ବନ୍ଧୁକ ମୁନରେ ଲୁଟ୍ : ଖୋର୍ଦ୍ଧା ଗୋଡିପଡା ଟୋଲଗେଟ୍ କର୍ମଚାରୀଙ୍କଠାରୁ ୪୫ ଲକ୍ଷ ଟଂକା ଲୁଟିନେଲେ ଦୁର୍ବୃତ

33

ଖୋର୍ଦ୍ଧା : ଖୋର୍ଦ୍ଧାରେ ଲୁଟ୍ । ଗୋଡିପଡା ଟୋଲଗେଟ୍ କର୍ମଚାରୀଙ୍କ ଠାରୁ ୪୫ ଲକ୍ଷ ଲୁଟି ନେଲେ ୨ଜଣ ଦୁର୍ବୃତ । ଏନଏଚ ୧୬ ଟୋଲଗେଟ୍ ନିକଟରୁ ଏହି ଲୁଟ୍ ହୋଇଛି । ତେବେ ଦୁର୍ବୃତମାନେ ମାଉଜର ଦେଖାଇ ଲୁଟ କରିଥିବା ନେଇ ସୂଚନା ମିଳିଛି ।