Browsing Category

ଖଟି ଖବର

ବାଣ ଛାଡିବାକୁ ଦାମ ତୟାର୍, ହେଲେ ବାରୁଦ ଭରିବ କିଏ ?

କନକ ବୁରୋ: ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ  । ଆଉ ଦଳରୁ ବିଦା ହେବା ପରେ ଅନେକ ସମୟରେ ମନ୍ତବ୍ୟ ରଖୁଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ନାଁରେ ଗଢ଼ିବେ ନୂଆ ଦଳ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାରଣ…
Read More...

୨୧ ବର୍ଷ ପରେ ଭୁବନେଶ୍ୱର ଦେଖିବ କି ନୂଆ ସାଂସଦ ପ୍ରାର୍ଥୀ ? ଅଫିସର ଥିଲେ, ସାଂସଦ ହେବେ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ପ୍ରତ୍ୟେକ ଦଳ ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି । କଂଗ୍ରେସ ଆଗୁଆ କିଛି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ନିଜକୁ ଆହୁରି ସଙ୍ଗଠିତ କରୁଛି । ଆଉ ଏସବୁ…
Read More...

ନା’ର ଚାଲିଛି ନାରା !

କନକ ବ୍ୟୁରୋ : ଏବେ ଚାରିଆଡେ କେବଳ ଶୁଭୁଛି ନା’ ନା’ ଆଉ ନା’ । ଖବର ଶୀର୍ଷକ ପଢି ଯଦି ଆପଣ ଭାବୁଛନ୍ତି ଲେଖାଟି ଓଲିଉଡ ଫିଲ୍ମର ଗୀତ ସହ ସମ୍ପର୍କିତ ତାହେଲେ ଆପଣ ଭୁଲ ଭାବୁଛନ୍ତି ।  ଏହା କୌଣସି ଫିଲ୍ମ ଗୀତ ନୁହେଁ ବରଂ ସାମାଜିକ ଜୀବନରେ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କିମ୍ବା ଲାଗୁଥିବା…
Read More...

ବିଜେପି କର୍ମୀ ପହଞ୍ଚିଲା ବେଳକୁ ପଡ଼ି ଯାଇଥିଲା ତାଲା! କିଏ ଚୋରି କଲା ବିଜେପି ଫର୍ମୁଲା?

କନକ ବ୍ୟୁରୋ: ନିର୍ବାଚନର ଋତୁ ପାଖେଇ ଆସୁଥିବାବେଳେ ଉଭୟ ଶାସକ ଓ ବିରୋଧୀ ଉଠାଇଥାନ୍ତି ଅନେକ ସ୍ୱର । କିଏ ଶିକ୍ଷା,ସ୍ୱାସ୍ଥ୍ୟକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚାହୁଁଛି ତ କିଏ ଅନ୍ୟାନ୍ୟ ପ୍ରସଙ୍ଗକୁ ମୂଳ ମୁଦ୍ଧା କରୁଛନ୍ତି । ତେବେ ଏହାରି ମଧ୍ୟରେ ବେକାରୀ ସମସ୍ୟାକୁ ନେଇ…
Read More...

ନବ କରୁଛନ୍ତି କି ନୂଆ ସମୀକରଣ ? ରାଜ୍ୟ ରାଜନୀତିକୁ ତତାଉଛି ୩ ଫଟୋ

କନକ ବ୍ୟୁରୋ : ବିଜେଡିର ଦୁଇ ହେଭିୱେଟ ଉପକୂଳିଆ ନେତାଙ୍କ ସହ ପଶ୍ଚିମ ଓଡିଶାର ଟାଣୁଆ କଂଗ୍ରେସ ନେତା ତଥା ବିଧାୟକ ନବ ଦାସ ସିଟ୍ ସେୟାର କରିବା ପରେ ଏବେ ଉଷୁମ ହୋଇଛି ରାଜ୍ୟ ରାଜନୀତି । ଗତକାଲି କଟକରେ ଏକ କାର୍ଯ୍ୟକ୍ରମରେ ବିଜେଡିର ଦୁଇ ନେତାଙ୍କ ମଝିରେ ନବ ବସିଥିବା ଫଟୋ ସୋସିଆଲ ମିଡିଆରେ…
Read More...

ନବୀନଙ୍କ ‘ଅନୁଭବ’ ବ୍ରହ୍ମାସ୍ତ୍ର!

କନକ ବ୍ୟୁରୋ : ରାଜ୍ୟସଭା ଆସନ ଛାଡିବେ, ଲୋକସଭା ଆସନରେ ଲଢିବେ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିପାରନ୍ତି ଓଲିଉଡ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଏନେଇ ଏବେ ଜିଲ୍ଲା ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା…
Read More...

ଟ୍ୱିଟରରେ ମଜା, ପାଲଟିଲା ସଜା ! ବେଲ୍ ପରେ ବେଲ୍ ହେଉଛି ଖାରଜ, ଚିନ୍ତାରେ ଶୁଖି ଗଲେଣି ଅଭିଜିତ ଆୟାର ।

କନକ ବ୍ୟୁରୋ: ଝାଉଁଳି ଗଲେଣି ଅଭିଜିତ ଆୟାର ମିତ୍ର । ଏକଥା ଆମେ କହୁନୁ ବରଂ ଓଡ଼ିଶାର ସବୁ ଜାଗାରେ ଏମିତିକି ଗାଁ ଗହଳିରେ ଆୟାରଙ୍କୁ ନେଇ ଚାଲିଛି ଚର୍ଚ୍ଚା । ଗତ କିଛି ମାସ ତଳେ ଓଡ଼ିଶାର କଳା ସଂସ୍କୃତି ଏବଂ ଓଡ଼ିଶାର ବିଧାୟକମାନଙ୍କ ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ଗତ ଅକ୍ଟୋବର ମାସ…
Read More...

ବିମାନବନ୍ଦର ନାଁ ବଦଳିଲା ପରେ ଚର୍ଚ୍ଚା : କିଏ ନେବ ଶ୍ରେୟ, ‘ହାତ’ ଛାଡ଼ି ଶଙ୍ଖ ଧରିବେ କି ଝାରସୁଗୁଡ଼ା କଂଗ୍ରେସ ବିଧାୟକ…

କନକ ବ୍ୟୁରୋ: ଗତ ୧ ତାରିଖ ଦିନ କେନ୍ଦ୍ର କ୍ୟାବିନେଟର ମୋହର ବାଜିବା ପରେ ଝାରସୁଗୁଡ଼ା ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନାମରେ ନାମିତ କରାଗଲା । ଆଉ ବିମାନବନ୍ଦର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ । ବାସ୍…
Read More...

ହକିରେ ହିଟ୍, ରାଜନୀତିରେ ସୁପରହିଟ୍ ନବୀନ । 

କନକ ବ୍ୟୁରୋ : ହାତରେ ହକି ଷ୍ଟିକ, ଆଉ ଟାର୍ଗେଟରେ ଗୋଲପୋଷ୍ଟ । ପୂରା ଆକ୍ରମଣାତ୍ମକ ଅନ୍ଦାଜରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଲପୋଷ୍ଟକୁ ବଲ ପଠାଇ ପାରିବେ କି ନାହିଁ ତାହା ଉପରେ ଥିଲା ସମସ୍ତଙ୍କ ନଜର । ଆଉ ଏହି ସମୟରେ ଦମଦାର ଷ୍ଟ୍ରାଇକର ନବୀନଙ୍କ ସଟ ମାରିବା ସହ ଗୋଲପୋଷ୍ଟରେ…
Read More...

ବ୍ୟାନ ପରେ ଭୋ ଭୋ ହୋଇ କାନ୍ଦୁଛି ‘ଜରି’ ।

କନକ ବ୍ୟୁରୋ : ମୁଁ ‘ଜରି’ । ଏବେ ସମସ୍ତଙ୍କ ପାଇଁ ଅଦରକାରୀ । ଏବେ ମୋତେ ନେଇ ଚାରିଆଡେ ଚର୍ଚ୍ଚା । ପୂର୍ବରୁ ମୋ ବିନା ମାର୍କେଟର ମୁହଁ ଦେଖୁନଥିବା ଲୋକମାନେ ଏବେ ମୋତେ ଛୁଇଁବାକୁ ମଧ୍ୟ ଡରୁଛନ୍ତି । ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ହୋଟେଲ ପର୍ଯ୍ୟନ୍ତ ଏବେ ମୋତେ ଦେଖିବା କ୍ଷଣି…
Read More...