Browsing Category

ମନୋରଞ୍ଜନ

ଖୁବ୍ ଶୀଘ୍ର ପରଦାକୁ ଆସିପାରେ ‘କରନ ଅର୍ଜୁନ’ ସିକ୍ୱେଲ !

ହ୍ରିତିକ ରୋଶନ ଓ ଶାହାରୁଖ ଖାନଙ୍କୁ ନେଇ ନିର୍ମିତ ହୋଇପାରେ ୯୦ ଦଶକର ହିଟ ସିନେମା ‘କରନ ଅର୍ଜୁନ’ର ସିକ୍ୱେଲ । କାବିଲ’ର ପ୍ରମୋସନ ସମୟରେ ଶାହାରୁଖଙ୍କ ସହ ଏନେଇ ନିର୍ମାତା ରାକେଶ ରୋଶନ ଆଲୋଚନା କରିଥିବା ଜଣାପଡିଛି । ସିନେମାର ସୁଟିଂ ପାଇଁ କିଙ୍ଗ ଖାନ ଗୋଟେ ସର୍ତ୍ତ ମଧ୍ୟ ରଖିଛନ୍ତି ।…
Read More...

କୃଷ୍ଣସାର ହରିଣ ଶିକାର ମାମଲାରେ ନିଜକୁ ନିର୍ଦ୍ଦୋଷ କହିଲେ ସଲମାନ୍ ଖାନ୍ : କୋର୍ଟଙ୍କ ୬୫ଟି ପ୍ରଶ୍ନର ଦେଲେ ଉତ୍ତର

କନକ ବ୍ୟୁରୋ : ପୁଣି କୋର୍ଟ ରୁମରେ ବଲିଉଡ ଷ୍ଟାର ସଲମାନ ଖାନ । ୧୮ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ହାଜର ହେବା ସହ ସଲମାନଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କୁ କୋର୍ଟ ରୁମରେ ୬୫ଟି ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି…
Read More...

ବବଲି ଅନ୍ଦାଜରେ କଙ୍ଗନା! ରିଲିଜ ହେଲା ସିନେମା ‘ରଙ୍ଗୁନ’ର ନୂଆ ଗୀତ

‘ବ୍ଲଡି ହେଲ’ ଓ ‘ୟେ ଇଶ୍କ’ ପରେ ‘ରଙ୍ଗୁନ’ ସିନେମାର ତୃତୀୟ ଗୀତ ‘ମେରେ ମିୟାଁ ଗୟେ ଇଂଲଣ୍ଡ’ ରିଲିଜ ହୋଇ ଯାଇଛି । ଏହି ଗୀତରେ କଙ୍ଗନା ରାଣାୱତଙ୍କୁ ବବଲି ଅନ୍ଦାଜରେ ଦେଖିବା ପାଇଁ ମିଳିବ । ସିନେ ନିର୍ଦ୍ଦେଶକ ବିଶାଲ ଭାରଦ୍ୱାଜଙ୍କ ପତ୍ନୀ ରେଖା ଭାରଦ୍ୱାଜ ଏହି ଗୀତଟିକୁ ଗାଇଛନ୍ତି । ଏହି…
Read More...

ଦ୍ୱିତୀୟ ବିବାହ କଲେ ଅଭିନେତ୍ରୀ ମନ୍ଦାନା କରିମୀ

"ବିଗବସ'ର ପୂର୍ବତନ ପ୍ରତିଯୋଗୀ ମନ୍ଦାନା କରିମୀ ନିଜର ଗେ ସ୍ୱାମୀଙ୍କୁ ଛାଡି କରିଛନ୍ତି ଦ୍ୱିତୀୟ ବିବାହ । ମନ୍ଦାନା ତାଙ୍କର ବୟଫ୍ରେଣ୍ଡ ସଂଜୟ ଗୁପ୍ତାଙ୍କୁ ବିବାହ କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଂଟ ଜରିଆରେ ନିଜେ ମନ୍ଦାନା ଏହି ବିବାହ ବିଷୟରେ ଜଣାଇଛନ୍ତି । ପରିବାର ଲୋକଙ୍କ ମେଳରେ…
Read More...

ରିଲିଜ୍ ହେଲା ‘ବାହୁବଲୀ-ଦ କନକ୍ଲୁଜନ’ର ନୂତନ ପୋଷ୍ଟର

ଗଣତନ୍ତ୍ର ଦିବସ ଉପଲକ୍ଷେ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ । ବହୁପ୍ରତିକ୍ଷୀତ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ କରା ଯାଇଛି । ଏଇ ପୋଷ୍ଟରରେ ବାହୁବଲୀ ଦେବସେନାଙ୍କ ସହ ଧନୁ-ତୀର ଧରି ପୋଜ ଦେଇଥିବାର ଦେଖାଯାଇଛି । ଏଇ ସିନେମାର ନିର୍ଦ୍ଦେଶକ ଏସଏସ ରାଜମୌଲି ଟ୍ୱିଟର…
Read More...

ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ବିଗ୍ ବି!

ପୁରା ଦେଶରେ ଆଜି ୬୮ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯାଉଛି । ଭାରତୀୟମାନେ ଏଇ ମହାନ ପର୍ବକୁ ଗର୍ବ ସହକାରେ କରୁଛନ୍ତି ପାଳନ । ଏମିତିରେ ବଲିଉଡ ଜଗତ କିପରି ପଛରେ ରହିବ, ଏଇ ଉତ୍ସବ ଅବସରରେ ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟରରେ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଶୁଭକାମନା…
Read More...

କପିଲ ଶର୍ମାଙ୍କ ସୋରେ ଚମତ୍କାର ! ଦଶ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଲା ସାଇକେଲ

ହଲିଉଡ ସୁପରଷ୍ଟାର ଜ୍ୟାକି ଚାନ୍ ନିଜର ଆଗାମୀ ସିନେମା "କୁଙ୍ଗ-ଫୁ ୟୋଗା'ର ପ୍ରଚାର ପାଇଁ ଭାରତ ଆସିଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଏଇ ସିନେମାରେ ଅଭିନୟ କରୁଛନ୍ତି । ଏହାସହ ନିକଟରେ ଜ୍ୟାକି ଚାନ୍ "ଦ କପିଲ ଶର୍ମା ସୋ'ରେ ମଧ୍ୟ ଅତିଥି ହୋଇ ଯୋଗ ଦେଇଛନ୍ତି । ସୂତ୍ର ଅନୁସାରେ…
Read More...

ବିବାଦର ବାରୁଦ ଉପରେ ରିୟାଙ୍କ ରଙ୍ଗୀନ୍ ଜୀବନ ! ଦେଖନ୍ତୁ ଷ୍ଟାର୍ ଡଟରଙ୍କ କଂଟ୍ରୋଭର୍ସି କ୍ୟାଲେଣ୍ଡର୍

୩୬ ବର୍ଷରେ ପାଦ ରଖିଛନ୍ତି ହିନ୍ଦି ଓ ବଙ୍ଗାଳୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ମୁନମୁନ୍ ସେନଙ୍କ ଝିଅ ରିୟା ସେନ୍ । ସିନେମା ‘ଷ୍ଟାଇଲ’ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ରିୟା । ପ୍ରାୟ ୩୦ଟି ବଲିଉଡ ସିନେମାରେ ଅଭିନୟ କରିଥିବା ରିୟାଙ୍କର କିନ୍ତୁ ସିନେମା ଅପେକ୍ଷା ବିବାଦ ସହ ବେଶୀ ଗଭୀର…
Read More...

ବକ୍ସ ଅଫିସରେ କ୍ରିସ୍ ବନାମ କିଙ୍ଗ୍ ଖାନ୍ ! ଗୋଟିଏ ଦିନରେ ଦୁଇ ମେଗା ସିନେମା “କାବିଲ୍’ ଏବଂ…

କ୍ରିସ୍ ବନାମ କିଙ୍ଗ୍ ଖାନ୍ । ବଲିଉଡ୍ ବକ୍ସ ଅଫିସରେ ହ୍ରିତିକ୍ ଏବଂ ଶାହାରୁଖଙ୍କ ମଧ୍ୟରେ ଲଢ଼େଇ ଜୋରଦାର୍ ହୋଇଛି । ଗୋଟିଏ ଦିନରେ ପରଦାକୁ ଆସିଛି ହ୍ରିତିକ୍ ରୋଶନଙ୍କ ମେଗା ପ୍ରୋଜେକ୍ଟ "କାବିଲ୍' ଓ ଶାହରୁଖ୍ ଖାନଙ୍କ "ରଇସ୍' । "କାବିଲ'ରେ  ହ୍ରିତିକ୍ ରୋଶନ୍ ଓ ୟାମୀ ଗୌତମ୍ ଅଭିନୟ…
Read More...

ସିନେ ଦର୍ଶକଙ୍କ ପାଇଁ ଖୁସି ଖବର ! ଖୁବ୍ ଶୀଘ୍ର ପରଦାକୁ ଆସୁଛି ବେବୋଙ୍କ ନୂଆ ସିନେମା

କରୀନା କପୁରଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । କାରଣ ପୁଣି ଥରେ ବେବୋଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଆଉ ଖୁବ୍ ଶୀଘ୍ର କରୀନା ତାଙ୍କ ଆଗାମୀ ସିନେମା ‘ବୀର ଦ ୱେଡିଙ୍ଗ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହି ସିନେମାଟିରେ କରୀନାଙ୍କ ସହ ସୋନମ କପୁର,ସ୍ୱରା ଭାଷ୍କର ଓ ଶିଖା…
Read More...