କନକ ବ୍ୟୁରୋ : ଡହ ଡହ ଖରା ଓ ଗୁଳୁଗୁଳି ପରେ ସମସ୍ତେ ଅନାଇ ରହିଥିଲେ, କେବେ ଆସିବ ମୌସୁମୀ ବର୍ଷା । ହେଲେ ଏବେ ଏହି ବର୍ଷା ଟ୍ୱିନସିଟି ବାସୀଙ୍କ ନିଜ ହଜାଇଦେଇଛି । ଲଗାଣ ବର୍ଷାରେ ବେହାଲ କଟକ ସହର । ଚାରିଆଡେ ଛୁଟୁଛି ପାଣିର ସୁଅ । ସମାନ ଅବସ୍ଥା ସ୍ମାର୍ଟସିଟି ଭୁବନେଶ୍ୱରର । ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏଭଳ ବର୍ଷା ଆହୁରି ୩ ଦିନ ଲାଗି ରହିବ ।
Kanak News is now on WhatsApp
Join and get latest news updates delivered to you via WhatsApp