କେନ୍ଦୁଝର: ଚମ୍ପୁଆ ରେଂଜ ଝାଲିଆବାଡି ଗାଁରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ

31

କନକ ବ୍ୟୁରୋ : ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ । କେନ୍ଦୁଝର ଚମ୍ପୁଆ ରେଂଜ ଝାଲିଆବାଡି ଗାଁର କୀର୍ତନ ମହାନ୍ତି ଆଜି ଭୋରକୁ ବିଲକୁ ଯାଉଥିବା ସମୟରେ ଦନ୍ତା ହାତୀ ଦଳିଦେଇଛି । ଫଳରେ ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ଝାଲିଆବେଡାରେ ତୁରୁମୁଙ୍ଗା-ଚମ୍ପୁଆ ରାସ୍ତା ଅବରୋଧ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –