Browsing Category

ଅନ୍ୟାନ୍ୟ

ସିପିଆଇଏମ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା! ଭୁବନେଶ୍ୱରରୁ ମୈଦାନକୁ ଓହ୍ଲାଇବେ ଜନାର୍ଦ୍ଦନ ପତି

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ସିପିଆଇଏମ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଜନାର୍ଦ୍ଦନ ପତିଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି ସିପିଆଇଏମ । ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ…
Read More...

ନିର୍ବାଚନ ମଇଦାନରେ ହାରିଲେଣି ୧୬ ଥର ! ଏଥର ପୁଣି ନିର୍ବାଚନ ଲଢିବେ ଫକ୍କଡ୍ ବାବା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ବଢି ବଢି ଚାଲିଛି । ବିଶେଷ କରି ଜନମତ ହାସଲ କରିବା ପାଇଁ ଗୋଟିଚାଳନା କରୁଛନ୍ତି ସମସ୍ତ ରାଜନୈତିକ ଦଳ । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏଭଳି ଜଣେ ନେତାଙ୍କ ଚେହେରା, ଯାହାକୁ ନେଇ ଏବେ ସବୁଆଡେ…
Read More...

ଅଖିଳେଶ-ମାୟାବତୀଙ୍କ ମିଶନ ଉତ୍ତର ପ୍ରଦେଶ : ରାଜ୍ୟରେ ୧୮ଟି ମିଳିତ ରାଲି କରିବେ ଦୁଇ ନେତା । ଆସନ୍ତା ୧୮ରେ ମୁଲାୟମଙ୍କ…

କନକ ବ୍ୟୁରୋ : ଅଖିଳେଶ-ମାୟାବତୀଙ୍କ ମିଶନ ଉତ୍ତର ପ୍ରଦେଶ । ରାଜ୍ୟରେ ୧୮ଟି ମିଳିତ ରାଲି କରିବେ ଦୁଇ ନେତା । ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ମିଳିତ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସପା ମୁଖ୍ୟ ଅଖିଳେଶ ଓ ବସପା ସୁପ୍ରିମୋ ମାୟାବତୀ ଲୋକସଭା ନିର୍ବାଚନ…
Read More...

ସପା ଜାରି କଲା ଚତୁର୍ଥ ତାଲିକା । ଜାଣନ୍ତୁ କେଉଁଠୁ ଲଢିବେ କେଉଁ ପ୍ରାର୍ଥୀ ..

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ତଥା ସପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଗୌଡା, ବାରାବଙ୍କି, କୈରାନା ଏବଂ ସମ୍ଭଳ ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିଛି । ପାର୍ଟି ତଫରୁ ଆଜି ଗୌଡା ଲୋକସଭା ଆସନରେ ବିନୋଦ କମାର ସିଂହ ଓରଫ୍ ପଣ୍ଡିତ ସିଂହ, ବାରାବଙ୍କିରୁ ରାମ…
Read More...

ମୁଲାୟମଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ ! ୧୯ ଏପ୍ରିଲରୁ ମେନପୁୁରୀରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ମାଗିବେ…

କନକ ବ୍ୟୁରୋ : ମୁଲାୟମ ସିଂଙ୍କ ପାଇଁ ଭୋଟ ମାଗିବେ ବସପା ସୁପ୍ରିମୋ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ । ବସପା ମୁଖ୍ୟ ମାୟାବତୀ ୧୯ ଏପ୍ରିଲରୁ ଉତ୍ତରପ୍ରଦେଶ ମେନପୁରୀରୁ ରାଲି ଆରମ୍ଭ କରିବେ । ମୁଲାୟମ ସିଂ ଯାଦବ…
Read More...

ମିଳିତ ଭାବେ ଲୋକଙ୍କ ପାଖରେ ପହଞ୍ଚିବ ସପା-ବସପା ମେଂଟ ! ଅଖିଲେଶ ଯାଦବ କହିଲେ, ଏକାଠି କରାଯିବ ନିର୍ବାଚନୀ ରାଲି

କନକ ବ୍ୟୁରୋ : ଏକାଠି ନିର୍ବାଚନୀ ରାଲି କରିବେ ସପା-ବସପା ମେଂଟ । ଭୋଟରଙ୍କ ମନ ଜିଣିବା ପାଇଁ ଉଭୟ ଦଳ ମିଳିତ ଭାବେ ଲୋକଙ୍କୁ ପାଖରେ ପହଞ୍ଚିବ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁକଖ୍ୟ ଅଖିଲେଶ ଯାଦବ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ସପା ଓ ବସପା ଏକ…
Read More...

ଏନସିପି ଜାରି କଲା ପ୍ରାର୍ଥୀ ତାଲିକା ! ପୁଣି ଥରେ ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଟିକେଟ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କସରତ୍ ଜାରି ରଖିଛନ୍ତି । କାହାକୁ ମିଳିବ ଲୋକସଭା ଟିକେଟ । ଏବେ ସବୁଦଳ ତରଫରୁ ତୁହାକୁ ତୁହା ବୈଠକ ବସୁଛି । ଆଉ ଦିନେ ଦୁଇ ଦିନ ଭିତରେ ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ଜାରି…
Read More...

ଲୋକସଭା ନିର୍ବାଚନ ପାଇଁ ନୀତିଶଙ୍କ ବଡ ବୟାନ ! କହିଲେ, ସାଧୁତା ଓ ସ୍ୱଚ୍ଛତାର ସହ ହେଉ ନିର୍ବାଚନ । 

ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ବଳ କଷାକଷି । ଜନମତ ହାସଲ କରିବା ପାଇଁ ମଇଦାନରେ ଚାଲିଛି ରାଜନୈତିକ ଅଙ୍କକଷା । ଆଉ ଏହାରି ଭିତରେ ନିର୍ବାଚନକୁ ନେଇ ବଡ ବୟାନ ରଖିଛନ୍ତି ନୀତିଶ କୁମାର । ଏନଡିଏର ସହଯୋଗୀ ଦଳ ଜେଡିୟୁର ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର…
Read More...

ଟିଏମସିର ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ! ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ଟିଏମସି ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଏଥର ୪୧ ପ୍ରତିଶତ ମହିଳାଙ୍କୁୁ ଟିକେଟ ଦିଆଯାଇଛି । ତୃଣମଳ କଂଗ୍ରେସ…
Read More...

ଦେଶରେ କୌଣସି ସ୍ଥାନରେ କଂଗ୍ରେସ ସହ ମେଣ୍ଟ କରିବନି ବସପା ! ନିର୍ବାଚନ ପୂର୍ବରୁ ସ୍ପଷ୍ଟ କଲେ ମାୟାବତୀ

କନକ ବ୍ୟୁରୋ : କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଏନେଇ ଆଜି ସ୍ପଷ୍ଟ କରିଛନ୍ତି । ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଂଟ ହେବନାହିଁ । କେବଳ ୟୁପିରେ ନୁହେଁ ସାରା ଦେଶରେ କୌଣସି ବି ସ୍ଥାନରେ କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ସେ…
Read More...