ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ! ବାଲେଶ୍ୱର ଓପିଆଇଡି କୋର୍ଟରେ ଗୌତମ କୁଣ୍ଡୁ ହାଜର

24

କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗ୍ରୁପର ମୁଖ୍ୟ ଗୌତମ କୁଣ୍ଡଙ୍କୁ ଆଜି ବାଲେଶ୍ୱରରେ ଚିଟଫଣ୍ଡ କୋର୍ଟର ଆଜି ହାଜର କରାଯାଇଛି । ରୋଜଭ୍ୟାଲି ଗ୍ରୁପ ଓଡିଶାରୁ ପ୍ରାୟ ୫ଶହରୁ ଅଧିକ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଚିଟଫଣ୍ଡ ଠକେଇ ମାମଲାରେ ଗୌତମ କୁଣ୍ଡୁଙ୍କୁ ପଶ୍ଚିମବଙ୍ଗରେ ଗିରଫ କରାଯାଇଥିଲା । ପରେ ତାଙ୍କୁ ଓଡିଶା ଅଣାଯାଇ ଜେରା କରାଯାଇଥିଲା ।