Browsing Category

ଦେଶ ବିଦେଶ

ଆଉ କିଛି ସମୟର ଅପେକ୍ଷା । ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ ।

ବାସ୍ ଆଉ କିଛି ସମୟର ଅପେକ୍ଷା । ୪୧ ଜୀବନ ବଂଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ପାଖାପାଖି ୯୦ ପ୍ରତିଶତ ଡ୍ରିଲିଂ କାମ ଶେଷ ହୋଇସାରିଛି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୫ ମିଟର ଡ୍ରିଲ ହୋଇଥିବା ନେଇ ସୂଚନା ମିଳିଛି । ଫଶିରହିଥିବା ଶ୍ରମିକଙ୍କ…
Read More...

ଗ୍ୟାଙ୍ଗଷ୍ଟର ଆକ୍ଟରେ ଫଶିଲେ ବାହୁବଳୀ ମୁକ୍ତାର ଅନସାରୀ । ୧୦ ବର୍ଷ ଜେଲ ସହ ୫ ଲକ୍ଷ ଜରିମାନା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ବାହୁବଳୀ ତଥା ପୂର୍ବ ବିଧାୟକ ମୁକ୍ତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ୧୦ ବର୍ଷ ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । କେବଳ ମୁ୍କ୍ତାର ନୁହଁନ୍ତି ତାଙ୍କ ସହଯୋଗୀ ଭୀମ ସିଂଙ୍କୁ ମଧ୍ୟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି…
Read More...

ରାଫେଲ, ଚିନୁକ, ମିରାଜ, ସୁଖୋଇ । ଚୀନ୍ ସୀମାରେ ପରାକ୍ରମ ଦେଖାଇବ ଭାରତର ଲଢୁଆ ବିମାନ, ୪୮ ଘଣ୍ଟା ପର୍ଯ୍ୟନ୍ତ ଥରହର…

କନକ ବ୍ୟୁରୋ : ତୱାଙ୍ଗ ନିକଟରେ ସଂଘର୍ଷ ପରେ ଆଜି ଚୀନ ସୀମାରେ ଗର୍ଜିବ ଭାରତ ବାୟୁସେନାର ସୁଖୋଇ, ରାଫେଲ ସମେତ ଫ୍ରଂଟଲାଇନ୍ ଲଢୁଆ ବିମାନ । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ଲଢୁଆ ବିମାନର ଶବ୍ଦରେ ଥରି ଉଠିବ ଡ୍ରାଗନବାହିନୀ । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ…
Read More...

ଗୋଧ୍ରାକାଣ୍ଡରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀକୁ ଜାମିନ, ଗୁଜରାଟ ସରକାରଙ୍କ ବିରୋଧ

କନକ ବ୍ୟୁରୋ : ୨୦୦୨ ଗୋଧ୍ରାକାଣ୍ଡ ମାମଲାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନକୁ ଗୁଜରାଟ ସରକାର ତୀବ୍ର ବିରୋଧ କରିଛନ୍ତି । କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯିବା ପରେ କହିଛନ୍ତି କି, ଦୋଷୀ ଫାରୁକ୍ ୨୦୦୪ରୁ ୧୭…
Read More...

ପିଏଚଡି କରିବା ପୂର୍ବରୁ କରିବାକୁ ପଡିବ ନାହିଁ ମାଷ୍ଟର କୋର୍ସ, ଜାଣନ୍ତୁ ସରକାର ନୂଆ ଯୋଜନା

କନକ ବ୍ୟୁରୋ : ଯଦି ଆପଣ ପିଏଚଡି କରିବାକୁ ଚାହୁଁଛନ୍ତି ତେବେ ଆଗାମୀ ଦିନରେ ଆପଣଙ୍କୁ ଆଉ ମାଷ୍ଟର କୋର୍ସ କରିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ କେବଳ ୪ ବର୍ଷିୟା ଗ୍ରାଜୁଏସନ କୋର୍ସ କରିବାକୁ ପଡିବ । ଏହାପରେ ସିଧା ସଳଖ ଆପଣ ପିଏଚଡି ପାଇଁ ଆଡମିଶନ କରିପାରିବେ । ଜବାହରଲାଲ…
Read More...

ଏକା ସାଙ୍ଗରେ ମା’ଓ ଝିଅଙ୍କୁ ମିଳିଲା ସଫଳତା, ଶାରିରୀକ ପରୀକ୍ଷାରେ ପାସ କରି ସବ୍-ଇନସ୍ପେକ୍ଟର ଭାବେ ପାଇଲେ ନିଯୁକ୍ତି

କନକ ବ୍ୟୁରୋ : ମଣିଷରେ ଇଚ୍ଛା ଓ ପ୍ରଚେଷ୍ଠା ଆଗରେ ସବୁକିଛି ହାର ମାନିଥାଏ । ମଣିଷର ନିଷ୍ଠା ରହିଲେ ତା ପାଇଁ କୌଣସି କାର୍ଯ୍ୟ ବା ସ୍ୱପ୍ନ ହାସଲ କରିବାରେ ବୟସ ବାଧକ ସାଜିପାରେ ନାହିଁ  । ଏହା କରି ଦେଖାଇଛନ୍ତି ହାଇଦ୍ରାବାଦର ଜଣେ ମା ଓ ତାଙ୍କ ଝିଅ । ଉଭୟ ମା ଓ ଝିଅ ପୋଲିସରେ ନିଯୁକ୍ତି…
Read More...

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ଭାରତ ପହଂଚିଲା ୩୬ ରାଫେଲ ଯୁଦ୍ଧ ବିମାନ

କନକ ବ୍ୟୁରୋ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଭିତରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଉଥିବା ରାଫେଲ ଯୁଦ୍ଧବିମାନର ଶେଷ ପର୍ଯ୍ୟାୟ ଭାରତରେ ପହଂଚି ସାରିଛି । ଏହି କ୍ରମରେ ଆଜି ଫ୍ରାନ୍ସ ଦ୍ୱାରା…
Read More...

ଯିଏ ମଦ ପିଇବ ସିଏ ମରିବ ତ ନିଶ୍ଚୟ । ବିହାର ମଦମୃତ୍ୟୁକୁ ନେଇ କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । 

କନକ ବ୍ୟୁରୋ : ମଦ ବନ୍ଦ ସତ୍ତେ୍ୱ ମଧ୍ୟ ବିହାରରେ ବିଷାକ୍ତ ମଦ ପିଇ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଆଉ ଏହି ମଦ ମୃତ୍ୟୁକୁ ନେଇ ବିରୋଧୀ ବିଜେପି ନୀତିଶ ସରକାରଙ୍କୁ ଘେରିଛନ୍ତି । ଆଉ ଏହାର ଜବାବରେ ବିଧାନସଭାରେ ନୀତିଶ କହିଛନ୍ତି, ଯିଏ ବି ନକଲି ମଦ ପିଇବ ସିଏ ମରିବ, ଲୋକଙ୍କୁ…
Read More...

ଷ୍ଟମ୍ପରେ ବଲ ବାଜିଲା, ଲାଇଟ ମଧ୍ୟ ଜଳିଲା । କିନ୍ତୁ ଆଉଟ ହେଲେନି ଭାରତୀୟ ଖେଳାଳୀ, ଦେଖନ୍ତୁ ଭିଡ଼ିଓ ।

କନକ ବ୍ୟୁରୋ : ଷ୍ଟମ୍ପରେ ବଲ ବାଜିଲା, ଷ୍ଟମ୍ପର ଲାଇଟ ମଧ୍ୟ ଜଳିଲା । ବୋଲର ଖୁସିରେ ଝୁମିଉଠିଲେ, ଟିମ୍ ସଦସ୍ୟ ସେଲିବ୍ରେସନ ଆରମ୍ଭ କଲେ । କିନ୍ତୁ ଏହି ସେଲିବ୍ରେସନ ବେଶି ସମୟ ଧରି ରହିନଥିଲା । କାରଣ ଷ୍ଟମ୍ପରେ ବଲ ବାଜିଥିଲେ ମଧ୍ୟ ବେଲ୍ ଖସିନଥିଲା । ଆଉ ଆଉଟ ହେବାରୁ ବର୍ତ୍ତି ଯାଇଥିଲେ…
Read More...

ଫିଫା ବିଶ୍ୱକପ୍ ସେମି ଫାଇନାଲରେ ଫ୍ରାନ୍ସ ଜିତିବା ପରେ ମରକ୍କୋରେ ହିଂସା । ରାସ୍ତାକୁ ଓହ୍ଲାଇଲେ ଶହ ଶହ ସମର୍ଥକ, ନିଆଁ…

କନକ ବ୍ୟୁରୋ : ଫିଫା ବିଶ୍ୱକପ୍ ସେମି ଫାଇନାଲରେ ଫ୍ରାନ୍ସ ଜିତିବା ପରେ ମରକ୍କୋରେ ହିଂସା । ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯାଇଛି । ରାସ୍ତାକୁ ଓହ୍ଲାଇଲେ ଶହ ଶହ ସମର୍ଥକ । ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିିସ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ପୋଲିସ…
Read More...