Browsing Category

ଦେଶ ବିଦେଶ

ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା । କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କଲା ମୁମ୍ବାଇ ପୋଲିସ ।

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତନୁଶ୍ରୀ ନିଜ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ସୂଚନା ଅନୁସାରେ ନଏଗାଓଁରେ…
Read More...

କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ। ଜାଣନ୍ତୁ କେବେ ଫେରିବେ ଭାରତ?

କନକ ବ୍ୟୁରୋ: ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ତେବେ ବର୍ତ୍ତମାନ ମଧ୍ୟ ସେ ସିଙ୍ଗାପୁରରେ ଅଛନ୍ତି । ଡାକ୍ତରଖାନା ପାଖରେ ତାଙ୍କୁ ରଖାଯାଇଛି । ସୂଚନା ଅନୁସାରେ ପୂରା ପରିବାର ସେଠାରେ ହିଁ ନୂଆ ବର୍ଷ ପାଳନ କରିବେ । ଆରଜେଡି…
Read More...

କରୋନକୁ ନେଇ ବଢିଲା କଟକଣା । ଏପଟେ ବିଏଫ୍.୭ ମାରାତ୍ମକ ନୁହେଁ କହିଲେ ବୈଜ୍ଞାନିକ ଡ. ସମୀରଣ ପଣ୍ଡା

କନକ ବ୍ୟୁରୋ: ପଡୋଶୀ ଦେଶରେ କରୋନାର ସବ୍-ଭାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଉଥିବାବେଳେ, ସଜାଗ ହୋଇଛନ୍ତି ଭାରତ ସରକାର । ଚୀନରୁ ଭାରତ ଆସୁଥିଲେ ଆରଟିପିସିଆର ଟେଷ୍ଟ କରାଇବା ବାଧ୍ୟମୂଳକ କରାଯାଇଛି । କେବଳ ଏତିକି ନୁହେଁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ…
Read More...

ଚୀନରେ କରୋନା ସୁନାମୀ । ଦିନକୁ ଦିନ ଜଟିଳ ହେଉଛି ସ୍ଥିତି, ମିଳୁନି ଆବଶ୍ୟକୀୟ ମେଡିକାଲ ସୁବିଧା, ୨୦ ଦିନରେ ୨୫ କୋଟି…

କନକ ବ୍ୟୁରୋ: ଚୀନରେ କରୋନା ସ୍ଥିତି ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ରୋଗୀଙ୍କ ପାଇଁ ବେଡ୍ ମିଳୁନି । ଚିକିତ୍ସା ପାଇଁ ଔଷଧ ମିଳୁନି । ହସ୍ପିଟାଲ ଗୁଡିକରେ ବେଡ୍ ମିଳୁନି । ରାସ୍ତା କଡରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଆଉ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କୁ ସମାଧି ଦେବା ପାଇଁ…
Read More...

ରୋମାଞ୍ଚକର ସ୍ଥିତିରେ ଭାରତ ଓ ବାଂଲାଦେଶ ଶେଷ ମ୍ୟାଚ୍ । ଜିତିବାକୁ ହେଲେ ଭାରତକୁ ଦରକାର ୧୦୦ ରନ୍, ବାଂଲାଦେଶକୁ ୬…

କନକ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ । ଆଜି ଚତୁର୍ଥ ଦିନରେ ଭାରତକୁ ଜିତିବାକୁ ହେଲେ ୧୦୦ ରନର ଆବଶ୍ୟକତା ରହିଛି । ଆଉ ବାଂଲାଦେଶକୁ ଜିିତିବାକୁ ହେଲେ ୬ ଟି ୱିକେଟ୍ର ଆବଶ୍ୟକତା ରହିଛି । ତୃତୀୟ ଦିନ ଖେଳ ସୁଦ୍ଧା…
Read More...

ଧୁମଧାମରେ ପାଳନ ହେଉଛି ବଡଦିନ । ଯିଶୁଙ୍କ ଆଗମନରେ ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ ।

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ବଡଦିନ । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବୀ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ଓଡ଼ିଶା । ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ଓଡ଼ିଶାରେ ଅନ୍ୟ ସହରରେ ମଧ୍ୟ ବଡଦିନ ଧୁମଧାମରେ ପାଳନ…
Read More...

ନୂଆ ବର୍ଷ ପୂର୍ବରୁ ମୋଦୀ ସରକାରଙ୍କ ଉପହାର । ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

କନକ ବ୍ୟୁରୋ : ଏବେ ଲୋକମାନେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇବେ । ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତି ନେଇଛନ୍ତି ସରକାର । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ଲୋକ ଏବେ ମାଗଣା ଖାଦ୍ୟ ଶସ୍ୟ…
Read More...

ବଡଦିନ ପ୍ରସ୍ତୁତି ସହ ଉତ୍ସବ ମୁଖର ସାରା ଦେଶ । ରଙ୍ଗିନ ଅଲୋକମାଳାରେ ଝଲସୁଛି ଦେଶର ଛୋଟବଡ ଗୀର୍ଜା ଘର

କନକ ବ୍ୟୁରୋ : ଶନିବାର ମଧ୍ୟରାତିରୁ ଧରାବତରଣ କରିବେ ପ୍ରଭୁ ଯୀଶୁ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି    । ଏଥିସହ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି । ସେପଟେ ବଡଦିନ ପାଇଁ ବଜାରରେ ପ୍ରବଳ ଭିଡ ଦେଖିବାକୁ…
Read More...

୧୮ ବର୍ଷରେ ପୂର୍ଣ୍ଣ ସ୍ୱାଧୀନତା ସମାଜ ପାଇଁ ଭଲ ନୁହେଁ । ହାଇକୋର୍ଟରେ ମତ ରଖିଲେ କେରଳ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ

କନକ ବ୍ୟୁରୋ: ୧୮ ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବା ଉଚିତ୍ ନୁହେଁ ବୋଲି କେରଳ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେରଳ ସାଇନ୍ସ ଓ ହେଲ୍ଥ ୟୁନିଭର୍ସିଟି । ୧୮ ବର୍ଷରେ ପିଲାଙ୍କ ପରିପକ୍ୱତା ଆସି ନଥାଏ । ତେଣୁ ଏହି ବୟସରେ ପିଲାଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦେବା…
Read More...

ସେତୁର ସତ୍ୟତା ନେଇ ପ୍ରମାଣ ନଥିବା ସରକାରଙ୍କ ବୟାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଟୁଇଟ କରି ତାତ୍ସଲ୍ୟ ସହ…

କନକ ବ୍ୟୁରୋ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାମସେତୁ । ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ଏହି ସେତୁର ଅସ୍ତିତ୍ୱକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦାବି କରାଯାଇଛି । ପୂର୍ବରୁ ରାମସେତୁଙ୍କୁ ନେଇ ରାଜନୀତି ମଧ୍ୟ ହୋଇଛି । ବିଶେଷ କରି ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଦେଖିବାକୁ…
Read More...