କନକ ବ୍ୟୁରୋ : ରାଜ୍ୟରେ ପୁଣି ଜମେ କରୋନା ଆକ୍ରାନ୍ତ ଚିହ୍ନଟ । ବର୍ତମାନ ସୁଦ୍ଧା ୨୧ରେ ପହଂଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏନେଇ ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ କଳାହାଂଡିର ୨୯ ବର୍ଷିୟ ଯୁବକଙ୍କ ରକ୍ତନମୁନା ପଜେଟିଭ ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗତକାଲି ଗୋଟିଏ ଦିନରେ ୧୫ ପଜିଟିଭ୍ ଆସିଥିବା ବେଳେ ଆଜି ବର୍ତମାନ ସୁଦ୍ଧା ଆଉ ଜଣଙ୍କ ପଜିଟିଭ ଆସିଛି ।କଳାହାଣ୍ଡି ଜିଲ୍ଲାର ୨୯ ବର୍ଷୀୟ ଯୁବକଙ୍କ ଦେହରେ ଚିହ୍ନଟ ହେଲା କୋଭିଡ୍-୧୯, ଟ୍ରାଭେଲ ହିଷ୍ଟ୍ରିରେ ସେ ବାହାରିନ୍ ଯାଇଥିବା ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ :ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆଜି ପରୀକ୍ଷା ହୋଇଥିବା ୩୦୪ ନମୂନାରୁ ଗୋଟିଏ ଆସିଲା ପଜିଟିଭ, ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୨୧ । ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ