କେନ୍ଦ୍ରାପଡା ପାଟକୁରାରେ ଆଜି ହେଉଛି ସାନି ମତଦାନ

16

କେନ୍ଦ୍ରାପଡା : କେନ୍ଦ୍ରାପଡା ପାଟକୁରାରେ ଆଜି ହେଉଛି ମତଦାନ । ଗତକାଲି ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ଅନ୍ତର୍ଗତ ୧୧ନମ୍ବର ବୁଥ୍ ଜବରଦଖଲ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଭୋଟିଂ ବନ୍ଦ କରି ଦିଆଯାଇଥିଲା । ଏହାପରେ ଆଜି ସକାଳ ୭ଟାରୁ ପୁଣି ମତଦାନ ଆରମ୍ଭ ହୋଇଛି । ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ  ।