ବର୍ଷା ଓ ଅନୁଭବ ପାରିବାରିକ ବିବାଦ ମାମଲା: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

2,701

କନକ ବ୍ୟୁରୋ: ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା । ଅନୁଭବଙ୍କୁ ଅଧିକ ପଚରାଉଚରା ପାଇଁ କରିଥିଲେ ଆବେଦନ । ବର୍ଷାଙ୍କ ଆବେଦନ ତଳ କୋର୍ଟରେ ହୋଇଥିଲା ଆଗ୍ରାହ୍ୟ । ମାମଲା ଆଗ୍ରାହ୍ୟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ବର୍ଷା ।