Browsing Category

କନକ ଏକ୍ସକ୍ଲୁସିଭ୍

ନିଆଁ କଲା ବେଘର : ପାଉଁଶ ବଖାଣୁଛି ଗଦାଧରପୁର ଗାଁ ଲୋକଙ୍କ ଦୁଃଖ

ଆଠଗଡ: ନିଆଁ ମୁହଁରେ ଗାଁ । ଖୋଲା ଆକାଶ ତଳେ ଆଠଗଡର ଚାଇଁପୁର ପଂଚାୟତର ଗଦାଧରପୁର ବାସିନ୍ଦା । ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଗାଁଟି ଜଳିଯିବା ପରେ ଗାଁ ଲୋକେ ଏବେ ନିରାଶ୍ରୟ ହୋଇପଡିରହିଛନ୍ତି । ଘରର ଆସବାବପତ୍ର,ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁକିଛି ଜଳିଯାଇଛି ନିଆଁରେ । ତା…
Read More...

ସମୁଦ୍ର ମଣିଷ

ପୃଥିବୀର ତିନି ଭାଗ ଜଳ ଓ ଗୋଟେ ଭାଗ ସ୍ଥଳ । ଆଉ ଏଇ ଗୋଟେ ଭାଗରେ ରହୁଥିବା କିଛି ଲୋକଙ୍କ ଜୀବନ ଓ ଜୀବିକା ଏଇ ଜଳ ଭାଗ ଉପରେ ନିର୍ଭରଶୀଳ । ଅର୍ଥାତ ବିଶାଳ ସମୁଦ୍ର ହେଉଛି ସେମାନଙ୍କ ଭାତ ହାଣ୍ଡି । ସେମାନଙ୍କୁ ଆମେ ନୋଳିଆ, ଧୀବର ବା ସମୁଦ୍ର ମଣିଷ ବୋଲି କହିଥାଉ । ସାଗରକୁ ନେଇ କେତେ…
Read More...

ଖୋଲା ଆକାଶ ତଳେ ଆଠଗଡ ଗଦାଧରପୁର ଗ୍ରାମବାସୀ : ଅଗ୍ନିକାଣ୍ଡ ପରେ ଦାଉ ସାଧିଲା କାଳବୈଶାଖୀ ବର୍ଷା

ଆଠଗଡ:ନିଆଁ ମୁହଁରେ ଗାଁ । ଖୋଲା ଆକାଶ ତଳେ ଆଠଗଡର ଚାଇଁପୁର ପଂଚାୟତର ଗଦାଧରପୁର ବାସିନ୍ଦା । ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଗାଁଟି ଜଳିଯିବା ପରେ ଗାଁ ଲୋକେ ଏବେ ନିରାଶ୍ରୟ ହୋଇପଡିରହିଛନ୍ତି । ଘରର ଆସବାବପତ୍ର ,ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ ସବୁକିଛି ଜଳିଯାଇଛି ନିଆଁରେ। ତା…
Read More...

ପାଣି ପାଇଁ ମହୋତ୍ସବ !

କଳାହାଣ୍ଡି : ପୁରଣ ହେଲା ଦୀର୍ଘ ୪୦ ବର୍ଷର ସ୍ୱପ୍ନ । ଗାଁରେ ଲାଗିଲା ନଳକୂଅ । ପ୍ରଥମ ଥର ପାଇଁ ନଳକୂଅରୁ ପାଣି ପାଇଲେ କଳାହାଣ୍ଡି ଜିଲ୍ଲା ଗାଈବନ୍ଧା ଗାଁ ଲୋକେ । ନାଳ ଓ ଝରଣା ପାଇଁ ଉପରେ ନିର୍ଭର କରୁଥିବା ଆଦିବାସୀ ଅଧ୍ୟୁଷିତ ଏହି ଗାଁ ଲୋକଙ୍କ ମନରେ ଖୁସି କହିଲେ ନସରେ । ନଳକୂଅରେ…
Read More...

ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ନାଁରେ ଯୌନଶୋଷଣ ଅଭିଯୋଗ

ରାଉରକେଲା : ରାଉରକେଲାସ୍ଥିତ ଏନଆଇଟି ଶିକ୍ଷାନୁଷ୍ଠାନର ସୁରକ୍ଷା ଅଧିକାରୀଙ୍କ ନାଁରେ ଯୌନଶୋଷଣ ଅଭିଯୋଗ । ଅଭିଯୋଗ ଆଣିଲେ ଏନଆଇଟିର ଛାତ୍ର ଛାତ୍ରୀ । ଅନୁଷ୍ଠାନର ସୁରକ୍ଷା ଅଧିକାରୀ ବଳବନ୍ତ ଚମ୍ପତ୍ତିରାୟ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ସହ ମହିଳା ସୁରକ୍ଷା କର୍ମୀଙ୍କୁ ବ୍ଲାକମେଲିଂ…
Read More...

ଦେବଗଡରେ ଅଭାବନୀୟ ଘଟଣା : ଗାଡି ଉପରେ ଗଛ ପଡି ପ୍ରସୂତିଙ୍କ ମୃତ୍ୟୁ

ଦେବଗଡ:ଡାକ୍ତରଖାନା ଆସୁଥିବା ବେଳେ ଗାଡି ଉପରେ ଗଛ ପଡି ପ୍ରସୂତିଙ୍କ ମୃତ୍ୟୁ । ଏଭଳି ଏକ ହୃଦୟବିତାରକ ଘଟଣା ଘଟିଛି ଦେବଗଡ ଅଂଚଳରେ । ତିଲେଇବଣି ବ୍ଲକ ଅନ୍ତର୍ଗତ ଶରଣଖୋଳ ଗ୍ରାମର ବରନୁ ସେଠଙ୍କ ସ୍ତ୍ରୀ ମଞ୍ଜୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପରେ ଚିକିତ୍ସା ପାଇଁ ଡାକ୍ତଖାନା…
Read More...

ବଲାଙ୍ଗିରରେ ଅନର କିଲିଂ ଅଭିଯୋଗ

ବଲାଙ୍ଗିର:ବଲାଙ୍ଗିରରେ ଅନରକିଲିଂ ଅଭିଯୋଗ। ବଲାଙ୍ଗିର ରେଳଷ୍ଟେସନ ନିକଟରେ ଥିବା ମାଲଗୋଦାମପଡାରେ ନିଜ ନାବାଳିକା ଝିଅର ତଂଟି ଚିପି ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛିି । ବଲାଙ୍ଗିର ପାଟଣାଗଡର କୈଳାଶ ତାଳ, ଦାଦନ ଖଟି ପରିବାର ଚଳାଇ ଆସୁଥିଲେ । ତେବେ ତାଙ୍କ ନାବାଳିକା ଝିଅ ଅନ୍ୟ ଜାତିର…
Read More...

ସତ ହେବ କି ଓଡିଆଙ୍କ ସ୍ୱପ୍ନ ?

ଓଡିଆ ଭାଷାରେ ପରିଚାଳିତ ହେବ କି ଶାସନ କଳ ? ସରକାରୀ ଦସ୍ତାବିଜରେ ଦେଖିବାକୁ ମିଳିବ କି ଓଡିଆ ଭାଷା? ଯେଉଁମାନେ ଓଡିଆ ଭାଷାକୁ ଭଲ ପାନ୍ତି , ଯେଉଁମାନେ ଓଡିଆ ବୋଲି ନିଜକୁ ପରିଚୟ ଦେବାକୁ ଭଲ ପାନ୍ତି ସେମାନଙ୍କ ଭାବ ଓ ଆବେଗ ସହ ଜଡିତ ଏହି ପ୍ରସଙ୍ଗ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ରାଜ୍ୟସଭା ରେସ୍ : ସରଗରମ ହେବ ଶାସକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜିଠାରୁ ବେଶ ସରଗରମ ହେବ ଶାସକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି । ରାଜ୍ୟସଭା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବ ରାଜ୍ୟସଭା, କାହା ମୁଣ୍ଡରେ ପୁଣି ସିରପା ବାନ୍ଧିବେ ନବୀନ । ଏନେଇ ଚାଲିଥିବା ଆଲୋଚନା ଅଧିକ ଜୋର ଧରିବ । ରାଜ୍ୟର ୩ଟି ଆସନ…
Read More...

ଡରାଇଲା ଆମୋନିଆ ଗ୍ୟାସ

ପାରାଦୀପ: ଡରାଇଲା ଆମୋନିଆ ଗ୍ୟାସ । ପାରାଦୀପ ପିପିଏଲ ସାର କାରଖାନାରୁ ଆମୋନିଆ ଗ୍ୟାସ ଲିକେଜ ଯୋଗୁଁ ଆତଙ୍କିତ ପାରାଦୀପ ବାସୀ । ପାଖାପାଖି ଦେଢ ଘଂଟା ଧରି ଆମୋନିଆ ଗ୍ୟାସ ଲିକେଜ ଯୋାଗୁଁ ଅଣନିଶ୍ୱାସୀ ହୋଇପଡିଥିଲେ ଲୋକେ । କିଛି ସମୟ ମଧ୍ୟରେ ବିଜୟ ଚନ୍ଦ୍ରପୁର,ବୃନ୍ଦାବନ କଲୋନୀ, ସିଏଲଆର…
Read More...