନ୍ଦରେ ଥାନ୍ତି କି ତାଙ୍କ ଶରୀର ପାଇଁ ଜିମ୍ ଯିବା ଲାଭଦାୟକ ହୋଇଥାଏ ନା ଯୋଗଭ୍ୟାସ କରିବା । ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ହିଁ ନିର୍ଭର କରିଥାଏ । ଜିମ୍ ଏବଂ ଯୋଗର ଏହି ଉପକାରୀତା ସଂପର୍କରେ ଜାଣିଲେ ଆପଣ ବୁଝିପାରିବେ କି ଆପଣଙ୍କ ପାଇଁ ଏମାନଙ୍କ…
Read More...

ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇବା ପାଇଁ କ’ଣ କ’ଣ ଖାଇବେ . . . . ଜାଣନ୍ତୁ ?

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଦିନଚର୍ଯ୍ୟା ଏବଂ ଖାଦ୍ୟପେୟରେ ପୋଷକ ତତ୍ତ୍ୱର ଅଭାବ କାରଣରୁ ରକ୍ତା ଅଭାବ ଏକ ସାଧାରଣ କଥା ହୋଇଗଲାଣି । ରକ୍ତ ଅଭାବର ସମସ୍ୟା ପାଇଁ ବ୍ୟକ୍ତିକୁ ଏମିନିଆ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଯାହାଦ୍ୱାରା ରକ୍ତରେ ହିମୋଗ୍ଲୋବିନର ଅଭାବ…
Read More...

ବୟସ ଅନୁସାରେ କିପରି ନେବେ ପିଲାଙ୍କ ଖାଦ୍ୟପେୟର ଯତ୍ନ ? ଧ୍ୟାନ ଦିଅନ୍ତୁ କିଛି କଥା ଉପରେ

ସାଧାରଣତଃ ପିଲାମାନଙ୍କ ଖାଦ୍ୟପେୟ ସଂମ୍ବନ୍ଧିତ ସମସ୍ୟା ସେହି ଘରମାନଙ୍କରେ ଦେଖାଯାଇଥାଏ ଯେଉଁ ଘରମାନଙ୍କରେ ବାପା-ମାଆ ଶିଶୁର, ଓ ତାର ଶରୀରର ଆବଶ୍ୟକତା ଅନୁସାରେ ଖାଦ୍ୟ ଦେବାରେ ଅକ୍ଷମ ଥାନ୍ତି । କାରଣ ତାଙ୍କୁ ଏକଥା ମଧ୍ୟ ଜଣାନଥାଏ କି କେତେ ବର୍ଷ ବୟସରେ ଶିଶୁଟିକୁ କେଉଁ ପ୍ରକାର ଖାଦ୍ୟ…
Read More...

ଘୁଙ୍ଗୁଡିକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ , ମାତ୍ର ୭ ଦିନରେ ମିଳିବ ମୁକ୍ତି

ଶୋଇବା ସମୟରେ ଘୁଙ୍ଗୁଡି ମାରିବା ଅନେକ ଲୋକଙ୍କ ଅଭ୍ୟାସ । ଏଥିପାଇଁ ବେଳେ ବେଳେ  ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ । କାରଣ ଘୁଙ୍ଗୁଡି ମାରିଲେ ପାଖରେ ଶୋଇଥିବା ସାଥୀ ବିରକ୍ତ ହୋଇଥାନ୍ତି । ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣ ନିଜ ରୋଷେଇ ଘରେ ଥିବା ସାମଗ୍ରୀକୁ ଔଷଧ ଭାବରେ ବ୍ୟବହାର…
Read More...

ଆବଶ୍ୟକତାଠାରୁ ଅଧିକ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ ! ଜୀବନପ୍ରତି ହୋଇପାରେ ବିପଦ

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଇବାକୁ ଖୁବ୍ ଭଲ ପାଆନ୍ତି । ଆଉ ବେଳେ ଲୋଭରେ ଆବଶ୍ୟକତାଠାରୁ ଅଧିକ ଖାଇଥାନ୍ତି । କିନ୍ତୁ ଏହି ଲୋଭ ଅନେକ ସମୟରେ ସମସ୍ୟା ଆଣିଦେଇଥାଏ । ଅତ୍ୟଧିକ ଖାଦ୍ୟ ସ୍ୱାସ୍ଥ୍ୟପାଇଁ ହାନୀକାରକ ହୋଇଥାଏ । ପୁରୁଷମାନଙ୍କ ପାଇଁ ପ୍ରତିଦିନ ୨୫୦୦ କ୍ୟାଲୋରୀ ଏବଂ…
Read More...

କମ୍ ପରିଶ୍ରମରେ ଅଧିକା ଆୟ କରିବାକୁ ଚାହୁଁଛନ୍ତି କି ? ଏହି ୬ଟି ଅନଲାଇନ ଜବ୍ କୁ ଆପଣାନ୍ତୁ

ଆଜିକାଲି ସମସ୍ତେ ଚାହୁଁଛନ୍ତି କେମିତି କମ୍ ସମୟରେ ଅଧିକା ଆୟ କରିବା । ଆଉ ଏଥିସହ ଖୋଜିଥାନ୍ତି କିଛି ପାର୍ଟଟାଇମ୍ ଜବ୍ ମଧ୍ୟ । ଏବେ ଆପଣଙ୍କୁ ଏହି ସୁବିଧା ଦେବ କିଛି ଅନ୍ ଲାଇନ ଜବ୍ । ଯାହା ଏବେ ଅନେକଙ୍କର ଖୁବ୍ ପସନ୍ଦ ପାଲଟିଛି । ଆଜିର ଇଂଟରନେଟ ଯୁଗରେ ଜବ୍ ର ଅନେକ ସୁଯୋଗ ସୃଷ୍ଟି…
Read More...