Browsing Category

କନକ ଏକ୍ସକ୍ଲୁସିଭ୍

ଜରାଜୀର୍ଣ୍ଣ ଜଗାର ଜଗମୋହନ

ଜଗମୋହନ କୁ ନେଇ ଏବେ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠାରେ ଚର୍ଚ୍ଚା । ଏହି ପ୍ରସଙ୍ଗ କୁ ନେଇ ରାଜନୀତି ଏବେ ଜୋର ଧରୁଛି ସତ କିନ୍ତୁ ଏହା ସହିତ ଲୋକଙ୍କ ମାନସିକତା ଓ ଭାବାବେଗ ମଧ୍ୟ ଜଡିତ ହୋଇ ରହିଛି । ସମସ୍ୟାକୁ ନେଇ ସବୁଠାରେ ଉଦବେଗ ,କିନ୍ତୁ ଏହାସହିତ ରାଜନୀତି ମଧ୍ୟ ଯୋଡି ହୋଇଯାଉଛି ।…
Read More...

ଢେଙ୍କାନାଳରେ ପାଣି ପାଇଁ ହାହାକାର

ଢେଙ୍କାନାଳ: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଜଳାଶୟ ଗୁଡିକ ଶୁଖିଲା ପଡିଛି । ପାଣି ଟୋପାଏ ନ ପାଇ ଲୋକମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଏଭଳି ସଂକଟଜନକ ସ୍ଥିତିରେ ଢେଙ୍କାନାଳର ଏକ ଗାଁରେ କିଛି ଦୃବୁର୍ତଙ୍କ ଅସାମାଜିକ କାର୍ଯ୍ୟ, ଉକ୍ତଟ କରିଦେଇଛି ସମସ୍ୟାକୁ ।…
Read More...

ଥାର୍ଡ ଡିଗ୍ରୀର ବଦଲା ଭିଡିଓ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଦେହ ବେପାରର ସୈାଦାଗର ସୁନୀଲ୍ ମେହେର ଏବେ ଜେଲ ରେ। ସାରା ଦେଶରେ ସେକ୍ସ ନେଟଓାର୍କ ଚଳାଇଥିବା ସୁନୀଲ୍ ଠାରୁ କମିଶନରେଟ୍ ପୁଲିସ ପାଇଛି ଅନେକ ତଥ୍ୟ । ହେଲେ ଯିଏ ସୁନୀଲକୁ ଧରାଇଥିଲା ତାକୁ ନିସ୍ତୁକ ମାଡ ମାରିଛନ୍ତି ତାର ସହଯୋଗୀ । ପ୍ରଥମେ ଅପହରଣ ଓ ପରେ…
Read More...

ମଦ ବିରୋଧରେ ବାହାରିଲା ମହିଳାଙ୍କ ଠେଙ୍ଗା ବାହିନୀ

କଟକ ବ୍ୟୁରୋ, କନକ ନ୍ୟୁଜ୍: ମଦ ବିରୋଧରେ ବାହାରିଲା ମହିଳାଙ୍କ ଠେଙ୍ଗା ବାହିନୀ । କଟକ ସଦର ଥାନା ଗୁଆଳି ଗାଁର ମହିଳାମାନେ ଅଭିନବ ଢଙ୍ଗରେ ଆରମ୍ଭ କରିଛି ମଦ ବିରୋଧୀ ଅଭିଯାନ । ଗାଁର ମଦ ବ୍ୟବସାୟୀ ଓ ମଦ୍ୟପଙ୍କୁ ସାବାଡ କରିବା ପାଇଁ ହାତରେ ଧରିଛନ୍ତି ଠେଙ୍ଗା ଓ ଦଉଡି । ଗାଁ ଦାଣ୍ଡରେ…
Read More...

ଜୁଇରୁ ଫେରିଲା ଶବ

କଳାହାଣ୍ଡି : ଜୁଇରୁ ଫେରିଲା ଶବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣାର ବଜାର ପଡିଆରେ । ଗାଁର ୧୭ ବର୍ଷର ମମତା ପାନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକେ ମଶାଣିକୁ ପୋଡି ଦେବାପାଇଁ ନେଇଥିଲେ । ତେବେ ମୃତ ମମତାଙ୍କ ଭାଇ ଥାନାରେ…
Read More...

ଫୋନ ଉଠାଇଲେନି ବୋଲି ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକ

ମୟୁରଭଂଜ : ପ୍ରଥମେ ମୋବାଇଲରେ ମ୍ୟାସେଜ୍ । ପରେ ଭିଡିଓ କଲିଂ । ସଂପର୍କ ନିବିଡ ହେବାରୁ ହେଲା ପ୍ରେମ । ହେଲେ ପ୍ରେମ ନେଲା କରୁଣ ପରିଣତି । ପ୍ରେମରେ ବିଫଳ ହୋଇ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ମୟୁରଭଂଜ ଜିଲ୍ଲା ମାନଗୋବିନ୍ଦପୁର ଗାଁର ରାମକୃଷ୍ଣ ସେଠି । ବାଲେଶ୍ୱରର ଏକ…
Read More...

କଷ୍ଟ କଲେ ଇଷ୍ଟ ମିଳେ

ମାଲକାନଗିରି : ବିଜ୍ଞାନ ଯୁଗରେ ବିସ୍ମୟର ଚିତ୍ର । ଅନ୍ଧାରୀ ଇଲାକାରେ ଅନ୍ଧବିଶ୍ୱାସ । ବିଶ୍ୱାସ ନାଁରେ ଲାଗୁଛି ଜୀବନକୁ ବାଜି । ମରଣ ମୁହଁରେ ମାନସିକଧାରୀ । ଏଭଳି ବିଚିତ୍ର ପରମ୍ପରା ଇତିହାସ ଆଉ କିଛି ବିସ୍ମୟ ବିଶ୍ୱାସର ଚିତ୍ର ଦେଖିବାକୁ ମିଳିଛିି ମାଲକାନଗିରି ଜିଲ୍ଲା ଏମଭି ୧୦୬ରେ ।…
Read More...

ଅଞ୍ଜଳି ଓ ଅଞ୍ଜନା : ଅନିଶ୍ଚିତ ଜୀବନରେ ସଂଗ୍ରାମ ଯେ ନିଶ୍ଚିତର ଉଦାହରଣ

ସାରୁ ପତ୍ରରେ ଠୋପେ ପାଣି ପରି ଢଳ ଢଳ ଏଇ ଜୀବନ । କେତେବେଳେ ନିଶ୍ୱାସ ଅଟକି ଯିବ ସେକଥା କେହି କହି ପାରିବେ ନାହିଁ । ହାରି ଗଲେ ହରାଏ ଜୀବନ, ଡରିଗଲେ ଡରାଏ ଜୀବନ । ଜୀବନ ସହ ଯିଏ ବାଜି ମାରେ ,ଅଟକି ନଯାଇ ଆଗକୁ ବଢି ଚାଲେ ସେ ହୁଏ ଅପରାଜିତା । ଆଜିର ଏପିସୋଡ ହେଉଛି ଏଭଳି ଜଣେ ଅପରାଜିତାର…
Read More...

ଆଗୁଆ ଆସିବ ମୌସୁମୀ : ହେଲେ ଚିନ୍ତାରେ ଚାଷୀ

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଚଳିତ ବର୍ଷ ଆଗୁଆ ଆସିବ ମୌସୁମୀ । ଓଡିଶାରେ ଜୁନ ୮ ସୁଦ୍ଧା ଛୁଇଁବା ସମ୍ଭାବନା । ହେଲେ ଚାଷ ପାଇଁ ସଜବାଜ ହେବା ବଦଳରେ ଚିନ୍ତାରେ ଚାଷୀ । ଲଗାତାର ଦୁଇ ବର୍ଷ ଧରି ମରୁଡିରେ ଘାଂଟି ହେବା ପରେ ଚାଷୀ ଏବେ ନିଶ୍ୱ । ଜମିରେ ବୁଣିବା ପାଇଁ ବିହନ ମୁଠାଏ ବି…
Read More...

ପ୍ୟାରୀଙ୍କ ନବୀନ ହଟାଅ ଫର୍ମୁଲା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ବିନାଶର ଫର୍ମୁଲା କଣ? କାହିିଁକି ଦଳ ଚାରି ଚାରି ଥର କ୍ଷମତାକୁ ଆସିଛି? ଦଳକୁ କଣ ରାଜନୈତିକ ମୈଦାନରେ ମାତ ଦିଆଯାଇ ପାରିବ ନାହିଁ? କିଛି ଏଭଳି ପ୍ରଶ୍ନକୁ ନେଇ ବିରୋଧୀ ଦଳ ଚିନ୍ତିତ ଥିବା ବେଳେ, ଏକଦା ବିଜେଡିର ପରାମର୍ଶଦାତା ଥିବା ପ୍ୟାରୀ ମୋହନ…
Read More...