Browsing Category

ଜୀବନଚର୍ଯ୍ୟା

ଯୌନ ପିପାସୁଙ୍କଠାରୁ ନିଜକୁ କିପରି ରକ୍ଷା କରିବେ ? ମନେ ରଖନ୍ତୁ କିଛି କଥା

ସୁରକ୍ଷା ଦ୍ୱାରା ହିଁ ବିପଦରୁ ରକ୍ଷା ପାଇହେବ । ସାରା ଦେଶରେ ମହିଳାଙ୍କ ପ୍ରତି ବଢୁଥୁବା ଅନ୍ୟାୟ ଅତ୍ୟାଚାର ତଥା ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡରୁ ନିଜକୁ ରକ୍ଷା କରିବାକୁ ହେଲେ ପ୍ରତ୍ୟେକ ମହିଳାଙ୍କୁ କିଛି ସାବଧାନୀ ପରଖିବା ନିହାତି ଆବଶ୍ୟକ । ଏହା ବି ସତ୍ୟ ଯେ, ପରିବର୍ତ୍ତନ ରାତାରାତି…
Read More...

ପୁରୁଷଙ୍କ ପାଇଁ କ୍ଷୀର କେତେ ଉପକାରୀ ? ଆସନ୍ତୁ ଜାଣିବା

ନିକଟରେ ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ ସକାଳ ଅପେକ୍ଷା ରାତିରେ କ୍ଷୀର ପିଇବା ଦ୍ୱାରା ମାନବ ଶରୀରର ହର୍ମୋନ୍ସ କ୍ଷମତା ଅଧିକ ଇଫେକ୍ଟିଭ୍ ଭାବରେ କାମ କରିଥାଏ । ବିଶେଷ କରି ଏହାର ପ୍ରଭାବ ପୁରୁଷମାନଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏ ସଂକ୍ରାନ୍ତରେ କିଛି…
Read More...

ବିଭିନ୍ନ ରୋଗରୁ ସବୁଦିନ ପାଇଁ ମୁକ୍ତି ଚାହାଁନ୍ତି କି ? ମନେ ରଖନ୍ତୁ କିଛି ଟିପ୍ସ

ବଦଳୁଥିବା ପାଣିପାଗ ଏବଂ ଜୀବନଶୈଳୀରେ ଦେଖାଯାଉଥିବା ପରିବର୍ତ୍ତନ କାରଣରୁ ଲୋକମାନେ ସାଧାରଣତଃ ବିଭିନ୍ନ ରୋଗବ୍ୟାଧିର ଶିକାର ହୋଇଥାନ୍ତି । ବର୍ତ୍ତମାନ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇବାକୁ ଲାଗିଛି । ଯାହା କାରଣରୁ ସହଜରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଯାଆନ୍ତି…
Read More...

ମୁହଁରେ ଉଠୁଥିବା କେଶରୁ କିପରି ପାଇବେ ମୁକ୍ତି ? ଜାଣନ୍ତୁ କିଛି ଘରୋଇ ଉପଚାର

ସାଧାରଣତଃ ମୁହଁରେ ଉଠୁଥିବା ଅଦରକାରୀ କେଶ ସୁନ୍ଦରତାକୁ ନଷ୍ଟ କରିଥାଏ । କାରଣ ଏହା ମୁହଁର ଉଜ୍ଜଳତା ହ୍ରାସ କରିଥାଏ । ତେବେ ଏଭଳି ସମସ୍ୟାକୁ ସବୁଦିନ ପାଇଁ ହଟାଇବା ଲାଗି କିଛି ଘରୋଇ ଉପଚାର ପ୍ରୟୋଗ କରିପାରିବେ । ଯାହାଦ୍ୱାରା ଆପଣ ଆପଣଙ୍କ ମୁହଁର ପୂର୍ବ ସୁନ୍ଦରତା ଫେରିପାଇବା ସହ କୌଣସି…
Read More...

ଉଷୁମ ପାଣିରେ ଗାଧୋଇବା ଦ୍ୱାରା ମିଳିଥାଏ ଉପକାର ! ଜାଣନ୍ତୁ କିପରି . . .

ସାଧାରଣତଃ ଶୀତ ଦିନେ ଅଧିକାଂଶ ଲୋକ ଗାଧେଇବାକୁ ଗରମ ପାଣିକୁ ହିଁ ଚୟନ କରିଥାନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି କି ଗରମ ବା ଉଷୁମ ପାଣିରେ ଗାଧେଇବା ଯୋଗୁଁ ଶରୀରକୁ କିଭଳି ପ୍ରକାରର ଫାଇଦା ମିଳିଥାଏ । ଯଦି ଜାଣି ନାହାଁନ୍ତି ତେବେ ନଜର ପକାନ୍ତୁ କେତୋଟି କଥା ଉପରେ । • ଉଷୁମ ପାଣିରେ…
Read More...

କଣ ଆପଣ ଜାଣନ୍ତି କି? କେବଳ ଅଦା ମିଶ୍ରିତ ଚା’ ନୁହେଁ ବରଂ ଅଦା ମିଶ୍ରିତ ପାଣି ମଧ୍ୟ ହୋଇଥାଏ ଶରୀର ପାଇଁ ଉପକାରୀ

ଅଦାର ଅନେକ ଔଷଧିୟ ଗୁଣ ରହିଛି । ଏହାକୁ ଅଧିକାଂଶ ଲୋକେ ଅଦାକୁ ଚା’ରେ ପକାଇ ପିଇଥାନ୍ତି । ଖାଲି ସେତିକି ନୁହେଁ କିଛି ଲୋକ ଏହାକୁ ମସଲା ଭାବରେ ବ୍ୟବହାର କରୁଥିବାବେଳେ କିଛି ଲୋକ ଗାର୍ନିଶିଂ ଭାବରେ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଖାଦ୍ୟର ସ୍ୱାଦ ଆହୁରୀ ବଢିଯାଇଥାଏ । ଖାଲି ଯେ ଏହାକୁ…
Read More...

ଗ୍ରୀଷ୍ମ ଋତୁରେ କିପରି ନେବେ ତ୍ୱଚାର ଯତ୍ନ ! ମନେ ରଖନ୍ତୁ କିଛି ଟିପ୍ସ . . .

ସାଧାରଣତଃ ଗରମ ଦିନରେ ବିଭିନ୍ନ ଚର୍ମ ଜନିତ ସମସ୍ୟା ଦେଖାଦେଇଥାଏ । ବିଶେଷ କରି ସୂର୍ଯ୍ୟଙ୍କ ପ୍ରଖର କିରଣରୁ ତ୍ୱଚାର ଆକର୍ଷଣ ମଧ୍ୟ ହ୍ରାସ ପାଇଥାଏ । ଅତ୍ୟଧିକ ଗରମ ଯୋଗୁଁ ତ୍ୱଚା ଶୁଷ୍କ ଓ ଜୀବନହୀନ ଦେଖାଯାଇଥାଏ । ଏଥିପାଇଁ ଯଦି ଆପଣ କିଛି ସାବଧାନୀ ଅବଲମ୍ବନ କରନ୍ତି ତେବେ ଏହି…
Read More...

ଆଖି ତଳ କଳା ଦାଗ ଦୂର କରେ ଦହି ! ଜାଣନ୍ତୁ କିପରି . . .

ଦହିକୁ ସାଧାରଣତଃ ସରବତ ଭାବରେ ବ୍ୟବହାର କରାଯାଏ । ମାତ୍ର କେବଳ ଯେ ଏହା ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଯାହା ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଆପଣଙ୍କ ମୁହଁର ମଧ୍ୟ ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଆଜି ଆମେ…
Read More...

ନିଦ୍ରାହୀନତା ଦୂର କରେ ଲାଉ ! ଜାଣନ୍ତୁ ଶରୀର ପାଇଁ ଏହା କେତେ ଉପକାରୀ

ଶରୀର ପାଇଁ ଅନେକ ଉପକାରୀ ଲାଉ । ମାତ୍ର ଲାଉକୁ ଖାଦ୍ୟ ରୂପେ ବ୍ୟବହାର କରିବାକୁ ଅନେକ ଲୋକ ପସନ୍ଦ କରି ନଥାନ୍ତି । ତେବେ ଲାଉକୁ ରୋଷେଇ କରି ଖାଇବାଦ୍ୱାରା ଏବଂ ଏହାର ଜୁସ୍ ପିଇବାଦ୍ୱାରା କିି କି ମିଳିଥାଏ ଜାଣିଲେ ଏହାପ୍ରତି ଆଗ୍ରହ ବଢିଯିବ ।ଏହି ପରିବାଟିରେ ପ୍ରାୟ ୯୦ ପ୍ରତିଶତ ଜଳ ରହିଛି…
Read More...

ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ ! ଆସନ୍ତୁ ଜାଣିବା

ସକାଳୁ ସକାଳୁ ଅଫିସ ଯିବା ତରବରିଆରେ ଅଧିକାଂଶ ଲୋକ ଖାଲି ପେଟରେ ଯାହା ମିଳେ ତାକୁ ଖାଇ ବାହାରୁ ପଡିଥାନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି ଆପଣଙ୍କ ଏଭଳି ଖରାପ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭୟଙ୍କର । ତେବେ ଏନେଇ ବିଶେଷଜ୍ଞମାନେ କିଛି ଖାଦ୍ୟ ଜିନିଷ ଉପରେ ସଂପୂର୍ଣ୍ଣ ଭାବରେ ରୋକ୍…
Read More...