Browsing Category

ମନୋରଞ୍ଜନ

ଟ୍ରେନରେ ରଇସ’ର ପ୍ରମୋସନ କରିବେ ଶାହାରୁଖ !

ବଲିଉଡ ବାଦଶାହା ଶାହାରୁଖ ଖାନ ଖୁବଶୀଘ୍ର ଦିଲ୍ଲୀରେ ତାଙ୍କ ଆଗାମୀ ସିନେମା ରଇସ’ର ପ୍ରମୋସନ କରିବେ । ଏଥର କିନ୍ତୁ ଶାହାରୁଖ ଫ୍ଲାଇଟ ନୁହେଁ, ବରଂ ଟ୍ରେନରେ ଯାଇ ରଇସ’କୁ ପ୍ରମୋଟ କରିବେ । ଆସନ୍ତାକାଲି ରଇସ’ର ପୁରା ଟିମ ସହ ଶାହାରୁଖ ଅଗସ୍ତ କ୍ରାନ୍ତି ଟ୍ରେନରେ ଦିଲ୍ଲୀ ଯାତ୍ରା କରିବେ ।…
Read More...

ଉନ୍ମୋଚନ ହେଲା ‘ମୋଦି କା ଗାଁଓ’ର ଟ୍ରେଲର !

ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଏଜେଣ୍ଡା ଉପରେ ପ୍ରସ୍ତୁତ ହୋଇଥିବା ସିନେମା ‘ମୋଦି କା ଗାଁଓ’ର ଟ୍ରେଲର ଉନ୍ମୋଚନ ହୋଇଛି । ବିହାରର ସିନେମା ନିର୍ମାତା ମୋଦିଙ୍କ ବିକାଶଧାରାକୁ ନେଇ ଏହି ସିନେମାଟି ପ୍ରସ୍ତୁତ କରୁଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ଏଥିରେ ମୋଦିଙ୍କ ଭୂମିକାରେ…
Read More...

୨୩ ବର୍ଷ ପରେ ପୁଣି ଥରେ ମିସ ୟୁନିଭର୍ସ ମଞ୍ଚକୁ ଫେରିବେ ସୁସ୍ମିତା ସେନ୍

୨୩ ବର୍ଷ ପୂର୍ବେ ଫିଲିଫାଇନ୍ସର ମନିଲା ସହରରେ ଆୟୋଜିତ ହୋଇଥିବା ମିସ ୟୁନିଭର୍ସ ପ୍ରତିଯୋଗୀତାରେ ତାଜ୍ ଜିତିଥିଲେ ସୁସ୍ମିତା ସେନ୍ । ମିସ ୟୁନିଭର୍ସ ତାଜ୍ ଜିତି ସେ ବିଶ୍ୱବାସୀଙ୍କୁ ଭାରତୀୟଙ୍କ ସୁନ୍ଦରତା ଆଡକୁ ଆକର୍ଷିତ କରିଥିଲେ । ଏବେ ପୁଣି ଥରେ ସୁସ୍ମିତା ଏଇ ଇଂଭେଣ୍ଟର ଅଂଶ ହେବାକୁ…
Read More...

ପୁଣି କଣ୍ଠଦାନ କରିବେ ସୋନାକ୍ଷୀ !

ପାକିସ୍ତାନୀ ସାମ୍ବାଦିକା ଓ ଲେଖିକା ସବା ଇମତିଆଜଙ୍କ ନୋବେଲ ଉପରେ ପ୍ରସ୍ତୁତ ଆଗାମୀ ବଲିଉଡ ସିନେମା ‘ନୁର’ ରେ ସୋନାକ୍ଷି ସାମ୍ବାଦିକା ରୂପରେ ନଜର ଆସିବେ । ଏହି ସିନେମାର ଟାଇଟଲ ସଂଗରେ କଣ୍ଠଦାନ କରୁଛନ୍ତି ସୋନାକ୍ଷୀ । ଏହି ସିନେମାଟିରେ ସଂଗୀତ ନିର୍ଦ୍ଦେଶନା ଅମାଲ ମଲିକ ଦେଉଛନ୍ତି ।…
Read More...

ରେମୋଙ୍କ ସିନେମାରେ ନଜର ଆସିବେ ସୁଲତାନ !

ଏବିସିଡ଼ି ସିନେମାର ନିର୍ଦ୍ଦେଶକ ତଥା ପ୍ରଖାତ କୋରିଓଗ୍ରାଫର ରେମୋ ଡ଼ିସୁଜା ସୁପରଷ୍ଟାର ସଲମାନଙ୍କୁ ନେଇ କରିବାକୁ ଯାଉଛନ୍ତି ତାଙ୍କ ଆଗାମୀ ସିନେମା । ସିନେମାରେ ସଲମାନ ଜଣେ ତାଲିମପ୍ରାପ୍ତ ନୃତ୍ୟକାର ଭୂମିକାରେ ନଜର ଆସିବେ, ଯିଏ କି ନିଜର ୧୩ ବର୍ଷ ଝିଅ ସହିତ ରହୁଥିବେ । ତେବେ ଏବିସିଡ଼ି,…
Read More...

ମୁହଁ ଖୋଲିଲେ ଅରବାଜ ! କହିଲେ ପରିବାର ପ୍ରତି ଉଭୟେ ଅଛନ୍ତି ଯତ୍ନବାନ

ବର୍ଷେ ହେବ ଅରବାଜ ଖାନ ଏବଂ ମଲାଇକା ଅରୋରା ଖାନଙ୍କ ମଧ୍ୟରେ ତଲାକୁ ନେଇ ବହୁକଥା ଶୁଣିବାକୁ ମିଳୁଥିଲେ ହେଁ ଏନେଇ ନା ଅରବାଜ ନା ମଲାଇକା କେହି ବି ମୁହଁ ଖୋଲୁନଥିଲେ । କିନ୍ତୁ କିଛିଦିନ ତଳେ ଅରବାଜ ଏକ ସାକ୍ଷାତକାରରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ତାଙ୍କୁ ଯେତେବେଳେ ପଚାରଯାଇଥିଲା…
Read More...

ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ରବୀନା ଟଣ୍ଡନ

ମସ୍ତ ମସ୍ତ ଗର୍ଲ ରବୀନା ଟଣ୍ଡନ ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ବୋଲଡ୍ ପ୍ରସଙ୍ଗ ଉପରେ ଆଧାରିତ ଏକ ହିନ୍ଦୀ ସିନେମା ମାଧ୍ୟମରେ ଫେରୁଛନ୍ତି ପରଦାକୁ । ୨୦୦୩ ମସିହାରେ ସିନେମା "ସତା'ରେ ସମସ୍ତଙ୍କୁ ନିଜର ଅଭିନୟ ଦ୍ୱାରା ଚମକାଇ ପାରିଥିବା ରବୀନା ୨୦୦୪ ରେ ତାଙ୍କର ବିବାହ ପରେ ସିନେମା…
Read More...

ଅକ୍ଷୟଙ୍କ ଜବରଦସ୍ତ ପ୍ରଶଂସଙ୍କ : ୧୬ଶହ କି.ମି ସାଇକେଲ ଚଳାଇ ପହଁଚିଲେ ଅକ୍ଷୟଙ୍କ ପାଖରେ

ଅକ୍ଷୟ କୁମାରଙ୍କ ଜବରଦସ୍ତ ଫ୍ୟାନ ଫଲୋୟିଂ । ଏହି ସୁପରଷ୍ଟାରଙ୍କୁ ଯେତେବେଳେ ବି ସମୟ ମିଳେ ,ସେ ନିଜର ପ୍ରଶଂସକଙ୍କୁ ଖୁସି କରାଇଥାନ୍ତି । ଏମିତି ଏକ ନଜିର ଏବେ ଦେଖିବାକୁ  ମିଳିଛି । ଶୁକ୍ରବାର ଦିନ ଅକ୍ଷୟଙ୍କ ଜଣେ ପ୍ରଶଂସକ ଭେଟିବାକୁ ତାଙ୍କ ପାଖରେ ପହଁଚିଥିଲେ । ସବୁଠୁ ଆଶ୍ଚର୍ଯ୍ୟର…
Read More...

‘କମାଣ୍ଡୋ ୨’ର ପୋଷ୍ଟର ଉନ୍ମୋଚନ ! ମୁଖ୍ୟ ଭୂମିକାରେ ନଜର ଆସିବେ ବିଦ୍ୟୁତ ଜାମ୍ବାଲ୍

ଆଗାମୀ ବଲିଉଡ ସିନେମା ‘କମାଣ୍ଡୋ ୨’ ର ବ୍ରାଣ୍ଡ୍ ନ୍ୟୁ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବିଦ୍ୟୁତ ଜାମ୍ବାଲ୍ । ତେବେ ଗତକିଛି ଦିନ ତଳେ ବିଦ୍ୟୁତ ଏହି ସିନେମାର ଟିଜର୍ ଉନ୍ମୋଚନ କରିଛନ୍ତି । ୨୦୧୩ରେ ଆସିଥିବା ସିନେମା ‘କମାଣ୍ଡୋ- ୱାନ୍ ମ୍ୟାନ୍ ଆର୍ମି’…
Read More...

‘ରଇଜ୍’ରେ ଶାହାରୁଖ୍ ! ପୋଲିସ ଭୂମିକାରେ ନଜର ଆସିବେ ସିଦ୍ଧିକ୍

ନିକଟରେ ଉନ୍ମୋଚନ ହୋଇଯାଇଛି ଶାହାରୁଖ ଖାନଙ୍କ ଅଭିନୀତ ସିନେମା ‘ରଇଜ୍’ ର ନୂଆ ପ୍ରୋମୋ । ପ୍ରଥମରୁ ହିଁ ସିନେମାର ପ୍ରୋମୋ ଆଉ ଗୀତଗୁଡିକ ସିନେ ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଟି ପାରିଛି । ଖାଲି ସେତିକି ନୁହେଁ ଏଥିରେ ଶାହାରୁଖଙ୍କ ଦମ୍ ଦାର୍ କଥୋପକଥନ ମଧ୍ୟ ଏବେ ଚର୍ଚାରେ । ଏହାସହ ଏହି…
Read More...