Browsing Category

ଦେଶ ବିଦେଶ

ଭୟ ଭିତରେ ଆଶ୍ୱସ୍ତି ଆଣିଲା କାନପୁର ମଡେଲ: ‘ଭାରତରେ ହର୍ଡ ଇମ୍ୟୁନିଟି ଯୋଗୁଁ ପଡିବନି ପ୍ରଭାବ’

କନକ ବ୍ୟୁରୋ: ଚୀନରେ କରୋନା ବିସ୍ଫୋରଣର ଖବର ପରେ ଭାରତୀୟଙ୍କ ମନରେ ପୁଣି ମହାମାରୀ ଭୟ ଫେରିଛି । କିନ୍ତୁ ଏପଟେ, ଆଇଆଇଟି କାନପୁର ଦେଶରେ ସଂକ୍ରମଣକୁ ନେଇ ବଡ ଦାବି କରିଛି । ଆଇଆଇଟି କାନପୁର ମାଥମେଟିକ୍ସ ମଡେଲ କହିଛି, ଦେଶର ୯୮ପ୍ରତିଶତ ଲୋକଙ୍କ ପାଖରେ କରୋନା ମୁକାବିଲା ପାଇଁ ପ୍ରାକୃତିକ…
Read More...

ପୁଣି ଘନେଇଲା ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଆଦିତ୍ୟ ଠାକରେଙ୍କ ହାତ ଥିବା ଅଭିଯୋଗ ଆଣିଲେ ସିନ୍ଦେ ଗ୍ରୁପ

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ପୁଣିଥରେ ଉଜାଗର ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ସାଂସଦ ଅଭିଯୋଗ ଆଣିଛନ୍ତି କି ଏହି ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କର ହାତ ରହିଛି ।…
Read More...

ଆଇପିଏଲ ମିନି ନିଲାମୀ : କାହାକୁ କିଣିଲା କିଏ? ଇଂଲଣ୍ଡ ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା, ଜାଣନ୍ତୁ ସାମ କୁରାନ, ବେନ…

କନକ ବ୍ୟୁରୋ : ଆଇପିଏର ମିନି ନିଲାମୀରେ ଇଂଲଣ୍ଡ କ୍ରିକେଟରଙ୍କ ଉପରେ ଟଙ୍କା ବର୍ଷା । ହ୍ୟାରୀ ବ୍ରୁକ୍, ସାମ କୁରାନଙ୍କ ପରେ ବେନ ଷ୍ଟୋକ୍ସଙ୍କ ଚାହିଦା ଆକାଶଛୁଆଁ ହୋଇଛି । ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟିରେ ହାଇଦ୍ରାବାଦ କିଣିଥିବା ବେଳେ ସାମ କୁରାନଙ୍କୁ ୧୮.୫୦ କୋଟିରେ ପଞ୍ଜାବ ଓ ବେନ…
Read More...

ସିକ୍କିମରେ ବଡ ଦୁର୍ଘଟଣା । ସଡକ ତଳକୁ ଖସିଲା ସେନାର ଟ୍ରକ, ୧୬ ଯବାନ ମୃତ

କନକ ବ୍ୟୁରୋ : ସିକ୍କିମ ଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ହୋଇଛି । ଶୁକ୍ରବାର ଦିନ ସେନାର ଏକ ଟ୍ରକ ସଡକ ତଳକୁ ଖସିପଡିବାରୁ ୧୬ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଘଟଣା ସ୍ଥଳରେ ଭିଡ ଜମିଛି । ଏହାସହ ଉଦ୍ଧାରକାରୀଦଳ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି…
Read More...

ସାମ କୁରାନଙ୍କ ଉପରେ ହେଲା ଟଙ୍କା ବର୍ଷା । ୧୮.୫୦ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ ।

କନକ ବ୍ୟୁରୋ : ଆଇପିଏଲ ଇତିହାସରେ ନୂଆ ରେକର୍ଡ କଲେ ଇଂଲଣ୍ଡର ସାମ କୁରାନ । ସର୍ବାଧିକ ୧୮.୫୦ କୋଟି ଟଙ୍କାରେ ସାମ୍ କୁରାନଙ୍କୁ ଦଳରେ ସାମିଲ କଲା ପଞ୍ଜାବ କିଙ୍ଗସ । ଶେଷ ପର୍ଯ୍ୟନ୍ତ ସାମ କୁରାନଙ୍କୁ କିଣିବାକୁ ବିଭିନ୍ନ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲେ ମଧ୍ୟ ପଞ୍ଜାବ ସାମ…
Read More...

ଆଇପିଏଲ ମିନି ନିଲାମୀ । ୧୩.୨୫ କୋଟି ଟଙ୍କାରେ ହ୍ୟାରୀଙ୍କ ହାତ ଧରିଲା ହାଇଦ୍ରାବାଦ, ମୟଙ୍କ ଅଗ୍ରୱାଲଙ୍କୁ କିଣିବାକୁ…

କନକ ବ୍ୟୁରୋ : ଆରମ୍ଭ ହେଲା ଆଇପିଏଲ ମିନି ନିଲାମୀ । ମୋଟ ୪୦୫ ଜଣ ଖେଳାଳୀଙ୍କ ମଧ୍ୟରୁ ୮୭ ଜଣ ଖେଳାଳୀଙ୍କୁ କିଣିବାକୁ ଆରମ୍ଭ ହୋଇଛି ନିଲାମୀ । ଆଉ ଏହା ଭିତରେ ଇଂଲଣ୍ଡର ଖେଳାଳୀ ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ହ୍ୟାରୀଙ୍କର ବେସ୍ ପ୍ରାଇସ ୧.୫…
Read More...

ସାଉଥ୍ ସିନେ ଜଗତରେ ଶୋକର ଛାୟା । ୮୭ ବର୍ଷ ବୟସରେ ଅଭିନେତା କୈକଳା ସତ୍ୟନାରାୟଣଙ୍କ ଦେହାନ୍ତ

କନକ ବ୍ୟୁରୋ : ଦକ୍ଷିଣ ଭାରତୀୟ ସିନେ ଜଗତରୁ ଆସିଲା ଦୁଖଦ ଖବର । ବରିଷ୍ଠ ଅଭିନେତା କୈକଳା ସତ୍ୟନାରାୟଣଙ୍କର ୮୭ ବର୍ଷ ବୟସରେ ନିଧନ ହୋଇଯାଇଛି । ଆଜି ସକାଳେ ହାଇଦ୍ରାବାଦ ସ୍ଥିତ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛିମାସ ହେବ ସେ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା…
Read More...

ମଞ୍ଚ ଉପରେ ଥିଲେ ସାନ୍, ତଳେ ଫ୍ୟାନଙ୍କ ଉପରେ ଲାଠିଚାର୍ଜ କଲା ପୋଲିସ । ଜାଣନ୍ତୁ କଣ ଥିଲା ପୂରା ଘଟଣା ।

କନକ ବ୍ୟୁରୋ : ଫ୍ୟାନ୍ ମାନେ ସବୁବେଳେ ନିଜ ମନ ପସନ୍ଦର ଷ୍ଟାରଙ୍କୁ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି । ନିଜ ପସନ୍ଦର ଷ୍ଟାରଙ୍କୁ ପାଖରେ ଦେଖିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି । ଯାହାଫଳରେ ଘଟଣାସ୍ଥଳରେ ଅଧିକ ଭିଡ଼ ହୋଇଥାଏ । ଯାହାକୁ ନିୟନ୍ତ୍ରଣ କରିବା ଏତେ ସହଜ…
Read More...

ଆରପାରିରେ ଚିକେନ୍ ଟିକା ମସାଲାର ଆବିଷ୍କାରକ । ୭୭ ବର୍ଷ ବୟସରେ ଆଖି ବୁଜିଲେ ଅହମ୍ମଦ ଅସଲମ୍ ଅଲ୍ଲୀ ।

କନକ ବ୍ୟୁରୋ: ପରପାରିରେ ଚିକେନ୍ ଟିକା ମସାଲାର ଆବିଷ୍କାରକ ଅହମ୍ମଦ ଅସଲମ ଅଲ୍ଲୀ । ୭୭ବର୍ଷ ବୟସରେ ତାଙ୍କ ବାସଭବନରେ ଅହମ୍ମଦଙ୍କ ମୃତ୍ୟୁ ହୋଇଯାଇଛି । ଅହମ୍ମଦ ସ୍କଟଲାଣ୍ଡରେ ମିଷ୍ଟର ଅଲ୍ଲୀ ଭାବେ ଜଣାଶୁଣା । ତାଙ୍କ ମୃତ୍ୟୁ ଖବର ତାଙ୍କ ରେସ୍ତୋରାଁ ଶୀଶମହଲ ଟ୍ୱିଟର ଅକାଉଣ୍ଟ ମାଧ୍ୟମରେ…
Read More...

ତୃତୀୟ ବିବାହ କଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ, ଜାଣନ୍ତୁ କାହିଁକି ଛାଡିଥିଲେ…

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପିଟିଆଇର ମୁଖ୍ୟ ଇମ୍ରାନ ଖାନଙ୍କ ପୂର୍ବ ସ୍ତ୍ରୀ ରେହମ ଖାନ ତୃତୀୟଥର ପାଇଁ ବିବାହ କରିଛନ୍ତି । ରେହମ ଯାହାଙ୍କୁ ବିବାହ କରିଛନ୍ତତି ତାଙ୍କ ନାମ ହେଉଛି ମିର୍ଜା ବିଲାଲ । ରେହମ ଖାନ ୨୦୧୫ ମସିହାରେ ଇମ୍ରାନ ଖାନଙ୍କୁ…
Read More...