କୋର୍ଟରେ ହାଜର ହେଲେ ଗିରଫ ଆଇଏଏସ ଅଫିସର ! ପାର୍ଥସାରଥୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ

31

କନକ ବ୍ୟୁରୋ : କୋର୍ଟରେ ହାଜର ହୋଇଛନ୍ତି ଗିରଫ ଆଇଏଏସ ଅଫିସର । ପାର୍ଥ ସାରଥୀ ମିଶ୍ରଙ୍କୁ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ଗିରଫ ଆଇଏଏସ ଅଫିସରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ୨ ଲକ୍ଷ ୨୦ ହାଜର ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ପାର୍ଥ ସାରଥୀ ।