Browsing Category

ଅନ୍ୟାନ୍ୟ

ବିହାର ମହାମେଣ୍ଟରେ ସଙ୍କଟ! ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ କଂଗ୍ରେସକୁ ଚରମବାଣୀ ଶୁଣାଇଲେ ଆରଜେଡି ନେତା ତେଜସ୍ବୀ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାକୁ ଚଳାଇଥିବା ପ୍ରୟାସ ଏବେ ବିହାରରେ ସଙ୍କଟରେ ପଡ଼ିଯାଇଛି। ଏଠାରେ ଆରଜେଡି, କଂଗ୍ରେସ ଏବଂ ଅନ୍ୟ ଦଳମାନଙ୍କୁ ନେଇ ଗଠିତ ହେବାକୁ ଥିବା ମହାମେଣ୍ଟର ରୂପରେଖ ପ୍ରସ୍ତୁତ ହୋଇପାରୁନାହିଁ। ରାଜ୍ୟର ୪୦ ଲୋକସଭା ଆସନକୁ ନେଇ…
Read More...

ସପା ଜାରିକଲା ପ୍ରଥମ ପ୍ରାର୍ଥୀ ତାଲିକା ! ମୈନପୁରୀ ମଇଦାନରୁ ଲଢ଼ିବେ ମୁଲାୟମ ସିଂ ଯାଦବ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ତାରିଖ ଏଯାଏଁ ଘୋଷଣା ହୋଇନି । କିନ୍ତୁ ତାରିଖ ଘୋଷଣା ପୂର୍ବରୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ପର୍ବକୁ ଅନ୍ତିମ ରୂପ ଦେବାପାଇଁ ଲାଗିପଡ଼ିଛନ୍ତି । ଅନେକ ଦଳ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛନ୍ତି । ଗତକାଲି…
Read More...

କଂଗ୍ରେସରେ ଯୋଗ ଦେଇପାରିନ୍ତି ହାର୍ଦ୍ଦିକ ପଟେଲ୍ ! ଜାଣନ୍ତୁ କେଉଁ ସିଟରୁ ନିର୍ବାଚନ ଲଢ଼ିବେ ପଟିଦାର ନେତା ?

କନକ ବ୍ୟୁରୋ : ଗୁଜରାଟ ରାଜନୀତିରେ ପ୍ରବେଶ କରିବେ ପଟିଦାର ନେତା ହାର୍ଦ୍ଦିକ ପଟେଲ୍ । ମୋଦି ସରକାରଙ୍କ ଗୃହରାଜ୍ୟରେ ବିଜେପିକୁ ମାତ ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଗୁଜରାଟର ପଟିଦାର ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲ୍ ଖୁବ ଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି…
Read More...

ବର୍ଷ ୧୯୭୧ର ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟର ନିର୍ବାଚନ ଏକ ସମୟରେ ହେବା ବନ୍ଦ ହୋଇଗଲା । ଜାଣନ୍ତୁ କାହିଁକି

ବର୍ଷ ୧୯୭୧ର ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ଶକ୍ତିଶାଳୀ ଓ ଲୋକପ୍ରିୟ ଛବିକୁ ଚ୍ୟାଲେଂଜ ଦେବା ଭଳି କେହି ନଥିଲେ ଏବଂ ସେ ସହଜରେ ୫୧୮ରୁ ୩୫୨ ସିଟ୍ ଜିତିବାରେ ସଫଳ ହୋଇଥିଲେ । କିନ୍ତୁ ୧୯୭୧ରେ ପ୍ରମୁଖ ବିରୋଧୀ ଦଳ ମେଣ୍ଟ କରିଥିଲେ । ଏକ କ୍ଷେତ୍ର, ଏକ ପ୍ରାର୍ଥୀ ତାଙ୍କର ସିଦ୍ଧାନ୍ତ…
Read More...

ଫୋକସ୍ ୨୦୧୯ ! କେବଳ କଂଗ୍ରେସ-ବିଜେପି ଫାଇଟ୍ ନୁହେଁ, ୨୨୧ ଲୋକସଭା ଆସନରେ ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । 

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । କେଉଁ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ, ସେନେଇ ଅଙ୍କ କଷୁଛନ୍ତି ସମସ୍ତ ଦଳ । ତେବେ ଚଳିତ ନିର୍ବାଚନରେ ଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା…
Read More...

ବିଜେପିକୁ କେଜ୍ରିୱାଲଙ୍କ ଟାର୍ଗେଟ ! କହିଲେ, ୪୦ ବଦଳରେ ୪୦୦ଙ୍କୁ ମାର, ତେବେ ଯାଇ ପୁରା ହେବ ପୁଲୱାମାର ବଦଲା ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । ଏହି ଘଟଣାକୁ ନେଇ ଲୋକଙ୍କ ମନରେ କୋହ ଯେତିକି, କ୍ରୋଧ ତାଠାରୁ ଅଧିକ । ଆଉ ଏହା ସହ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଚାଲିଥିବା ଚର୍ଚ୍ଚା ହେଉଛି । ପୁଲୱାମା ଆତଙ୍କୀ ହମଲାକୁ…
Read More...

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! କହିଲେ, ମୋଦି-ଶାହଙ୍କ ଯୋଡ଼ିକୁ ହଟାଇବା ପ୍ରତି ଦେଶଭକ୍ତର ଧର୍ମ  

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜରିୱାଲ କହିଛନ୍ତି ୭୦ ବର୍ଷରେ ଯେଉଁ କାମ…
Read More...

ଜୟନ୍ତ, ଯଶୋବନ୍ତ ଓ ରାଜନୀତି ! ଜଣେ ବିରୋଧୀ, ଜଣେ ସମର୍ଥକ । ଘରେ କିଭଳି ରୁହେ ସମୀକରଣ ?

କନକ ବ୍ୟୁରୋ: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭରେ ମନକଥା କହିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା । ମୋଦି ସରକାରରେ ତାଙ୍କ ପୁଅ କ୍ୟାବିନେଟ ମନ୍ତ୍ରୀ ଥିଲେ ମଧ୍ୟ ମୋଦିଙ୍କୁ ବାରମ୍ବାର ସମାଲୋଚନା କରିବା ନେଇ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ …
Read More...

ଉତ୍ତରପ୍ରଦେଶରେ କଟିବ ବିରୋଧୀଙ୍କ ପତା ! ଏସପି-ବିଏସପି ଆସନ ବୁଝାମଣା, କଂଗ୍ରେସ ପାଇଁ ଛାଡିଲେ ୨ଟି ଆସନ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ’ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ ଉତ୍ତରପ୍ରଦେଶରେ…
Read More...

ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତି ଯାତ୍ରାରେ ବ୍ରେକ୍ ! ଲଢିବେନି ଲୋକସଭା ନିର୍ବାଚନ ।

ଦକ୍ଷିଣ ଭାରତର ମେଗାଷ୍ଟାର ତଥା ରାଜନେତା ରଜନୀକାନ୍ତ  ରାଜନୀତିରେ ପାଦ ଦେବାପରେ ହଟଚମଟ ସୃଷ୍ଟି ହୋଇଥିଲା । ହେଲେ ସେ ଆଜି ଯାହା ଘୋଷଣା କରିଛନ୍ତି ତାହା ବି ବେଶ୍ ଆଲୋଡନ କରିଛି । ରଜନୀକାନ୍ତ ଆଜି ଘୋଷଣା କରିଛନ୍ତି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ରଜନୀକାନ୍ତ କହିଛନ୍ତି…
Read More...