Browsing Category

ଦେଶ ବିଦେଶ

ଜିଦରେ କୁସ୍ତିଯୋଦ୍ଧା : ବ୍ରିଜଭୂଷଣ ସିଂହଙ୍କୁ ପଦରୁ ହଟାଇବା ସହ ଗିରଫ ଦାବି; ନଚେତ୍ ଧାରଣାରୁ ନ ଓହରିବାକୁ ରେସଲରଙ୍କ…

କନକ ବ୍ୟୁରୋ : ଭାରତୀୟ ରେସଲିଂ ଫେଡରେସନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ’ଙ୍କ ବିରୋଧରେ ଶେଷରେ ରୁଜୁ ହେଲା ଏଫଆଇଆର । ସୁପ୍ରିମକୋର୍ଟଙ୍କ ତାଗିଦ ପରେ କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଗୋଟିଏ ଏଫଆଇଆର ପକସୋ ଆକ୍ଟରେ…
Read More...

ଆକାଶପଥରୁ ମିଜାଇଲ,ରକେଟ ମାଡ଼୍। ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ।

କନକ ବ୍ୟୁରୋ: ପୁଣି ଥରେ ରକ୍ତରଂଜିତ ହୋଇଛି ୟୁକ୍ରେନମାଟି । ହଠାତ ଯେତେବେଳେ ୟୁକ୍ରେନର କିଭ, ଡିନପ୍ରୋ, ଉମାନ କ୍ରେମଚୁଂଙ୍କ, ମେକାଲାଇବ ସହର ଉପରେ ଆଖିବୁଜା ମିସାଇଲ ମାଡ କରିଥିଲା ରୁଷ ସେତେବେଳେ ଏମିତି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ମିଜାଇଲ ନୁହେଁ ରକେଟ ମାଡରେ…
Read More...

ପାଖଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସରଗରମ ହେଉଛି ରାଜ୍ୟ ରାଜନୀତି।

କନକ ବ୍ୟୁରୋ: ଭୋଟ ପାଇଁ ଏହାକୁ ନାଟକ କହିପାରିବା କିମ୍ବା ଭୋଟ ପାଇଁ ଏହା ବଳକଷାକଷି ହୋଇପାରେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ସେତିକି ବିଗୁଡୁଛି ବରିଷ୍ଠ ରାଜନେତାଙ୍କ ବୟାନ । ପୂର୍ବରୁ କୁଜିନେତାଙ୍କ ବିବାଦୀୟ ବୟାନ ଶୁଣିବାକୁ ମିଳୁଥିଲା ଏବେ କିନ୍ତୁ ଦଳର ବରିଷ୍ଠ…
Read More...

ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୂରଜଙ୍କୁ କ୍ଲିନଚିଟ୍। ଅଭିନେତାଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ସିବିଆଇ କୋର୍ଟ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ୧୦ ବର୍ଷ ପରେ ଆସିଛି କୋର୍ଟଙ୍କ ଫଇସଲା । ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରଛନ୍ତି । ୨୦୧୩ ଜୁନ ୩ତାରିଖରେ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ଜିଆ ଖାନ୍ । ମୁମ୍ବାଇ ଜୁହୁ…
Read More...

ହେଟସ୍ପିଚ୍ ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ, ‘କେହି ଅଭିଯୋଗ ନକଲେ ବି ରାଜ୍ୟ ସରକାର ନିଜ ତରଫରୁ…

କନକ ବ୍ୟୁରୋ : ହେଟ୍ ସ୍ପିଚ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଶୁଣାଣି କରିଛନ୍ତି । ଏହି କ୍ରମରେ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କଡା ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି, ଯଦି କୌଣସି ବ୍ୟକ୍ତି ଏହି ମାମଲାରେ ଅଭିଯୋଗ କରୁନାହାଁନ୍ତି ତେବେ ନିଜେ ରାଜ୍ୟ…
Read More...

କୁସ୍ତି ଖେଳାଳିଙ୍କ ପ୍ରେସମିଟ୍ : ସମସ୍ତ ପଦରୁ ବ୍ରିଜଭୂଷଣଙ୍କୁ ହଟାଯାଉ

କନକ ବ୍ୟୁରୋ: ରେସଲିଂ ଫେଡରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏଫଆଇଆର କରିବାକୁ ପ୍ରସ୍ତୁତ ହେଉଛି । ଦିଲ୍ଲୀ ପୋଲିସ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ଖେଳାଳିଙ୍କ ଅଭିଯୋଗ ଉପରେ ବ୍ରିଜଭୂଷଣ ବିରୋଧରେ ମାମଲା ରୁଜୁ କରାଯିବ ।…
Read More...

କେନ୍ଦ୍ରାପଡ଼ା ଗସ୍ତରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍। ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମର…

କନକ ବ୍ୟୁରୋ: ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ କେନ୍ଦ୍ରାପଡ଼ା ଗସ୍ତର ଦ୍ୱିତୀୟ ଦିନ । ଶୁକ୍ରବାର ରାଜନଗର ବ୍ଲକର ବଡ଼ପଲ୍ଲି ଉଚ୍ଚବିଦ୍ୟାଳୟ, ରାଜନଗର ମେଡ଼ିକାଲ ଓ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଶକ୍ତି ମିଲ୍କ ଡାଇରି ଫାର୍ମ ଗସ୍ତ କରିଛନ୍ତି । ଏହାପରେ ସେ ରାଜନଗର ବ୍ଲକର ପ୍ରସିଦ୍ଧ…
Read More...

ମନୀଷ ସିସୋଦିଆଙ୍କୁ ଝଟକା, ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମୀନଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ବଡ ଝଟକା ଲାଗିଛି । ଦିଲ୍ଲୀ କୋର୍ଟ ଏହି ମାମଲାରେ ଜାମିନ ପାଇଁ ସିସୋଦିଆଙ୍କ ତରଫରୁ କରାଯାଇଥିବା ଆବେଦନକୁ କୋର୍ଟ ଶୁକ୍ରବାର ଦିନ ଖାରଜ କରିଦେଇଛନ୍ତି ।…
Read More...

ବିହାରରେ ଜେଡିୟୁକୁ ବଡ ଝଟକା। ବିଜେପିରେ ସାମିଲ ହେଲେ ଅଜୟ ଆଲୋକ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିହାର ରାଜନୀତିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବତନ ଜେଡିୟୁ ନେତା ତଥା ନୀତିଶ କୁମାରଙ୍କ ଘନିଷ୍ଠ ଅଜୟ ଆଲୋକ ଶୁକ୍ରବାର ବିଜେପିରେ ସାମିଲ ହୋଇଛନ୍ତି । ଜେଡିୟୁର ଏହି ଫାୟାରବ୍ରାଣ୍ଡ ପ୍ରବକ୍ତା ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ…
Read More...

ଚାକିରି ଚାଲିଗଲା ପରେ ଡିମିରି ଚାଷ କଲେ ଯୁବକ । ବର୍ଷକୁ ରୋଜଗାର କରୁଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ: କରୋନାରେ ଅନେକ ଲୋକଙ୍କ ବ୍ୟବସାୟ ବୁଡିଯାଇଥିବାବେଳେ ଅନେକ ନିଜ ଚାକିରି ହରାଇଛନ୍ତି । ଏଭଳି ପରିସ୍ଥିତିରେ ଅନେକ ମାନସିକ ଅବସାଦ ନେଇ ଗତି କରୁଥିବାବେଳେ ଆଉ କିଛି ନିଜ ବୁଦ୍ଧି ଖଟାଇ ରୋଜଗାରର ପନ୍ଥା ସୃଷ୍ଟି କରିଛନ୍ତି । ଏଭଳି ଜଣେ ଅଧ୍ୟବସାୟୀ ଯୁବକ ହେଉଛନ୍ତି ପୁଣେର ଅଭିଜିତ…
Read More...