ଶେଷ ହେଲା ତିନି ରଥରେ ଛେରା ପହଁରା ନୀତି

41

ଶେଷ ହେଲା ତିନି ରଥରେ ଛେରା ପହଁରା ନୀତି । ଛେରା ପହଁରା କଲେ ଗଜପତି ମହାରାଜା । ପ୍ରଥମେ ବଳଭଦ୍ରଙ୍କ ରଥ ଛେରା ପହଁରା କରିଥିଲେ ଗଜପତି, ତା ପରେ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜା । ସେପଟେ ଆରମ୍ଭ ହେଲା ରଥ ଟଣା । ତିନି ଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ଭିତରେ ଠେଲା ପେଲା ଚାଲିଛି ।